-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||     

HOME   ଜିଲ୍ଲା

କବିତା ଝଙ୍କାରର ସାହିତ୍ୟ ଆସର

04-Jun-2021



ବଲାଙ୍ଗୀର,(ପ୍ରେରଣା ଖବର)- ସାହିତ୍ୟ ସମାଜକୁ ସମୃଦ୍ଧ କରେ । ଜୀବନକୁ ରସମୟ କରିଥାଏ । ମଣିଷ ସମାଜକୁ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁୁ ନଦୀ ଭଳି ଯୋଡିଥାଏ । ଏହି ଲକ୍ଷ୍ୟ ନେଇ ସମ୍ବଲପୁରରୁ ଶୁଭାରମ୍ଭ ହୋଇଥିବା  ସାହିତ୍ୟ ଅନୁଷ୍ଠାନ କବିତା ଝଙ୍କାରର ପରିଚାଳନା କମିଟୀ ଦ୍ୱାରା  ୱେବିନାର ମାଧ୍ୟମରେ  ରାଜ୍ୟର ବିଭିନ୍ନ  କବିି, କବୟିତ୍ରୀ ଓ ସାହିତ୍ୟ  ପ୍ରେମୀଙ୍କୁ ସମାରୋହରେ ଏକ ସାହିତ୍ୟ ଆସର  ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ କବିତା ଝଙ୍କାରର ସଭାପତି କବି କୃଷ୍ଣ ଚନ୍ଦ୍ର ବାରିକ ଅଧ୍ୟକ୍ଷତା କରିଥିଲେ । ସଭା ପ୍ରାରମ୍ଭରେ ପ୍ରତିଷ୍ଠାତା ସଂପାଦକ ଶିବାତ୍ମକ ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରି ରାଜ୍ୟର ସମସ୍ତ ଜିଲ୍ଲା ,ରାଜ୍ୟ ଏବଂ ପ୍ରବାସୀ ଓଡିଆ ମାନେ କିଭଳି  କବିତା ଝଙ୍କାର ସହିତ ନିଜକୁ ଯୋଡି ସାହିତ୍ୟର ବିକାଶ ଦିଗରେ କାର୍ଯ୍ୟ ସଂପାଦନ କରିବେ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏଥି ସହିତ ଅନୁଷ୍ଠିତ ହୋଇଥିବା କବିତା ଆସରରେ କବି ଓ କବୟିତ୍ରୀ ମାନେ ନିଜସ୍ୱ କବିତା ପାଠ କରିଥିଲେ । ପରିଚାଳନା କମିଟୀର  ରାଜ୍ୟ ଆବାହକ ଅଭିନବ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଦେଇଥିଲେ । 
    ରାଜ୍ୟ ମୂଖ୍ୟ ଉପଦେଷ୍ଟା ରବିଚନ୍ଦ୍ର ପଶାୟତ, ରାଜ୍ୟ ସଂଯୋଜକ ରାମ ନାରାୟଣ ଦାଶ, ସୁନ୍ଦରଗଡ ସଂପାଦକ ଟୋନିଶ ରୋହିଦାସ, ଯାଜପୁର ସଂପାଦିକା ପ୍ରୟଶୀ ପ୍ରୀୟଙ୍କା ପ୍ରୀୟଦର୍ଶିନୀ ବାଉଳ, କଟକ ସଂପାଦିକା ପ୍ରିିିୟଙ୍କା ପଣ୍ଡା, ରାଜ୍ୟ ପରିଚାଳନା ସଂପାଦିକା ସବିତା ତ୍ରିପାଠୀ, ମାର୍ଗଦର୍ଶିକା ସୁମିତ୍ରା ପୁରୋିହିତ ପ୍ରମୁଖ  ଆଲୋଚନାରେ ସକ୍ରିୟ ଭାଗ ନେଇ ରାଜ୍ୟ ତଥା ଜାତୀୟ ସ୍ତରରେ ଭାଷା ସାହିତ୍ୟର ବିକାଶ ନିମନ୍ତେ ସମସ୍ତେ ପ୍ରୟାସ ରତ ରହିବାକୁ ମତବ୍ୟକ୍ତ କରିଥିଲେ । 
    ଅନ୍ୟମାନଙ୍କ ମଧ୍ୟରେ ପ୍ରବାସୀ କବିତା ଝଙ୍କାରର ସଭାପତି ଗଜିନ୍ଦ୍ର କୁମାର ସାହୁ, ପ୍ରୀୟଙ୍କା ପଣ୍ଡା, ବିଶ୍ୱଜିତ ଦାଶ, ରୂପେନ୍ଦ୍ର କୁମାର ସୁନାନୀ, ନିକୁଂଜ କୁମାର ଘୋଷ, ସରୋଜ କୁମାର ଦାଶ, ସୁବଳ ନନ୍ଦ, ପବିତ୍ର ବେହେରା, ଭକ୍ତବନ୍ଧୁ ମେହେର, ନୂତନ ସୂର୍ଯ୍ୟ ପ୍ରଧାନ,ରାଜ୍ୟ ଉପସଭାପତି ଦେବେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ ।  ପ୍ରକାଶଥାଉକି, କବିତା ଝଙ୍କାରର ସୁପରିଚାଳନା ନିମନ୍ତେ ଓଡିଶାର ସମସ୍ତ ଜିଲ୍ଲାକୁ ତିନି ଭାଗରେ ବିଭକ୍ତ କରାଯାଇ, ମନ୍ଦାକିନୀ କବିତା ଝଙ୍କାର, ସ୍ରୋତସ୍ୱୀନୀ  କବିତା ଝଙ୍କରା ଓ କଲ୍ଲୋଲିନୀ କବିତା ଝଙ୍କରା ଗଠନ କରାଯାଇ ସମସ୍ତ କବି ଓ କବୟିତ୍ରୀ ମାନଙ୍କୁ ନିଜ ନିଜ ଜିଲ୍ଲାର ଦାୟିତ୍ୱ ଅର୍ପଣ କରାଯାଇଛି । ଏଥି ସହିତ ଓଡିଆ ଭାଷା ସହିତ୍ୟର ବିକାଶ ନିମନ୍ତେ ଆନ୍ତଃର୍ଜାତୀୟ ସ୍ତରରେ ପ୍ରବାସିୀ କବିତା ଝଙ୍କାର ଗଠନ କରାଯାଇଅଛି ।   ପରିଶେଷରେ କବୟିତ୍ରୀ ସବିତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । 
 


News Comment




Photo in News

Advertisment
Lastest News
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026

You Might Also Like