-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
30-Jun-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ଉଦେପଦର ଅଙ୍ଗନୱାଡି କେନ୍ଦ୍ରରୁ ଏକ ନାଗ ସାପକୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଆଜି ସକାଲୁ ଅଙ୍ଗନୱାଡି କର୍ମୀ ମୈଥଲୀ ପାଣିଗ୍ରାହୀ କେନ୍ଦ୍ରକୁ ଛତୁଆ ବଂଟନ ପାଇଁ ଯାଇଥିଲେ । ହେଲେ କେନ୍ଦ୍ର ଭୀତରେ ଏକ ୪ଫୁଟର ନାଗ ସାପ ଥିବା ଦେଖିଥିଲେ । ଗ୍ରାମର ଜଣେ ସାପ ଧରାଲିଙ୍କ ସହାୟତାରେ ସାପକୁ ଉଦ୍ଧାର କରାଯାଇଥିଲା ।