-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
29-May-2021
କଣ୍ଟାବାଞ୍ଜି,(ଆନନ୍ଦ ମୋଟେ): କଣ୍ଟାବାଞ୍ଜି କେଭି କଲେଜ ୟୁଥ୍ ରେଡ୍କ୍ରସ ଶାଖା ପକ୍ଷରୁ ଅସହାୟାଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ଅଧ୍ୟାପକ ଡଃ ସଂଜୟ ମିଶ୍ର, ରାଜେଶ ମହାନ୍ତି, କଣ୍ଟାବାଞ୍ଜି ଏସ୍ଡିପିଓ ସରୋଜ ମହାପାତ୍ର, ଏନଏସି ନୋଡାଲ ଅଫିସର ଚନ୍ଦ୍ର ଶେଖର ଭୋଇ ଏବଂ ମହାବିଦ୍ୟାଳୟର ଛାତ୍ର ସ୍ଵେଚ୍ଛାସେବୀ ଶୁଭମ ନାଏକ, ଗିରିଧାରୀ ନାଗ, ସମ୍ଭାରୁ ଦୀପ, ଗୋପାଳ ବେହେରା ପ୍ରମୁଖ ସହରର ବିଭିନ୍ନ ଅଂଚଳକୁ ଯାଇ ଅସହାୟ, ଭିନ୍ନକ୍ଷମ ଏବଂ ବୃଦ୍ଧ ବୃଦ୍ଧାଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ।