-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
22-Jun-2021
ଇଲାଙ୍ଗିର(ପ୍ରେରଣା ଖବର)- ବଲାଙ୍ଗିର ସହର ଉପକଣ୍ଠ ସଦାଇପାଲି ଗ୍ରାମର ହରିଶଙ୍କର ପଟେଲ ୯୨ ବର୍ଷ ବୟସ ରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ପରଲୋକ ଗମନ କରିଛନ୍ତି । ସେ ଜଣେ ପରପୋକାରୀ ଭକ୍ତ ବତ୍ସଳ ବ୍ୟକ୍ତି ଥିଲେ । ଦିର୍ଘ ୩୩ ବର୍ଷ ସିଡିଏମଓ ଅଫିସ୍ ରେ କାମ କରି ହେଡ୍ କ୍ଲର୍କ ପଦରୁ ଅବସର ନେଇଥିଲେ । ସଦାଇପାଲି ଗ୍ରାମର ସେ ହେଉଛନ୍ତି ପ୍ରଥମ ମାଟ୍ରିକୁଲେଟ । ମୃତ୍ୟୁ ଶଯ୍ୟାରେ ତାଙ୍କର ପୁଅ ବୋହୁ ନାତିନାତୁଣୀ ଉପସ୍ଥିତ ଥିଲେ । ତାଙ୍କର ଅନ୍ତିମ ସଂସ୍କାର ସଦାଇପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ବଡ ପୁଅ ଶୌଳେନ୍ଦ୍ର ପଟେଲ ମୁଖାଗ୍ନି ଦେଇଥିଲେ ।