-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
26-Jun-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ସଦର ମହକୁମା ର ଵସଷ୍ଟାଣ୍ଡ ଛକ ରୁ ମୁର୍ଶୁଣ୍ଢୀ ରାସ୍ତା କଡ଼ ସରକାରୀ ଜମି ରେ ରେ ଥିବା ଜବରଦଖଲ କାରୀ ଙ୍କ ଦୋକାନ ବଜାର କୁ ଉଛେଦ କାରାଯାଇଛି l ମାଜିଷ୍ଟ୍ରେଟ ତହସିଲଦାର, ଉପ -ଜ଼ିଲ୍ଲାପାଳ ଓ ଏସ ଡ଼ି ପି ଓ ଙ୍କ ଉପସ୍ଥିତି ରେ ଆଜି ଏ ଅଂଚଳ ର ସମସ୍ତ ଦୋକାନ ବଜାର କୁ ହଟା ଯାଇଥିଵା ଜଣା ପଡିଛି l ସହର ର ଅନ୍ୟ ଅଂଚଳ ମାନଙ୍କ ରେ ଥିବା ଜବରଦଖଲ ଜାଗା ମାନଙ୍କୁ ମଧ୍ୟ ଉଛେଦ ପାଇଁ ଏ ଅଭିଯାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l