-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||     

HOME   ଜିଲ୍ଲା

ସଦାଇ ପାଲି ତେଲିବନ୍ଧ ପୁନଃରୁଦ୍ଧାର ରେ ଲାଗିଥିବା ମେସିନ ମାଲିକ ପାଇନାହାନ୍ତି ପାଉଣା

27-Jun-2021



ବଲାଙ୍ଗୀର(ପ୍ରେରଣା ଖବର) - ଏବେ ସଦାଇ ପାଲି ପଞ୍ଚାୟତ ଚର୍ଚ୍ଚାରେ । ବଡ଼ ବଡିଆ ଏବଂ ବୁଦ୍ଧିଜୀବୀ ଏହି ଗ୍ରାମରେ ବସବାସ କରୁଥିବା ବେଳେ ଜୀବନ ଜୀବିକା ପାଇଁ ସଙ୍ଘର୍ଷ କରୁଥିବା ଖଟିଖିଆ , ମୂଲିଆ, ଗରିବ ଶ୍ରେଣୀ ର ଲୋକେ ପଞ୍ଚାୟତ ର କାର୍ଯ୍ୟକଳାପ ଯୋଗୁ ସୋଷିତ ହେଉଥିବା ଦେଖିବାକୁ ମିଳିଛି । ସରକାରୀ ଯୋଜନା ର ଦୁରୁପଯୋଗ ,ତଥା ମନୋମୁଖୀ କାର୍ଯ୍ୟକଳାପ ଯୋଗୁ ପଞ୍ଚାୟତ ବାସି ଅନେକ ଯୋଜନାରୁ ବଞ୍ଚିତ ହେଉଥିବା ପରିଲକ୍ଷିତ ହୁଏ । ୪ ବର୍ଷ ପୂର୍ବେ MNREGA ରେ ସଦାଇପାଲି ଗ୍ରାମର ତେଳିବନ୍ଧ ପୁନଃରୁଦ୍ଧାର ପାଇଁ ୧,୬୦,୦୦୦ ଟଙ୍କା ମଞ୍ଜୁର ହୋଇଥିବା ବେଳେ ମାତ୍ର ୮୦,୦୦୦ ଟଙ୍କା ମିଳିଲା କହି ବର୍ତମାନ ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ହୋଇଥିବା ମେସିନ ମାଲିକ ଙ୍କୁ ତାଙ୍କ ପାଉଣା ଦେଇ ନ ଥିବା ମେସିନ  ମାଲିକ ପ୍ରକାଶ କରିଥିଲେ । ତେଳିବନ୍ଧ ର ଜଳ ନିଷ୍କାସନ  ପାଇଁ ତିନି ଗୋଟି ପମ୍ପ ଲାଗିଥିଲା । ଗ୍ରାମର ଯୁବକ ସୁଧାକର ନାଏକ ଏହି ତିନି ଗୋଟି ପମ୍ପ ଲଗାଇଥିଲେ । ଘଣ୍ଟାକୁ ୧୦୦ ଟଙ୍କା ହିସାବରେ ୨୦ ଘଣ୍ଟାକୁ ୬୦୦୦ ଟଙ୍କା  ପାଇବା ପାଇଁ ହକଦାର ଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ମେସିନ ର ଟଙ୍କା ନ ପାଇ ପଞ୍ଚାୟତ ଦଉଡି ଦଉଡି ନୟାନ୍ତ ହୋଇସାରିଲାଣି । ଚର୍ଚ୍ଚା ହୁଏ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଯେ ସି ବି ମାଲିକ କୁଆଡେ ୮୦,୦୦୦ ଟଙ୍କା ମେସିନ ବାବଦକୁ ପାଇ ନାହାନ୍ତି । ତେବେ MNREGA କାର୍ଯ୍ୟରେ ଲେବର ଦ୍ଵାରା କାମ କରାଇବା ବଦଳରେ ମେସିନ ଲାଗିଲା କିପରି ତଦନ୍ତ ସାପେକ୍ଷ୍ୟ । କାମ ନ ପାଇ ପ୍ରତିବର୍ଷ ବଲାଙ୍ଗୀର ଜିଲ୍ଲାରୁ ହଜାର ହଜାର କୁଶଳୀ ଶ୍ରମିକ ବାହାର ରାଜ୍ୟ କୁ ପେଟ ପାଇଁ କାମ କରିବାକୁ ଯାଇ ଧନ, ଜୀବନ ଏବଂ ଯୌବନ ହଜାଇ ହରାଇ ଆସିଥାନ୍ତି । ପଞ୍ଚାୟତ ର ଏଭଳି ବ୍ୟବସ୍ଥା