-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଅବସର ଗ୍ରହଣ କଲେ ସୋନପୁର କଲେଜ ଅଧ୍ୟକ୍ଷ ତରୁଣ ମିଶ୍ର: ଜଣେ ସୁଶାସକ, ଛାତ୍ର ବତ୍ସଳ,ଶିକ୍ଷା, କଳା ସଂସ୍କୃତି ଓ ପରିବେଶ ପ୍ରେମୀ ଭାବେ ସେ ଥିଲେ ପରିଚିତ

02-Jun-2021



ସୋନପୁର, (ରିପୋର୍ଟ: ମନୋରଞ୍ଜନ ତ୍ରିପାଠୀ): ଗତ କାଲି ସୋନପୁର କଲେଜ ର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରଧ୍ୟାପକ  ପଦାର୍ଥ ବିଜ୍ଞାନ ଡ. ତରୁଣ କୁମାର ମିଶ୍ର ଅବସର ଗ୍ରହଣ କରିଛନ୍ତି l କଲେଜ ଅଧ୍ୟାପକ ଓ କର୍ମଚାରୀ ଙ୍କ ପକ୍ଷରୁ ଏଇ ଉପଲକ୍ଷେ ଏକ ଉଚ୍ଚ କୋଟିର  ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା l ଦୀର୍ଘ 38 ବର୍ଷ ର କାର୍ଯ୍ୟକାଳ ଭିତରେ ଡ଼ ମିଶ୍ର କେବଳ ଯେ ଛାତ୍ର ଛାତ୍ରୀ ଙ୍କୁ ଅଧ୍ୟାପନା କ୍ଷେତ୍ର ରେ ନୁହେଁ,  ଉଜ୍ବଳ ଭବିଷ୍ୟତ ସହ   ସଂସ୍କାରିତ ଓ ଭଲ ମଣିଷ  କରି  ଗଢି ତୋଳିବାକୁ କୁ  ସେମାନଙ୍କ ଉପରେ ସର୍ବଦା  ଧ୍ୟାନ ରଖିଥିଲେ l ଏବଂ ନୂତନ ଓ  ପୁରାତନ ଛାତ୍ର  ସଂଗଠନ ସମେତ କଲେଜ ଶିକ୍ଷକ ଓ କର୍ମଚାରୀ, ଓ ପରିଚାଳନା କମିଟି ସହିତ ସୁ -ସମ୍ପର୍କ ସ୍ଥାପନ କରି ଏହି ସର୍ବ ପୁରାତନ ସୋନପୁର କଲେଜ ର  ସୁ - ଶାସନ ଓ ସାମଗ୍ରୀକ ବିକାଶ ପାଇଁ  କାର୍ଯ୍ୟକlଳ  ଶେଷ ଯାଏ ଶ୍ରୀ ମିଶ୍ର ନିସ୍ଵାର୍ଥପର ଭାବେ  ପ୍ରଚେଷ୍ଟା ଜାରି ରଖି ଆସିଛନ୍ତି ବୋଲି ସଭାରେ ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମତ ଦେଇ ଖୁବ  ପ୍ରଶଂସା କରିଥିଲେ l  ଏବଂ ତାଙ୍କରି  ଆଦର୍ଶ, ଦୃଢ଼ ମନୋବଳ,  ଉତ୍ସର୍ଗୀକୃତ ସେବା, ଭଲ ପାଇବା, ସଚୋଟ ପଣିଆ, ଓ ମଣିଷ ପଣିଆକୁ ଏ କଲେଜ ସବୁ ଦିନ ପାଇଁ ମନେରଖିବ ବୋଲି ମତ ରଖି ଡ଼, ମିଶ୍ର ଙ୍କ  ଦୀର୍ଘାୟୁ, ସୁସ୍ଥ, ଓ ନିରାମୟ ଜୀବନ ଯାପନ ପାଇଁ ଶୁଭକାମନା ଜଣାଇଥିଲେ l କଲେଜ ର ନୂତନ ଅଧ୍ୟକ୍ଷ ତଥା ଅର୍ଥନୀତି ପ୍ରଧ୍ୟାପକ ଶ୍ରୀ ରାଜୀବ ଲୋଚନ ଆଚାର୍ଯ୍ୟ  ଡ଼, ମିଶ୍ର ଙ୍କୁ  ମାନପତ୍ର, ଉପଢ଼ୋକନ, ଓ ଫୁଲ ତୋଡ଼ା 
                                                                         

 ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ସହଯୋଗ ଓ ସଫଳତା ପାଇଁ  ସମସ୍ତ ଅଧ୍ୟାପକ, କର୍ମଚାରୀ, ଓ  ଛାତ୍ର ଛାତ୍ରୀ ଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ମିଶ୍ର ନୂତନ ଅଧ୍ୟକ୍ଷ ଙ୍କୁ ସ୍ୱାଗତ କରିଥିଲେ l ଡ଼.ମିଶ୍ର  ଶିକ୍ଷା କ୍ଷେତ୍ର ରେ  ଜଣେ  ଭଲ ପ୍ରଧ୍ୟାପକ, ଛାତ୍ରବତ୍ସଳ ଯେମିତି ସୁନାମ ଅର୍ଜନ କରିଛନ୍ତି ସେ ଜଣେ 
  

ବୃକ୍ଷ ପ୍ରେମୀ ଓ ସଂସ୍କୃତି ପ୍ରେମୀ ଭାବେ ମଧ୍ୟ ପରିଚିତ ଅଟନ୍ତି l ଛାତ୍ର ଜୀବନ ରେ ଶ୍ରୀ ମିଶ୍ର ବଲାଙ୍ଗୀର ରାଜେନ୍ଦ୍ର କଲେଜ ରେ ମଞ୍ଚସ୍ଥ ବିଭିନ୍ନ ନାଟକ ରେ କେବେ ହିରୋ ତ କେବେ ରାଜା ଭୂମିକା ରେ ନିଖୁଣ ଅଭିନୟ କରି ଖୁବ ପ୍ରଶଂସିତ  ଓ ଅନେକ ଥର ପୁରସ୍କୃତ  ବି ହୋଇଛନ୍ତି l ଓ ଜୀବନ ର ସବୁ କ୍ଷେତ୍ର ରେ ସେ ହିରୋ ଭଳିଆ ସାହାସିକତା ଓ  ଦକ୍ଷତା ର ସହିତ କାର୍ଯ୍ୟ ଭାର ତୁଲାଇ ସଫଳ ହୋଇଛନ୍ତି l   ବଲାଙ୍ଗୀର ନାଟ୍ୟ ସଂସଦ ର ସେ ଜଣେ  ସକ୍ରିୟ ଓ ଅlଜୀବନ  ସଦସ୍ୟ  ଥିବା ବେଳେ ଅବସର ଜୀବନ ର ବାକି ତକ ସମୟ ମଧ୍ୟ  ଶିକ୍ଷା, କଳା ଓ ପରିବେଶ ର ବିକାଶ, ଯତ୍ନ ଓ ସଚେତନତା ଦିଗରେ ନିଷ୍ଠା ଓ  ଉତ୍ସାହ ର ସହିତ କାର୍ଯ୍ୟ କରିବି ବୋଲି  ପ୍ରଧ୍ୟାପକ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like