-+91-9937148622 |

prerana_bgr@rediffmail.com |

  Thursday 15th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି ପ୍ରେସକ୍ଲବର ପ୍ରଥମ ବାର୍ଷିକ ଉତ୍ସବ ରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

08-Jul-2021



କଂଟାବାଞ୍ଜି (ଆନନ୍ଦ କୁମାର ମୋଟେ) : କଣ୍ଟାବାଞ୍ଜି ପ୍ରେସକ୍ଲବର ପ୍ରଥମ ବାର୍ଷିକ ଉତ୍ସବ ପ୍ରେସ୍‌କୁବ୍ କାର୍ଯ୍ୟାଳୟ ପରିସରରେ ବୁଧବାର ପାଳିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି, କଂଟାବାଞ୍ଜ ବିଧାୟକ ସଂନ୍ତୋଷ ସିଂ ସାଲୁଜା, ପୂର୍ବ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରେସ କ୍ଳବ ସଭାପତି ପ୍ରଭଜିତ ସିଂ ସାଲୁଜା, ସଂପାଦକ ତଥା ସମ୍ବାଦ ପ୍ରତିନିଧି ପୁଷ୍ପକେତୁ ବେହେରା ମଧ୍ୟ ମଂଚାସୀନ ଥିଲେ। କାର୍ଯ୍ୟକ୍ରମକୁ ପ୍ରେସ୍‌କ୍ଲବ୍ ଉପସଭାପତି ମନୋଜ ଶର୍ମା ପରିଚାଳନା କରିଥିଲେ କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂପାଦକ ବେହେରା ବାର୍ଷିକ ବୀବରଣୀ ପାଠ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା କ୍ଲବର ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ପରେ କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଥିଲା।
କରୋନା କାଳରେ ଲୋକଙ୍କୁ ଅକ୍ସିଜେନ ସେବା ଯୋଗାଇଥିବା ସହରର ଅନେକ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀମତୀ ସିଂହଦେଓ କରୋନା ସମୟରେ ପ୍ରେସ୍‌କ୍ଲବ ଅନେକ ସେବା ଲୋକଙ୍କୁ ଯୋଗାଇଥିବାରୁ ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇ ତାଙ୍କ ତରଫରୁ ଯାହା ସମ୍ଭବ ସହଯୋଗ କରିବେ । ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ବିଧାୟକ ଶ୍ରୀ ସାଲୁଜା ମଧ୍ୟ ପ୍ରେସ୍‌କ୍ଲବ କାର୍ଯ୍ୟକୁ ପ୍ରଶଂସା କରିଥିଲେ। 
କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ଉପସଭାପତି ରଶ୍ମିରଞ୍ଜନ ପୁଟେଲ, ସହସଂପାଦକ ଦୀପକ ଯାଦବ, ଅନିଲ ତ୍ରିପାଠୀ, କୋଷାଧ୍ୟକ୍ଷ କନବଳଜିତ ସିଂ ମଖିଜା, ପରାମର୍ଶଦାତା ଆଶିଷ ଶୈତାନ, ଦୁର୍ଗାପ୍ରସାଦ ଗୁପ୍ତା, ଅଶୋକ ଖମାରୀ, ଆଇନ ପରାମର୍ଶଦାତା ବିବେକ ଶର୍ମା, ବରିଷ୍ଠ ସଦସ୍ୟ ଆନନ୍ଦ ମୋଟେ, କାର୍ଯ୍ୟକାରୀ ସଦସ୍ୟ ସୁଶାନ୍ତ ବେହେରା, ଜଗମୋହନ ତାଣ୍ଡି, ବିଶିକେସନ ମାଝୀ, ରୋହନ ମହତ,ବିକାଶ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।
