-+91-9937148622 |

prerana_bgr@rediffmail.com |

  Tuesday 17th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରେଲୱେ ଷ୍ଟେସନ ରୋଡରୁ ବିପୁଳ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ   (17-Mar-2026)       ||      ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   (17-Mar-2026)       ||      ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   (17-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା    (16-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, aadan    (16-Mar-2026)       ||      ସାମ୍ବାଦିକ ପବନ ଅଗ୍ରୱାଲ ସମ୍ମାନିତ    (16-Mar-2026)       ||      କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ   (16-Mar-2026)       ||      ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ,    (16-Mar-2026)       ||      ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି    (16-Mar-2026)       ||      ମାର୍ଚ୍ଚ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ   (16-Mar-2026)       ||      ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠାତା ଶିକ୍ଷକ ଓ କର୍ମଚାରୀ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ    (16-Mar-2026)       ||      ବରପାଲି BEO ଅଫିସ୍‌ର ଆକାଉଣ୍ଟାଣ୍ଟ ଭିଜିଲାନ୍ସ_ଜାଲରେ,   (16-Mar-2026)       ||      ଲୋପ ପାଇବାକୁ ବସିଲାଣି ତୋଟା ଓ ଧାନଖଳା   (16-Mar-2026)       ||      *ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ପରିସର ମଧ୍ୟରେ ଜିଲ୍ଲାପାଳ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (16-Mar-2026)       ||      ନୂଆଦିଲ୍ଲୀ ର ଓଡ଼ିଶା ପର୍ବରେ ଯୋଗ ଦେଲେ ଓଡ଼ିଶା ରାଜ୍ୟପାଳ    (16-Mar-2026)       ||      *ନିଆଁ କୁ ଆୟତ କରିବରେ ବିଫଳ ହେଲା ଅଗ୍ନିଶମ ବିଭାଗ*   (16-Mar-2026)       ||      *ଫିଟ୍ ନେସ ଏମ୍ପାୟାର କ୍ରୀକ ଫେଷ୍ଟ ୨୦୨୬ ଉଦଯାପିତ* - *ଜିଲ୍ଲା ପୋଲିସ ଦଳ ଚମ୍ପିୟାନ*- -   (16-Mar-2026)       ||      ସାମାଜିକ ସେବା ପାଇଁ ପ୍ରାନ୍ତୀୟ ଅଧିବେଶନ ଶିଖର ୨୦୨୬ ରେ ସହଯୋଗ ଫାଉଣ୍ଡେସନ୍ ସମ୍ମାନିତ   (16-Mar-2026)       ||      *ନବ ଭାରତ ସାକ୍ଷରତା “ଉଲ୍ଲାସ” କାର୍ଯ୍ୟକ୍ରମ*   (16-Mar-2026)       ||      ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ବଲାଙ୍ଗିର ନର୍ସିଂ ସ୍କୁଲ ତୃତୀୟ ଶପଥ ଗ୍ରହଣ ଉତ୍ସବ ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍ ୪୯ ଜଣ ଛାତ୍ର ଛାତ୍ରୀ ଶପଥ େନେଲ   (15-Mar-2026)       ||     

HOME   ଜିଲ୍ଲା

ନିଟ୍(NIIT) ରେ ଓ. ବି. ସି ଛାତ୍ରଛାତୀଙ୍କୁ ସଂରକ୍ଷଣ ନ ଦେଇ ଥିବା ବିରୋଧ ରେ ଧାରଣା

26-Jul-2021



କଳାହାଣ୍ଡି (ସଞ୍ଜୀବ ଦାସ ଓ ତ୍ରିନାଥ ଵେଶ୍ରା): କେନ୍ଦ୍ର ସରକାର ଓ ବି ସି ବର୍ଗର ଶିକ୍ଷାର୍ଥୀ ମାନଙ୍କ ପ୍ରତି ଅବିଚାର କରି   NIIT ପରୀକ୍ଷାରେ ଓବିସି ଙ୍କୁ  ସଂରକ୍ଷଣ  ଦେଇ ନଥିବା ବିରୋଧରେ  ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା କଳାହାଣ୍ଡି ଶାଖା ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ  ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

