-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
10-Oct-2026
ଟିଟିଲାଗଡ - ତିନି ମାସରୁ ଉର୍ଦ୍ଧ ସମୟ ବିତି ସାରିଥିଲେ ହେଁ ଆଜି ବି ସପ୍ଲାଏ ପାଣି ଯୋଗାଣ କରି ପାରୁନି ବିଭାଗ। ପ୍ରସାଶନ କରୁଛି କଣ ? ତିନି ମାସ ବିନା ପିଇବା ପାଣିରେ କେତେ ଅସୁବିଧାରେ ରହୁଛନ୍ତି ଗ୍ରାମବାସୀ କିଏ ଚିନ୍ତା କରିଛି କି ? ଆର
ଡବଲୁଏସଏସର ଅଧିକାରୀ ବୃନ୍ଦାବନ ମେହେରଙ୍କୁ ବାରମ୍ବାର ଫୋନ କରି ଥକି ଗଲେଣି ଗ୍ରାମବାସୀ। ଆଜି କାଲି ଆଜି କାଲି କାହିଁ ତିନି ମାସ ବିତିଗଲାଣି ହେଲେ ଜଳ ଯୋଗାଣ ହୋଇ ପାରିନି। ସିଲୁଆଁ ଗ୍ରାମବାସୀ ହିଁ ଜାଣନ୍ତି କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଲୋକଙ୍କ ସରକାର ବୋଲାଉଥିବା ମୋହନ ମାଝୀଙ୍କ ସରକାରଙ୍କ ଶାସନ କାଳରେ ଏପରି ଅବ୍ୟବସ୍ଥା କିଏ କରୁଛି ? କାହାକୁ ଆଉ ଗୁହାରି କରିବେ ଗ୍ରାମବାସୀ ? ପିଇବା ପାଣି ଯୋଗାଣର ସମାଧାନ ଆଉ କେବେ ହେବ ? ବିଭାଗ ନ ଶୁଣିବାରୁ ଗ୍ରାମବାସୀ ନିଜେ ଆଜି ବିଦ୍ୟୁତ ସଂଯୋଗ କରି ତାଙ୍କର ନିଜର ପ୍ରୟାସ କରିବା ଆରମ୍ଭ କରିଥିବା ଭିଡିଓ ସେହି ଗ୍ରାମର ହରେକୃଷ୍ଣ ରଣା ନିଜର ଫେସବୁକ ପେଜରେ ଭିଡିଓ ଛାଡ଼ିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ବି ପିଇବା ପାଣି ପାଇ ନାହାନ୍ତି ଗ୍ରାମବାସୀ। ଲୋକଙ୍କ ସରକାର ବୋଲାଉଥିବା ମୋହନ ମାଝୀଙ୍କ ସରକାରରେ ତିନି ମାସ ହେଲା ମିଳୁନି ପିଇବା ପାଣି ?