ଯୋଗୁ ଲୋକଙ୍କ ବିଶ୍ୱାସ ସରକାର ଉପରୁ ଉଠି ଯାଉଛି । ଏ ଦିଗରେ ଜିଲ୍ଲାରେ ଥିବା ରାଜନେତା ମାନେ ସଜାଗ ହେଲେ ଜିଲ୍ଲାରୁ ଦୁର୍ନୀତି କିଛିମାତ୍ରାରେ କମିବ । ଉପରୋକ୍ତ ତେଲିବନ୍ଦ୍ ଦୁର୍ନୀତି କୁ ବିରୋଧ କରି ପଞ୍ଚାୟତ ର ୩ ଜଣ ୱାର୍ଡ ମେମ୍ବର ସେ ସମୟରେ  ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରିଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଅଭିଯୋଗକାରୀ ମାନେ ପ୍ରକାଶ କରିଛନ୍ତି । ଯୁବକ ମାନେ ବର୍ତମାନ ପରିସ୍ଥିତି ରେ ଜୀବନ ଜୀବିକା ପାଇଁ ସଙ୍ଘର୍ଷ କରୁଥିବା ବେଳେ ସେମାନଙ୍କ ପାଉଣା କୁ ମଧ୍ୟ ହଡ଼ପ କରୁଥିବା ଲଜ୍ଜ୍ୟା ର ବିଷୟ । ଇତି ମଧ୍ୟରେ ଗତ ଜାନୁଆରୀ ମାସରେ ହିତାଧିକାରୀ ଙ୍କ ଭତ୍ତା ଦେଇ ନ ଥିବା ଅଭିଯୋଗ ପରେ ମେ ମାସରେ ହିତାଧିକାରୀ ମାନଙ୍କୁ ବାଧ୍ୟ ହୋଇ ଭତ୍ତା ଫେରାଇ ଥିଲେ । ତେବେ କେଉଁ କାରଣରୁ ମାସାଧିକାଳ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଭତ୍ତା କୁ ନ ଦେଇ ରଖିଲେ ଏବଂ ଗଣମାଧ୍ୟମ ରେ ଖବର ପ୍ରକାଶିତ ପରେ ଦେଲେ । ଏହା କଣ ବେନିୟମ ନୁହେଁ କି ? ଯଦି ବେନିୟମ ତେବେ ଭତ୍ତା ଟଙ୍କା କୁ ଗିଳିବା ପାଇଁ ଆଁ କରି ରହିଥିବା ଅଭିଯୁକ୍ତ ଙ୍କ ଉପରେ ବର୍ତମାନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ କାହିଁକି ବୋଲି ସବୁଠାରେ ଚର୍ଚ୍ଚା ହୁଏ । ତେବେ ଏହି କାର୍ଯ କୁଆଡେ ସରପଞ୍ଚ କରୁଥିଲେ । ଏଣୁ ମେସିନ ମାଲିକ ମାନେ ତାଙ୍କ ପାଉଣା କିଭଳି ପାଇବେ ସରପଞ୍ଚ ଦୃଷ୍ଟି ଦେବେ । ନଚେତ୍ ଆଗାମୀ ଦିନରେ ପଞ୍ଚାୟତ ରେ ଚାଲିଥିବା ଅନେକ ଦୁର୍ନୀତି ର ପୋଲ ଖୋଲିବ ପ୍ରେରଣା ।ମାନ୍ୟବର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସଦାଇପାଲି କୁ ଆସି ସମସ୍ତ କାର୍ଯ ତଦାରଖ କରିଥିବାରୁ ଗ୍ରାମବାସୀ ତାଙ୍କ ଖୁସି ଜାହିର କରିଛନ୍ତି ତଥା ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି । 
                        


News Comment




Photo in News

Advertisment
Lastest News
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like