-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର : ସରକାରୀ ବାବୁଙ୍କ ବେସରକାରୀ ପ୍ରୀତି, ସରକାରୀ ଗେଷ୍ଟ ହାଉସ୍ ନଥିବାରୁ ସରକାରୀ ଅଧିକାରୀ ହଟହଟା

04-Jun-2021



ସୁବର୍ଣ୍ଣପୁର,(ରିପୋର୍ଟ :ମନୋରଞ୍ଜନ ତ୍ରିପାଠୀ) -  ସୁବର୍ଣ୍ଣପୁର ଜ଼ିଲ୍ଲା ଶିକ୍ଷା ବିଭାଗରେ ଏବେ ଜ଼ିଲ୍ଲା ନୂତନ  ଶିକ୍ଷାଧିକାରୀ ଭାବେ ଶ୍ରୀ ଲକ୍ଷ୍ମଣ ଭୋଇ ଯୋଗଦାନ କରିଥିବାରୁ  ଦୀର୍ଘ ବର୍ଷ ପରେ ଶିକ୍ଷା ବିଭାଗ ପୁଣି ଚଳଚଞ୍ଚଳ  ଦେଇଛି l ଏହା ପୂର୍ବରୁ ଦୀର୍ଘ ତିନି ଚାରି ବର୍ଷ ଧରି ଦାଇତ୍ୱ ରେ ଥିବା ଡ଼ି ଇ ଓ ଶ୍ରୀମତୀ ପୁଷ୍ପା ମିଞ୍ଜ ଜଣେ ମହିଳା ଅଫିସର ହୋଇ ଥିବାରୁ ଜ଼ିଲ୍ଲାର ସମସ୍ତ ଅଂଚଳକୁ ଗସ୍ତ  କରି ଉନ୍ନୟନ କାର୍ଯ୍ୟର  ତଦାରଖ କରିବାର ସମ୍ଭବ ନ ଥିବାରୁ  ବିଭାଗର ଅନେକ ବ୍ଲକରେ ନୀତି କମ ଅଧିକ ଦୁର୍ନୀତି ପରି ଅବସ୍ଥାଦେଖାଦେଇଛି  l ଡ଼ି ଇ ଓ   ଶ୍ରୀ ଭୋଇ ପୂର୍ବରୁ ଏହି ଜ଼ିଲ୍ଲାରେ ଚାରି  ବର୍ଷ   ସୁଚାରୁ ରୂପେ  କାର୍ଯ୍ୟ ତୁଲାଇ ଥିବା ଯୋଗୁଁ ଜଣେ ଦକ୍ଷ, ଅଭିଜ୍ଞ  ପ୍ରଶାସକ ଭାବେ  ପୁଣି ଥରେ ଏହି ଜ଼ିଲ୍ଲାରେ ଶିକ୍ଷାର ବିକାଶ କରିବାକୁ ତାଙ୍କୁ  ସୁଯୋଗ ମିଳିଛି  l ବିପର୍ଯ୍ୟସ୍ଥ ଶିକ୍ଷା ବିଭାଗକୁ ସଜାଡିବାକୁ ଓ  ପୁଣି ତାଙ୍କୁ ସହଯୋଗ କରିବାକୁ ଏବେ  ଦୁଇ ଦୁଇ ଜଣ ଅତିରିକ୍ତ ଜ଼ିଲ୍ଲା ଶିକ୍ଷାଧିକାରୀଙ୍କୁ ମଧ୍ୟ  ପ୍ରଶାସନ  ନିଯୁକ୍ତି କରିଛି  l ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ର ବୁଦ୍ଧିଜୀବୀ ମଧ୍ୟ  ଏଥିପାଇଁ ଖୁବ ଆଶାବାଦୀ  l କିନ୍ତୁ ନୂତନ ଶିକ୍ଷାଧିକାରୀ ଶ୍ରୀ ଭୋଇ  ଜଣେ ସରକାରୀ ଅଫିସର ହିସାବରେ ସେ ଆସି  ପ୍ରଥମେ ସର୍କିଟ ହାଉସ କି ଅନ୍ୟ  ବଙ୍ଗଳା  କିମ୍ବା ଜ଼ିଲ୍ଲା ସଦର ମହକୁମାର କୌଣସି ପୁରାତନ ସରକାରୀ ହାଇସ୍କୁଲରେ ରାତ୍ରୀ ଯାପନ ନ କରି ଏକ ବେସରକାରୀ ସ୍କୁଲ ରେ ରହିବା ଘଟଣା ଏବେ ସହରରେ  'ସରକାରୀ ବାବୁଙ୍କ ବେସରକାରୀ ପ୍ରୀତି' ବୋଲି ଚର୍ଚ୍ଚା ଧରିଛି l ଏବଂ ଘଟଣା ଟି  ଘରେ ନ ପଶୁଣୁ ଚାଳ ବାଜିଵା ସଦୃଶ୍ୟ ହୋଇଛି  l ଯଦି  ସହର ର ସର୍ବ ପୁରାତନ ମହାରାଜl ଓ ବାଳିକା ହାଇସ୍କୁଲରେ ଏବେ ଯାଏ ଗୋଟାଏ ଗେଷ୍ଟ ହାଉସ ର ବ୍ୟବସ୍ଥା କରା ଯାଇନି ତାହେଲେ  ସରକାରଙ୍କ  ରାମସା ଓ ବିଭିନ୍ନ  ଯୋଜନାରେ ଆସୁଥିବl କୋଟି କୋଟି ଟଙ୍କା ଆଉ କେଉଁ ବାଟ ରେ ଖର୍ଚ୍ଚ ହେଉଛି ତାହା ଏବେ ସହର ର  ବୁଦ୍ଧିଜୀବୀ, ଶିକ୍ଷାବିତ  ଓ  ପୁରାତନ ଛାତ୍ର ସଂଗଠନ ପ୍ରଶ୍ନ କରିଛନ୍ତି l ଏବଂ  ଏଠାରେ ଦକ୍ଷ  ନିରପେକ୍ଷ ଭାବେ କାର୍ଯ୍ୟ ଭାର ତୁଲାଇ ଶିକ୍ଷାର ବିକାଶ କରାଇ ବାକୁ ପରାମର୍ଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like