-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
14-Jul-2021
ଝାରସୁଗୁଡ଼ା (ପ୍ରେରଣା ଖବର ବ୍ୟୁରୋ) : . ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜି ମଧ୍ୟ ରାତ୍ରୀ ଠାରୁ ଇନ୍ଷ୍ଟ୍ରୁମେଂଟାଲ ଲେଣ୍ଡିଙ୍ଗ ସିଷ୍ଟମ (ଆଇଏଲଏସ)ର କାର୍ଯ୍ୟକ୍ଷମ ହେବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଆଇଏଲଏସ କାର୍ଯ୍ୟକ୍ଷମପରେ କୁହୁଡି, ବର୍ଷା ପ୍ରତିକୂଳ ପାଗରେ ମଧ୍ୟ ବିମାନ ବନ୍ଦରରେ ବିମାନ ଅବତରଣ ଓ ଉଡାଣ କରିପାରିବ ବୋଲି ସୂଚନା ମିଳିଛି ।