-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||     

HOME   ଜିଲ୍ଲା

ବେଆଇନ ଭାବେ ଘରୋଇ ସ୍କୁଲ ର ଶିକ୍ଷା ବ୍ୟବସାୟ, ଫିସ ପ୍ରତ୍ୟାହାର ନ ହେଲେ ତୀଵ୍ର ଆନ୍ଦୋଳନ କରିବ ଅଭିଭାବକ ସଂଘ ,ଜିଲ୍ଲା ପ୍ରଶାସନ ଅଭିଯୋଗ ସତ୍ୱେ ନୀରବ, ରହସ୍ୟ କଣ ?

09-Jul-2021



ଟିଟିଲାଗଡ,(ପ୍ରେରଣା ଖବର) : ସରକାରୀ ଭାବେ  କୋଭିଡ-୧୯ ନିୟମର ଉଲ୍ଲଙ୍ଘନ ସହ ଭାରତୀୟ ସୁପ୍ରିମକୋର୍ଟ ଦ୍ୱାରା ପ୍ରଦତ୍ତ ଆଇନର  ଖିଲାପ କରି ବେସରକାରୀ ଶିକ୍ଷା ଅନୁଷ୍ଠାନର ଖୋଲାଖୋଲି ବେଆଇନ ଅର୍ଥ ଆଦାୟ ପାଇଁ ବ୍ଲାକ ମ୍ୟାଲିଂ କରିବା ଓ  ନିରୁପାୟ ହୋଇ ଅଭିବାବକ ଦାବୀ ମୁତାବକ ଟଙ୍କା ପୈଠ କରିବାକୁ ବାଧ୍ୟ ହେଉଛନ୍ତି । ବାରମ୍ବାର ଏ ନେଇ

ଆବେଦନ,ନିବେଦନ କରି ସୁଦ୍ଧା ଜିଲ୍ଲା ପ୍ରଶାସନ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି ପଦକ୍ଷେପ ନ ନେବା ନେଇ ଅଭିଭାବକ ମହଲରେ ତୀଵ୍ର ଅସନ୍ତୋଷ ବୃଦ୍ଧି ପାଇଛି,ଶେଷରେ ବାଧ୍ୟ ହୋଇ ଆନ୍ଦୋଳନ କରି ତୀଵ୍ର ବିରୋଧ କରିବା ପରି ନିଷ୍ପତ୍ତି ନେଇଛି ଟିଟିଲାଗଡ ଅଭିଭାବକ ସଂଘ । ପ୍ରକାଶ ଯେ, କୋଭିଡ-୧୯ ନିୟମ ଅନୁଯାୟୀ ବିଦ୍ୟାଳୟ ବନ୍ଦ ରହିବା ସତ୍ୱେ ଛାତ୍ର, ଛାତ୍ରୀ ଙ୍କୁ ସେନିଟାଇଜ ସହ ନା ନା ଆଳରେ ଏକ ଲମ୍ବା ଚିଠା ପ୍ରସ୍ତୁତ କରି ଦେଇ ଟଙ୍କା ଆଦାୟ କରାଯାଉଥିବା ବେଳେ ଅଭିବାବକ ବାଧ୍ୟତାମୂଳକ ଭାବେ ନିଜ ଶିଶୁର ଭବିଷ୍ୟତ ବିପନ୍ନ ନ ହେଉ ବୋଲି ଅନିଚ୍ଛା ସତ୍ୱେ ଶୋଷଣର ଶିକାର ହେଉଛନ୍ତି । ଟିଟିଲାଗଡ ଓମ ଭ୍ୟାଲି ଓ ପ୍ରଭାବତି ପବ୍ଲିକ ସ୍କୁଲ ରେ ଏପରି ଅର୍ଥ ଶୋଷଣ ମନୋବୃତି ନେଇ ବିଗତ ଦିନରେ ଅଭିବାବକ ବିରୋଧ ସହ ସରକାରୀ ଆଇନ  ଅନୁଯାୟୀ ଏହାର ବିରୋଧ କରି ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଉପଖଣ୍ଡ ଶିକ୍ଷା ଅଧିକାରୀ ଓ ସମସ୍ତ ଉଚ୍ଚ ବିଭାଗୀୟ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ହେଲେ ଉକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଜିଦରେ ଅଟଳ ରହି ଗତ ୫ତାରିଖରେ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ତରଫରୁ ଫିସ ପୈଠ ସହ ୧୫ ଦିନ ବିଚାର ପାଇଁ ସମୟ ମାଗି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଖାତା ନେବାକୁ ଚାପ ପ୍ରୟୋଗ ସହ ନାମ ବିଦ୍ୟାଳୟରୁ କଟିଯିବା  ଭୟ ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ କରିବା କହି ଏକ ପ୍ରକାର ବ୍ଲାକ ମ୍ୟାଲିଂ କରିବାରୁ ବାଧ୍ୟ ହୋଇ ସମସ୍ତ ଦାବୀ ମୁତାବକ ଦେୟ ଆଦାୟ କରାଯାଉଥିବା ନେଇ ଅଭିବାବକ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, କୋଭିଡ ୧୯ ର ୨୦୨୦-୨୦୨୧ ରେ କରୋନା ଅକ୍ରାନ୍ତଙ୍କୁ ବିଦ୍ୟାଳୟ ରେ ରଖିବା ଓ ବିଦ୍ୟାଳୟ ଗାଡି ବ୍ୟବହାର ହୋଇଥିବା ସମସ୍ତ ଖର୍ଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଲ,ଭାଉଚର କରି ସରକାରୀ ଅର୍ଥ ଆଦାୟ କରାଯାଉଥିବା ବେଳେ ଉକ୍ତ ୨୦୨୦ ବର୍ଷ ର ସମ୍ପୂର୍ଣ୍ଣ ଦେୟ ନେଇଛନ୍ତି ଯାହାକି ସମ୍ପୂର୍ଣ୍ଣ ବେଆଇନ । କୋଭିଡ-୧୯ ନିମନ୍ତେ ଆଇସୋଲେସନ ୱାର୍ଡ ରୂପେ ବିଦ୍ୟାଳୟ ଯଦି ବ୍ୟବହୃତ ହୋଇଛି ତେବେ ଛାତ୍ର, ଛାତ୍ରୀ ବିଦ୍ୟାଳୟ ରେ ନ ରହି କିପରି ଉପସ୍ଥାନ ଦର୍ଶାଇ ଅର୍ଥ ନିଆଗଲା ତଦନ୍ତ ସାପେକ୍ଷ ।  ସେହିପରି ୨୦୨୧ ମସିହାରେ ଉକ୍ତ ବର୍ଷ ପରି ଟଙ୍କା ପୈଠ କରିବା କୁ ବାଧ୍ୟ କରିଥିବା ନେଇ ବିଭାଗୀୟ ଅଧିକାରୀ ସବୁ ଜାଣି ନିରବ ଦ୍ରଷ୍ଟା ସାଯିବା ସହ ସଲା,ସୁତୁରା ନୀତି କରିଦେଇଥିବା ଯୋଗୁଁ ଜିଲ୍ଲା ତଥା ଉପଖଣ୍ଡ ଶିକ୍ଷା ଅଧିକାରୀ କୌଣସି ପ୍ରକାର ପଦକ୍ଷେପ ନେଇ ନ ଥିବା ସ୍ପଷ୍ଟ ଅନୁମେୟ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି । ଏପରିକି  ଦୁଇଟି ବିଦ୍ୟାଳୟ ର ଏପରି ଖୋଲା, ଖୋଲି ଫିସ ବା ଦେୟ ପ୍ରତ୍ୟାହାର ବଦଳ ରେ ଟ୍ରଷ୍ଟ ଆଇନ ର ଉଲ୍ଲଙ୍ଘନ କରି ଉକ୍ତ ପ୍ରଭାବତି ପବ୍ଲିକ ସ୍କୁଲ ଯାହା କି ଶ୍ରୀ ଦାଦୀଜି ମନ୍ଦିର ଟ୍ରଷ୍ଟ ଦ୍ୱାରା ପରିଚାଳିତ ତାହାର ଉଲଂଘନ କରିଥିବା ଓ ବିଦ୍ୟାଳୟ ଉଚ୍ଚ ଅଧିକାରୀ ଙ୍କୁ ନା ନା ଆଳରେ ଯୋଗାଯୋଗ କରାଇ ନ ଦେବା ଅଭିଯୋଗ ହୋଇଛି । 

