-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
04-Jul-2021
ବୀରମହାରାଜପୁର,ମୁର୍ଷୁଣ୍ଢି(ଆର୍ତ୍ତତ୍ରାଣ ଖୁର୍ଡିଆ): ବଲାଙ୍ଗିର ଜିଲ୍ଲା 'ତେଜସ୍ୱିନୀ‐ସମାଜର ସ୍ୱର' ତରଫରୁ ଜୁଲାଇ ୧ତାରିଖରେ ଆୟୋଜିତ ହୋଇଥିବା ସାଧାରଣ ଜ୍ଞାନ ପରୀକ୍ଷାରେ ସମସ୍ତ ସଠିକ ପ୍ରଶ୍ନର ଉତ୍ତର ଦେଇଥିବା କାରଣରୁ ଆଜି ସକାଳୁ ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ମୁର୍ଷୁଣ୍ଢି ପଞ୍ଚାୟତ ବଙ୍କିଆ ଗ୍ରାମର ଶ୍ରୀଯୁକ୍ତ ଧୃବଚରଣ ଖୁର୍ଡିଆଓଶ୍ରୀମତୀ ସୌଦାମିନୀ ଖୁର୍ଡିଆଙ୍କ ସୁପୁତ୍ର ଯୁକ୍ତ ଦୁଇ ଅଧ୍ଯୟନଋତ ଛାତ୍ର ଆଶୁତୋଷ ଖୁର୍ଡିଆଙ୍କ(ତୃତୀୟ ସ୍ଥାନ) ପାଇଥିବା ଘୋଷଣା କରି,ମାନପତ୍ର ଦେଇ ସମ୍ମାନିତ କରିଛନ୍ତି ତେଜସ୍ୱିନୀର ସଂପାଦିକା ଲିଲି ପଟେଲ।ତେଜସ୍ୱିନୀର ଏହି ସାମାଜିକ ଓ ଶିକ୍ଷାଗତ କାର୍ଯ୍ଯକ୍ରମକୁ ସବୁମହଲରେ ଆଦର ଓପ୍ରଶଂସା କରାଯାଇଛି।