-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||     

HOME   ଜିଲ୍ଲା

କାଳିଆ ଟଙ୍କା ପାଇଁ ବ୍ୟାଙ୍କ ଆଗରେ ରହୁ ନାହିଁ ସାମାଜିକ ଦୁରତ୍ଵ

01-Jun-2021



ନର୍ଲା (ସଞ୍ଜୀବ ଦାସ) ଆଗକୁ ଆହୁରି ଦୁଇ ସପ୍ତାହ ଲକଡାଉନ ଘୋଷଣା କରୋନା ସଂକ୍ରମଣ ଉପରେ ରୋକ ଲଗାଇବାରେ ବେସ ସହାୟକ ହେବ ବୋଲି ସାଧାରଣରେ ମତ ପ୍ରକାସ ପାଇଛି।କରୋନା ସମୟରେ ସଂକ୍ରମଣକୁ ଆଖି ଆଗରେ ରଖି ବିବାହ,ବ୍ରତ, ଭୋଜିଭାତ,ଅନ୍ତେଷ୍ଟି କ୍ରିଆ,ସଭାସମିତି ଉପରେ କଟକଣା ଯାରି କରାଯାଇଛି।ଦୋକାନ ବଜାରରେ ଅତ୍ୟଧିକ ଗହଳି ହେଉଥିବାରୁ ସଟଡାଉନ ଓ ଲକଡାଉନ ଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।କାରଣ ଯେତେ ଗହଳି ହେବେ ରୋଗ ସେତେ ବଢିବ ବୋଲି କୁହାଯାଉଥିଲେ ମଧ୍ୟ ଏହାକୁ କିଛି ଅମାନିଆ ମାନୁନାହାଁନ୍ତି।ପ୍ରଶାସନ ଯାରି କରିଥିବା କଟକଣା ଉପରେ ଅଧିକାଂଶ ଦୃଷ୍ଟି ଦେଉ ନାହାନ୍ତି।ପୋଲିସ ଖାଲି ବଜାର ଉପରେ କିଛି ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରୁଛି ସତ କିନ୍ତୁ ପୋଲିସ ବଜାର ରୁ ଯିବା ପରେ ଯଥା ପରଂସ୍ତିତି ରହୁଛି।ଏହି ଲକଡାଉନ ମଧ୍ୟରେ ନର୍ଲା ରୁପ୍ରା ରୋଡ ଓ ଷ୍ଟେଟ୍ ବ୍ୟାଙ୍କ ଆଗରେ ଖାତାଧାରିଙ୍କ ଅତ୍ୟଧିକ ଗହଳି ପ୍ରତ୍ୟେକ ଦିନ ଲାଗି ରହୁଚି।ଏପରିକି ବ୍ୟାଙ୍କ ଭିତରକୁ ପ୍ରବେସ କରିବା ପାଇଁ ଠେଲାପେଲା ହେଉଥିବା ନଯରକୁ ଆସିଛି।

ସରକାର ଗୋଟିଏ ପଟେ ଲକଡାଉନ କଲେ ତାପରେ କାଳିଆ ଟଙ୍କା ଲୋକଙ୍କ ଖାତାରେ ଛାଡିଦେଲେ।ଯାହା ପାଇଁ ବ୍ୟାଙ୍କ ଆଗରେ ପ୍ରବଳ ଗହଳି ଜମୁଛି।ସରକାରଙ୍କ ପ୍ରକୃତ ଚିନ୍ତା ଧାରା କଣ ତାହା ଜଣାପଡୁନି।ପ୍ରତ୍ୟେକ ଦିନ ଏହି ଦୁଇଟି ବ୍ୟାଙ୍କ ଆଗରେ ଖୋଲା ହେବା ସମୟ ପୁର୍ବରୁ ଖାତାଧାରି ଲାଇନ ଲଗାଇ ଛିଡା ହେଉଛନ୍ତି।ସାମାଜିକ ଦୁରତା ଜମାରୁ ମାନୁ ନାହାନ୍ତି।ଏଥି ପ୍ରତି ଏବେଠାରୁ ଯଦି ଦୃଷ୍ଟି ଦିଆନଜାଏ ତେବେ  ଆଗକୁ କରୋନା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ଦେଖା ଦେଵ। ବ୍ୟାଙ୍କର ଗହଳିକୁ ଦେଖି ବ୍ୟାଙ୍କ କର୍ମଚାରୀ ମଧ୍ୟ ଭୟଭିତ ହେଉଥିବା କହିଛନ୍ତି।ଅନ୍ୟପକ୍ଷରେ ଲକଡାଉନ ଓ ସଟ୍ ଡାଉନ ରେ ଅନେକ ବ୍ୟବସାୟୀ ଅମାନିଆ ହେଉଥିବା ଦେଖିବାକୁ ମିଳୁଛି ..ନିୟମ ଅନୁଯାୟୀ ସକାଳ ୭ରୁ ୧୧ ଟା ପର୍ଯ୍ୟନ୍ତ ଦୋକାନ ଖୋଲାଯିବା ପାଇଁ ସରକାର ନିୟମ ଯାରି କରିଥିବା ବେଳେ କିଛି ବ୍ୟବସାୟୀ ସକାଳୁ ୬ଟା ଠାରୁ ରାତ୍ର ୧୦ ଟା ୧୧ ଟା ପର୍ଯ୍ୟନ୍ତ ଯେତେବେଳେ ଗ୍ରାହକ ଆସିଲେ ମଧ୍ୟ ଦୋକାନରୁ ଯେକୌଣସି ସାମଗ୍ରୀ ପ୍ରଦାନ କରୁଛନ୍ତି...ତେଣୁ ଲୋକେ ମଧ୍ୟ ସାମଗ୍ରୀ ମିଳୁଛି ବୋଲି ବାଧ୍ୟ ହୋଈ ଘରୁ ବାହାରି ଆସୁଛନ୍ତି...ଏପରିକି ତହିଁ ଆରଦିନ ଦୋକାନ ଖୋଲିଲେ ମଧ୍ୟ ବ୍ୟବସାୟ ହେଉନଥିବା କହିଛନ୍ତି।ତେଣୁ ସମସ୍ତ ବ୍ୟବସାୟୀ ପାଇଁ ଗୋଟିଏ ନିୟମ କରିବା ସହ ପୋଲିସ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ବୃଦ୍ଧି ଜୀବି ମହଳରେ ଚର୍ଚ୍ଚା ଜୋର ଧରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026

You Might Also Like