ଟିଟିଲାଗଡ଼ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଅନେକ ସରକାରୀ ତଥା ଘରୋଇ ବିଦ୍ୟାଳୟ ରହିଛି।ତେବେ ଏହି ମହାମାରୀ ସମୟରେ ମଧ୍ୟ ଶିକ୍ଷାକୁ ନେଇ ବ୍ୟବସାୟ କରିବାକୁ ପଛାଉ ନାହାନ୍ତି ଏହି ଘରୋଇ ସ୍କୁଲ ।  ପ୍ରଥମେ ଓମଭ୍ୟାଲି ଓ ପରେ ପ୍ରଭାବତି ସ୍କୁଲରୁ ମଧ୍ୟ ଅଭିଭାବକଙ୍କୁ ଶୋଷଣ ଅଭିଯୋଗ ନେଇ ବିଭାଗୀୟ ଅଧିକାରୀ ନୀରବ ରହିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଇଛି । ବ୍ୟବସାୟର ମାଧ୍ୟମ ବନେଇଥିବା ଏହି ସ୍କୁଲ ମାନଙ୍କର ମନମୁଖୀ ଓ ଅର୍ଥ ଶୋଷଣ  ଯୋଗୁଁ ଅଭିବାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।  ଏହାର ସମାଧାନ ପାଇଁ ଅଭିବାବକ ସ୍କୁଲ କର୍ତ୍ତୃପକ୍ଷ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବଲାଙ୍ଗୀର ଜିଲ୍ଲାପାଳ,ଟିଟିଲାଗଡ ଉପଜିଲ୍ଲାପାଳ ଓ ଗଣ ଶିକ୍ଷା ମନ୍ତ୍ରୀ,ମୁଖ୍ୟ ଶାସନ ସଚିବ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରାଯାଇଛି । ପୂର୍ବରୁ ଅନେକ ଥର ଲିଖିତ ଅଭିଯୋଗ ସତ୍ୱେ ବିଭାଗୀୟ ଅଧିକାରୀ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରି ଥିବା ବେଳେ ଶେଷ ଥର ପାଇଁ ପୁନଃ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରାଯାଇ ଯଥାଶୀଘ୍ର ସବିଶେଷ ତଦନ୍ତ ସହ ତୁରନ୍ତ ଗତ ୨୦୨୦ ଓ ଚଳିତ ୨୦୨୧ ବର୍ଷ ର ଫିସ ଟ୍ରଷ୍ଟ ନିୟମ ଅନୁଯାୟୀ ପ୍ରତ୍ୟାହାର କରାଯାଉ ବୋଲି ଦାବୀ କରାଯାଇଛି,ନଚେତ ଆଗାମୀ ଦିନରେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ଓ ଏଥି ପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଉଲ୍ଲେଖ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026

You Might Also Like