ପ୍ରେସ କ୍ଲବ କଂଟାବାଞ୍ଜିର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ  ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ପ୍ରେସ୍‌କ୍ଲବ୍ ଓ ‘ସମ୍ବାଦ- ଆମ ଓଡ଼ିଶା ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ ସଙ୍ଗୀତ ସିଂହଦେଓ, ସମ୍ମାନିତ ଅତିଥି ସାଲୁଜା, ପୂର୍ବ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଉଦ୍‌ଘାଟନ କରିଥିଲେ ପ୍ରେସ୍‌କ୍ଲବ୍, ‘ସମ୍ବାଦ ଆମ ଓଡ଼ିଶା’ ଏବଂ ଟ୍ରକ୍ ୟୁନିଅନ ସଦସ୍ୟ ସହଯୋଗ କରିଥିଲେ। ଶିବିରରେ ମୋଟ ୧୧୧ ଜଣ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ। 
ସେହି ରକ୍ତଦାତା ଜୀବନଦାତାମାନେ ହେଲେ ଦୁର୍ଗା ପ୍ରସାଦ ଗୁପ୍ତା, କନବଲଜିତ ସିଂହ ମଖିଜା, ଧୋବା ପଟେଲ, କହ୍ନେଇ ଚନ୍ଦନ, ଆଜାଦ ବଂସଲ, ପ୍ରେମରାଏ ଦାସ, ତୁଲସୀ ବାଗ, ମହେଶ ବାଗ, ସୋନୁ ବନଛୋର, ମହେଶ ବନଛୋର, ରମନ ଦାସ, ଡୋଳାମଣି ବନଛୋର, ନୀଲମ ଜୈନ, ଇକୁ ବେହେରା, ଚିତ୍ର ବେହେରା, ଓମ ବେହେରା, ସୁଶାନ୍ତ ପୁଟେଲ, କେଦରାଜ ବାଗ, ବିବେକ ଶର୍ମା, ସ୍ଵରୂପ ହାତି, ହୀରାଧର ରଣା, ରମାକାନ୍ତ ବନଛୋର, ପ୍ରତାପ ବନଛୋର, ଚମ୍ପେ ଭାଟି, ଜଳନ୍ଧର ଦାସ, ବିଶିକେଶନ ବାଗ, ସଂଗ୍ରାମ ତ୍ରିପାଠୀ, ସନ୍ତୋଷ ଖୁରା, ପଣ୍ଡିତ ମାଝୀ, ବିଷମ ସମରଥ, ବିଜୟ କୁମାର, ଅମିତ ଜୁଏଡ଼, ବୀରେନ୍ଦ୍ର କୁଅଁର, ବାଲଗୋପାଳ ଜୈନ, ଗନଥ ପୁଟେଲ, କଶରୁ ମଲ୍ଲିକ, ମନୋହର ସମରଥ, ଝସିଲନ ଦାସ, ଗଙ୍ଗାଧର ପୁଟେଲ, ଅଙ୍କୁର ଜିନ୍ଦାଲ, ରମାକାନ୍ତ ଧରୁଆ, ହରି ତାଣ୍ଡି, ତ୍ରିନାଥ ମଲ୍ଲିକ, ପ୍ରମୋଦ ମଲ୍ଲିକ, ଦୟାନିଧି ଛତ୍ରିଆ, ସୁଜିତ ପୁଞ୍ଜି, ଗୌତମ ଧରୁଆ, ସୁଧର୍ମ ପୁଟେଲ, କୁଳମଣି ପୁଟେଲ, ତ୍ରିଲୋଚନ ଠେଲା, ନିପେଶ ପୁଟେଲ, ଯଶୋବନ୍ତ ପୁଟେଲ, କୁମର ରଣା, ଯଶୋବନ୍ତ ଦାସ, ପ୍ରଦ୍ୟୁମ୍ନ ଭୋଇ, ଲାଲଗୋପାଳ ଭୋଇ, ଲୋକେଶ୍ଵର ଭୋଇ, ରୁଶମନ ମଲ୍ଲିକ, ନଚିକେତ ଚୌହାନ, ହେମରାଜ ମୁଗ୍ରି, ଜ୍ଞାନେଶ ଶୁକ୍ଳା, ଧନଞ୍ଜୟ ସରାଫ, ଦୀପକ ଠାକୁର, ରଜତ ମିଶ୍ର, ଭାଗବ ଅଗ୍ରୱାଲ, ରଂଜନ ମହାନ୍ତି, ରଶ୍ମି ଅଗ୍ରୱାଲ, ବୁଠି ଦାସ, ସାମିର ଖାନ, ବର୍ଷା ମିଶ୍ର, ଅଭିନାଶ ଖର୍ସେଲ, ଜୟପ୍ରକାଶ ବାଗ, ଜୟମିତ୍ର ଛତ୍ରିଆ, ତୁଲେଶ୍ଵର ସାହୁ, ରାଜୁ ଅଗ୍ରଓ୍ବାଲ, ରମେଶ ଅଗ୍ରଓ୍ବାଲ, ଅମିୟ ରଂଜନ ସାହୁ, ଗୋବିନ୍ଦ ଭୋଇ, ରୋହିତ ବଗଣ୍ଠି, ପୀତବାସ ବାଗ, ବିକାଶ ଶର୍ମା, କୁନୁ ଛତ୍ରିଆ, ଧ୍ରୁବ ଅଗ୍ରଓ୍ବାଲ, ରମେଶ ସାହୁ, ଜୟ ଚନ୍ଦନ, ବବଲୁ ବନଛୋର, କଲିମ ପାସା, ଦୁଷମନ୍ତ ରଣା, ବଂଟି ବାଗ, କୁଲଦୀପ ମେହେର, ରମେଶ ମାଝୀ, କୌଶଳ କୁମାର, ଟିକଚନ ମଲ୍ଲିକ, ପ୍ରବୀଣ ସାହୁ, ସୂତ୍ରି ମଲ୍ଲିକ, ଚିରାଗ ସୋନୀ, ଶ୍ରବଣ ବେହେରା, ଖିତରତ ସିଂ ଠାକୁର, ନୀଳକଣ୍ଠ ପୁଟେଲ, ଅଭିରାମ ନାଗ, ରିଙ୍କୁ ନାଗ, ରାଜା ବନଛୋର, କିଶୋର ବେହେରା, ପ୍ରେମ ମିଶ୍ର, ରାଜପାଳ ସିଂହ, ନବୀନ ଦୀପ, ବିଜୟ କ୍ଷେତ୍ରି, ବାବୁଲାଲ କ୍ଷେତ୍ରି, ବିଦ୍ୟା ବାଗ, ଆକାଶ ବାଗ, ଅରବିନ୍ଦ ସିଂହ ସାଲୁଜା।ଏହି ଶିବିରକୁ ସଫଳ କରିବାରେ ଅନୁଷ୍ଠାନ ରିଶୁ ସିଂ ସାଲୁଜା, ଆନନ୍ଦ ମୋଟେ, ସିଙ୍କି ସିଂ ସାଲୁଜା, କଂଟାବାଞ୍ଜି ‘ସମ୍ବାଦ’ ଏଜେଣ୍ଟ ଦୁର୍ଗାପ୍ରସାଦ ଗୁପ୍ତା, ଆଶିଷ ଖୈତାନ ବିଶେଷ ଭୂମିକା ଗ୍ରହଣ କରିଥିଲେ। କଂଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତଭଣ୍ଡାରରୁ ଡା. ଏସ୍‌ପିଡି ପଣ୍ଡା, ଡା. ଏମ. ଶ୍ରଦ୍ଧାଞ୍ଜଳୀ, ରାଜେନ୍ଦ୍ର ସାହୁ, ତାପସ ରଂଜନ ସାହୁ, ସୁନିତା ଭୋଇ, କୁନାଲ ଦାସ, ଶିବ ସାହୁ, ଦୁର୍ଗା ତାଣ୍ଡି, ପ୍ରଶାନ୍ତ ସାହୁ, ଗୁରୁବାରୁ ରଣା, କିଶୋର ଚନ୍ଦ୍ର ପଣ୍ଡା ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026
  ଜିଲ୍ଲା  
ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   14-Oct-2026
  ଜିଲ୍ଲା  
*ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   14-Oct-2026
  ଜିଲ୍ଲା  
୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ   14-Oct-2026
  ଜିଲ୍ଲା  
ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   14-Oct-2026
  ଜିଲ୍ଲା  
ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    14-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   14-Oct-2026
  ଜିଲ୍ଲା  
*ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   14-Oct-2026
  ଜିଲ୍ଲା  
ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   14-Oct-2026
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026

You Might Also Like