   ୧୯୩୧ ମସିହାର ଜନଗଣନା ଅନୁଯାୟୀ ଓବିସି ଙ୍କ ସଂଖ୍ୟା ୫୨% ପ୍ରତିଶତ ଅଟନ୍ତି କିନ୍ତୁ ସେମାନଙ୍କୁ କ୍ରିମିଲେୟର ଲଗାଇ  ୨୭% ପ୍ରତିଶତ ଦିଆଗଲା  ଯାହାକି ସମ୍ବିଧାନର ଅନୁଛେଦ ୩୪୦ ର ମୂଳ ଭାବନାର ବିରୋଧ ଅଟେ। ୧୨ ସେପ୍ଟେମ୍ବର ୨୦୨୧ ରେ ମେଡିକାଲ୍ ପ୍ରବେଶ କରିବା ପାଇଁ ହେବାକୁ ଥିବା ନିଟ୍ ପରୀକ୍ଷା ଓବିସି ଙ୍କୁ କେନ୍ଦ୍ରୀୟ କୋଟା ୧୫% ପ୍ରତିଶଦ୍ ବଦଳରେ ରାଜ୍ୟ ମେଡିକାଲ୍ କଲେଜ ସିଟ୍ ରେ ଜିରୋ କରି ଦିଆ ଯାଇଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା କଳାହାଣ୍ଡି ଶାଖା ସାଧାରଣ ସମ୍ପାଦକ ଆଦିତ୍ୟ ହଂସ ଯାଦବଙ୍କ ନେତୃତ୍ୱରେ।  ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବଙ୍କ  ଅଧ୍ୟକ୍ଷତାରେ ଧାରଣା ପ୍ରଦର୍ଶନ ଅନୁଷ୍ଟିତ ହୋଇଯାଇଛି।

ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଆର୍ ଏମ୍ ବି କେ ଏସ ରାଜ୍ୟ ଉପ ସଭାପତି ତୁଳମଣି ନାଗଙ୍କ  ସମେତ  ବହୁଜନ କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଆଇନଜୀବୀ ରିଶି ସୁଦାନ ଛାତ୍ରପାଲ୍, ରାଷ୍ଟ୍ରୀୟ ମୁସଲିମ ମୋର୍ଚ୍ଚା ରାଜ୍ୟ ସଭାପତି ମେହେବୁବ୍ ରାଜା ଓ କଳିମ ମୁଳଖାନ୍, ଆଦିବାସୀ ଏକତା ପରିଷଦର ସନ୍ତୋଷ ନାଏକ, ରାଜକିଶୋର ଦଳପତି, ଭାରତ ମୁକ୍ତି ମୋର୍ଚ୍ଚା ର ସଂଜୟ ଶବର, ଯୁବ ସମାଜସେବୀ ସୁଧିର ଗୋପାଳ, ସେତୁରାମ ଭକ୍ତ, ମହିନ୍ଦ୍ର ଧଙ୍ଗଡାମାଝୀ, ଦୁର୍ଯ୍ୟଧନ ଜାଲ, କାର୍ତ୍ତିକ ମାଝୀ ପ୍ରମୁଖ ଯୋଗ ଦେଇ ଓବିସି ଙ୍କ ହକ ଅଧିକାର ପାଇବା ଉଚିତ୍ ବୋଲି ସମର୍ଥନ କରି ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ କମଳାକାନ୍ତ ଖର୍ସେଲ, କରୁଣା ଚଣ୍ଡୀ, ବନମାଳୀ ନାଏକ,ମୁରଲୀଧର ଚଲାନ, ଠାକୁର ମଙ୍ଗରାଜ, କୁନୁ ଦୁର୍ଗା, ବାଲେଶ୍ଵର ହରପାଲ, ଉଛବ ଚଲାନ, ଅଶୋକ ଗଉଡ, ବିନୟ ନାଗ, ଧର୍ମେନ୍ଦ୍ର ନାଗ, ଖିତିସ୍ ଯାଦବ, ଶରତ ସାହୁ, କୁଶ ଶବର, ଅଜୟ ନାଏକ, ଯାଦବ ଶବର, ଯୁବରାଜ ଛତ୍ରିଆ,ଓମ ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ  ଶେଷରେ ସୁରେଶ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରେଲୱେ ଷ୍ଟେସନ ରୋଡରୁ ବିପୁଳ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ   17-Mar-2026
  ଜିଲ୍ଲା  
ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   17-Mar-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   17-Mar-2026
  ଜିଲ୍ଲା  
ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା   16-Mar-2026
  ଜିଲ୍ଲା  
ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, aadan   16-Mar-2026
  ଜିଲ୍ଲା  
ସାମ୍ବାଦିକ ପବନ ଅଗ୍ରୱାଲ ସମ୍ମାନିତ   16-Mar-2026
  ଜିଲ୍ଲା  
କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ   16-Mar-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ,   16-Mar-2026
  ଜିଲ୍ଲା  
ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   16-Mar-2026
  ଜିଲ୍ଲା  
ମାର୍ଚ୍ଚ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ   16-Mar-2026
  ଜିଲ୍ଲା  
ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠାତା ଶିକ୍ଷକ ଓ କର୍ମଚାରୀ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ   16-Mar-2026
  ଜିଲ୍ଲା  
ବରପାଲି BEO ଅଫିସ୍‌ର ଆକାଉଣ୍ଟାଣ୍ଟ ଭିଜିଲାନ୍ସ_ଜାଲରେ,   16-Mar-2026

You Might Also Like