-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
09-Jun-2021
ସଲେପୁର: ସାଲେପୁର ବଟେଶ୍ଵର ମା ଭଗବତୀ ସେତୁ ନିର୍ମାଣ ର ଶୁଭ ଶିଳାନ୍ୟାସ ଗତ 21/04/2021ରେ ମାନ୍ୟବର ବିଧାୟକ ପ୍ରସାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଶିଳାନ୍ୟାସ କରିବାପରେ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ପରିତାପର ବିଷୟ ଏଠାରେ କୌଣସି ସୁଚନା ଫଳକ ନଥିବା ବେଳେ ନିମ୍ନମାନର କାର୍ଯ୍ୟକୁ ନେଇ ମହା ଦୁର୍ନୀତି ଓ ଘୋଟାଲା ର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। କାର୍ଯ୍ୟ କରାଯାଇଥିବା ୱଆଲ ନିମ୍ନ ମାନର କାର୍ଯ୍ୟ ଓ ଛାତରେ ଦିଆଯାଇଥିବା ରଡ୍ ର ଉଚତା 1.8inch ରହିବା ସ୍ଥାନରେ 1.5inch ଓ 3/4 ଗୋଡ଼ି ଜାଗାରେ 40 ବ୍ୟବହୃତ ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏହି ଅଞ୍ଚଳ ର ମୁଖ୍ୟ ସେତୁ ହୋଇଥିବାରୁ ନିମ୍ନମାନର କାର୍ଯ୍ୟ କୁ ଗ୍ରାମବାସୀ ବିରୋଧ କରିଛନ୍ତି।ଏହି ବିଷୟରେ ଅଧିକାରୀ ମନ୍ତ୍ରୀଙ୍କୁ ପଚାରିବାରୁ ସେ 30 ଲକ୍ଷ ଟଙ୍କା ରୁ15%କଟିଲାପରେ 25 କିମ୍ବା 26ଲକ୍ଷର କାର୍ଯ୍ୟ ହେବବୋଲି କହୁଥିବାବେଳେ ଏହି କାର୍ଯ୍ୟ କାଗଜ ପତ୍ର ପାରେ ନାହିଁ ପାଖରେ ଦେଖାଇବା ପାଇଁ କହିଛନ୍ତି।(ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ)