-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
26-Jul-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଂଜ ଅଧିନସ୍ଥ ବାଘପାଲି ଜଙ୍ଗଲରେ ବନବିଭାଗ ତରଫରୁ ଚଢାଉ କରାଯାଇ ଜନ୍ତୁ ଶିକାର ପାଇଁ ବିଛାଇଥିବା ଥିବା ତାର ଜବତ କରିଛି । ସୂଚନା ଅନୁସାରେ ଗତକାଲି ବିଲମ୍ବିତ ରାତ୍ରୀରେ ଉକ୍ତ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ତାର ବିଛା ଯାଇଥିବା ନେଇ ବନବିଭାଗ କୌଣସି ସୁତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରି ବିପୁଲ ମାତ୍ରରେ ବିଦ୍ୟୁତ ତାର ଜବତ କରିଥିଲେ । ତେବେ ବନବବିଭାଗ ଚଢାଉ କରୁଥିବା ନେଇ ଆଗତୁରା ଖବର ପାଇଁ ଅଭିଯୁକ୍ତ ମାନେ ଫେରାର ମାରିଥିଲେ ।