-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||     

HOME   ରାଜ୍ୟ

ଡେଙ୍ଗୁ ପାଇଁ ସତର୍କତା ଅବଲମ୍ବନ କରିବାକୁ ବିଏମସିର ପରାମର୍ଶ; ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ

23-Jul-2021



ଭୁବନେଶ୍ୱର(ଶୁଭାଶିଷ ନାୟକ): ବିଗତ କିଛି ଦିନ ଧରି ଭୁବନେଶ୍ୱରର କେତେକ ସ୍ଥାନରେ ଡେ଼ଙ୍ଗୁ ବ୍ୟାପିବା ଦେଖାଦେଇଛି । ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ଡେ଼ଙ୍ଗୁ ବ୍ୟାପିବାରେ ବାହକ ରୂପେ ରହିଥିବା ମଶା ସାଧାରଣତଃ ସ୍ଥିର ସଫା ପାଣିରେ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାନ୍ତି । ସମାଜରେ ସମସ୍ତ ବର୍ଗ ଏଥିପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ଏହା ମଧ୍ୟ ଏକ ସାମୁହିକ ଦାୟିତ୍ୱ । ତେଣୁ ସାମୂହିକ ଭାବେ ସମସ୍ତ ନାଗରିକ ନିଜ ନିଜ ସ୍ଥାନରେ ମଶା ଅଣ୍ଡା ଦେବା ଭଳି ପରିବେଶକୁ ନଷ୍ଟ କରିବା, ପାଣି ପାତ୍ର ବା ସ୍ଥିର ପାଣି ଇତ୍ୟାଦି ଜମିବାକୁ ନଦେବା ଜନିତ କାର୍ଯ୍ୟକ୍ରମ ଆପଣାନ୍ତୁ ବୋଲି ବିଏମ୍ସି କମିଶନର ସଞ୍ଜୟ ସିଂ କହିଛନ୍ତି ।
ଡେଙ୍ଗୁ ନ ବ୍ୟାପିବା ପାଇଁ ସର୍ବସାଧାରଣ ପାର୍କ ଯାହାକି କୋଭିଡ଼୍-୧୯ ପାଇଁ ବନ୍ଦ ରହିଛି; ପାର୍କ ଗୁଡ଼ିକରେ ଥିବା ବିଭିନ୍ନ ପାତ୍ର, ଡ଼ଷ୍ଟବିନ୍, ବସିବା ସ୍ଥାନ, ଛୋଟ ଖାଲ, ସିଟ ଖେଳ ସ୍ଥାନ, ପିଲାଙ୍କ ଖସଡ଼ା ଖେଳର ପଡ଼ିବା ସ୍ଥାନ ଇତ୍ୟାଦିକୁ ଭଲଭାବେ ନିରିଖି ସେଠାରେ ଯେପରି ପାଣି ଜମୁନାହିଁ ତାହା ନିଶ୍ଚିତ କରାଇବାକୁ ନିଦେ୍ର୍ଧଶ ଦିଆଯାଇଛି । ସମସ୍ତ ସରକାରୀ କାର୍ଯ୍ୟାଳୟର ମୁଖ୍ୟ ମାନେ ନିଜ ନିଜର କାର୍ଯ୍ୟାଳୟ ପ୍ରାଙ୍ଗଣରେ କୌଣସି ପ୍ରକାର ପାଣି ଜମି ରହୁନାହିଁ, ଛାତ ଉପର, ଝରକା ପାଖ ଇତ୍ୟାଦି ତନଖି ଦେଖିବା ସହିତ ତାହା ନିଶ୍ଚିତ କରାନ୍ତୁ । ଅନୁରୂପ ଭାବେ ସମସ୍ତ ଶିକ୍ଷାନୁଷ୍ଠାନ ନିଜ ନିଜ ଅନୁଷ୍ଠାନରେ କୌଣସି ପ୍ରକାର ପାଣି ଜମୁନାହିଁ ବୋଲି ନିଶ୍ଚିତ କରାନ୍ତୁ । ଏଥିପାଇଁ ନିଜ ଅନୁଷ୍ଠାନରେ ଜଣେ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଅନ୍ତୁ । ସମସ୍ତ ଘରୋଇ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀମାନେ ସରକାରୀ କାର୍ଯ୍ୟାଳୟ ଭଳି ସମାନ ନିୟମ ମାନି ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ।
କାରଖାନା ଏବଂ ଶିଳ୍ପାଞ୍ଚଳରେ ରୋଗର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ନିଜ ପ୍ରାଙ୍ଗଣର ସମସ୍ତ ସ୍ଥାନକୁ ଭଲଭାବେ ଦେଖିନିଅନ୍ତୁ । କୌଣସି ସ୍ଥାନରେ କିମ୍ବା ପାତ୍ରରେ ପାଣି ଜମି ରହୁଛି କି ନାହିଁ ତାହା ଦେଖି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ଏହି ଅଭ୍ୟାସ ନିୟମିତ •ଲୁ ରଖନ୍ତୁ । ଥାନା ଇତ୍ୟାଦି ଅଂଚଳରେ ଅନେକ ଗାଡ଼ି ସିଜ୍ ହୋଇ ପଡ଼ିରହିଥାଏ । ଏଗୁଡ଼ିକର ବିଭିନ୍ନ ଅଂଶରେ ପାଣି ଜମିବାର ସମ୍ଭାବନା ଅଧିକ ଯାହା ମଶା ଅଣ୍ଡା ଦେବା ପାଇଁ ସେମାନଙ୍କୁ ଆକୃଷ୍ଟ କରିଥାଏ । ଏଣୁ ସମ୍ପୃକ୍ତ ଭାରପ୍ରାପ୍ତ ଅଧିକାରୀ ଏ ଦିଗରେ ସତର୍କତା ଅବଲମ୍ବନ କରି ଏହିପରି କୌଣସି ସ୍ଥାନରେ ଯେପରି ପାଣି ଜମି ନରୁହେ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ।
ଏଥି ସହିତ ଗାଡ଼ି ସଜଡ଼ା ହେଉଥିବା ସ୍ଥାନ କିମ୍ବା ଗ୍ୟାରେଜ୍/ଟୁ୍ୟବ୍, ଟାୟାର୍ ମରାମତି ଇତ୍ୟାଦି ସ୍ଥାନରେ ବର୍ଷାପାଣି ଜମି ରହିବାର ଅନେକ ସମ୍ଭାବନା ରହିଛି । ଏହି କ୍ଷେତ୍ରରେ ରୋଗର ପ୍ରତିଷେଧକ ବ୍ୟବସ୍ଥା ଆପଣେଇବା ପାଇଁ ସମ୍ପୃକ୍ତ ମାଲିକ ମାନଙ୍କର ଗୁରୁ ଦାୟିତ୍ୱ ରହିଛି । ସେମାନେ ନିୟମିତ ପାଣି ଜମା ସ୍ଥାନର ଚିହ୍ନଟ କରି ସେଠାରେ କିପରି ପାଣି ଜମିବ ନାହିଁ ତାହାର ତୁରନ୍ତ ବ୍ୟବସ୍ଥା କରନ୍ତୁ । କେତେକ ସ୍ଥାନକୁ ଦରକାର ମୁତାବକ ଘୋଡ଼ାଇ ରଖନ୍ତୁ । ଆବାସିକ କଲ୍ୟାଣ ସଂଘମାନେ ନିଜ ନିଜ ଆବାସ ପ୍ରାଙ୍ଗଣରେ ପାଣି ଜମା ନହେବାପାଇଁ ସଂଘ ମାଧ୍ୟମରେ ନିୟମିତ ପଦକ୍ଷେପ ନିଅନ୍ତୁ ।

