-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ମହାନଦୀରେ ବେଆଇନ ବିସ୍ପୋରଣ ଯୋଗୁଁ ପାଣି ପ୍ରଦୂଷିତ, ମରୁଛନ୍ତି ହଜାର ସଂଖ୍ୟାରେ ମାଛ

31-May-2021



ବିନିକା (ହିମାଂଶୁ ଶେଖର ପୁଟେଲ) ଓଡ଼ିଶାର ଜୀବନ ରେଖା ଭାବେ ପରିଚିତ ମହାନଦୀ ଆମ ରାଜ୍ୟର ସବୁଠାରୁ ବଡ଼ ନଦୀ l   ମହାନଦୀ କୂଳରେ ଅବସ୍ଥିତ ବିନିକା ସହର ଆଜି ସବୁ ଦୃଷ୍ଟିରୁ ଗର୍ବିତ। ମାତ୍ର ମହାନଦୀର ଅସ୍ତିତ୍ଵକୁ ନେଇ ଏବେ ବିନିକା ବାସି ଚିନ୍ତିତ। ପଡୋଶୀ ଛତିଶଗଡ଼ ରାଜ୍ୟରୁ ବାହାରିଥିବା ଆଜି ଚିରସ୍ରୋତା ମହାନଦୀ ର ପାଣିକୁ ଅଟକା ଯାଇ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଆଣିକଟ,ବନ୍ଧ ନିର୍ମାଣ ଦ୍ଵାରା ବର୍ତ୍ତମାନ ନଦୀରେ ପାଣି ଧାର କମି କମି ବସିଲାଣି । ଏହର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ରାତି ଅଧରେ ଚୋର ଙ୍କ ଭଳି ମହାନଦୀର ପାଣି ଉପରେ ଅଶାଳୀନ କାର୍ଯ୍ୟ କଳାପ ଅର୍ଥାତ ଅବାଧରେ ବ୍ଲାସ୍ତିଂ କରିଚାଲିଥିବାରୁ ସମସ୍ତଙ୍କ ଜୀବନ ବଞ୍ଚାଉଥିବା  ମହାନଦୀ ସତେ ଯେମିତି କାନ୍ଦିବାକୁ ବସିଲାଣି l  ମହାନଦୀ ଗର୍ଭରେ ବସବାସ କରୁଥିବା ବିଭିନ୍ନ ଜିବ ମାନଙ୍କର ମୃତ ଶରୀର ଏବେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭାସୁଥିବା ଦେଖିବାକୁ ମିଳିଛି l ପୁଣି ମହାନଦୀ ପାଣି ଝଲ୍ ଝଲ ଦେଖା ଯାଉଥିଲା ତାହା କୋଇଲା ଗୁଣ୍ଡ ପରି ପ୍ରଦୂଷିତ ହୋଇପଡିଛି l ବିଶେଷ କରି ନଦୀ କୂଳରେ ବସବାସ କରୁଥିବା ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଏହି ସମସ୍ୟା ଦ୍ୱିଗୁଣିତ ହୋଇପଡିଛି l ସାରା ପରିବେଶ ଦୂର୍ଘନ୍ଧମୟ ହୋଇ ପଡୁଥିବାରୁ ନଦୀ ପାଣି ବ୍ୟବହାର କରିବା ଲୋକଙ୍କ ପାଇଁ କଷ୍ଟସାଧ୍ୟ ହୋଇଛି l ସୂଚନା ଯୋଗ୍ୟ ଯେ, 
 

ଗତ ତିନି ମାସ ହେବ କିଛି ଅସାମାଜିକ ଲୋକ ମହାନଦୀରେ ବିସ୍ଫୋରଣ କରି ମାଛ ମାରିବାକୁ ନୀତି ଦିନିଆ ଅଭ୍ୟାସ ରେ ପରିଣତ କଲେଣି। ବିସ୍ଫୋରଣ ଦ୍ଵାରା ସେହି ଇଲାକା ରେ ବସବାସ କରୁଥିବା ମାଛ ସମେତ ଅନ୍ୟାନ୍ୟ ସରୀସୃପ ମଧ୍ୟ ଜୀବନ ହରାଉ ଛନ୍ତି l ଫଳରେ ବିସ୍ପୋରଣ କାରୀ ଅଧାରୁ ଅଧିକ ମାଛ  ଧରି ପାରୁ ନାହିଁ । ଯାହାକି ପରେ ମରିଥିବା ମାଛ ଓ ଅନ୍ୟ ସରୀସୃପ ନଦୀ ପାଣିରେ ଦିନ ଦିନ ରହି ପଚିଯିବା ଓ ପରେ ପାଣି ବିଷାକ୍ତ ହୋଇପଡିଛି । ସେହିପରି ଚିଙ୍ଗୁଡ଼ି ଧରିବା ପାଇଁ ମଧ୍ୟ ନଦୀ ପାଣିରେ କୀଟ ନାଶକ ପ୍ରୟୋଗ କରା ଯାଉଛି। ବିସ୍ଫୋରଣ ଫଳରେ ନଦୀ କୂଳରେ ଥିବା ଘର ମାନଙ୍କରେ ମଧ୍ୟ ଫାଟ ସୃଷ୍ଟି ହେଲାଣି। ସବୁଠାରୁ ସାଙ୍ଘାତିକ କଥା ହେଲା ବିନିକା ଏବଂ ଚଢାଇପଙ୍କ ମଧ୍ୟରେ ଥିବା ମହାନଦୀ ପୋଲ ର ଅସ୍ତିତ୍ବ କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ସରକାରୀ ବାବୂଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆମେ ଚେଷ୍ଟା କରିବା ସତ୍ୱେ ଏହି ଉଚ୍ଚ ପଦରେ ବସିଥିବା ବାବୁ ମାନଙ୍କ ପାରିବା ପଣିଆ ଦେଖି ସନ୍ଦେହ ଲାଗୁଛି।
ବିନିକାର କିଛି ସଚେତନ ନାଗରିକ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି l ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ର ନିଦ ଭାଙ୍ଗିବ ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like