ଉକ୍ତ ସମସ୍ତ ଅନୁଷ୍ଠାନ କଡ଼ାକଡ଼ି ଭାବେ ଡେ଼ଙ୍ଗୁ ପ୍ରତିଷେଧକ ଅଭ୍ୟାସକୁ ନିଶ୍ଚିତ ଭାବେ ପାଳନ କରନ୍ତୁ । ବି ଏମ୍ ସି ର ଏନ୍ଫୋର୍ସମେଂଟ ଦଳ କୌଣସି ସମୟରେ ଆପଣଙ୍କ ସ୍ଥାନକୁ ଯାଇ ପ୍ରତିଷେଧାତ୍ମକ ବ୍ୟବସ୍ଥା କେତେଦୂର ପାଳନ କରାଯାଉଛି ତାହା ଦେଖିପାରନ୍ତି । ଯଦି କୌଣସି ସଂସ୍ଥା ଏହାର ଉଲ୍ଲଙ୍ଘନ କରିଥିବା ଦୃଷ୍ଟିକୁ ଆସେ ତେବେ ଆଇନ୍ ଅନୁଯାୟୀ ଜୋରିମାନା ଏବଂ ଆବଶ୍ୟକ ଦଣ୍ଡ ଲାଗୁ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026
  ଜିଲ୍ଲା  
ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   05-Oct-2026
  ଜିଲ୍ଲା  
ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026

You Might Also Like