-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
28-May-2021
କଣ୍ଟାବାଞ୍ଜି ( ଆନନ୍ଦ ମୋଟେ ): କଣ୍ଟାବାଞ୍ଜିର ସ୍ୱେଚ୍ଛାସେବୀ ତଥା ମାରୱାଡି ଯୁବା ମଂଚ ପୁର୍ବତନ ସର୍ବଭାରତୀୟ ଉପସଭାପତି କୈଲାସ ଅଗ୍ରୱାଲ ମାରୱାଡି ଯୁବା ମଂଚର ସର୍ବ ଭlରତୀୟ ଟ୍ର୍ୟିବୁନାଲ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ସେ ଓଡିଶାର ପ୍ରଥମ ବ୍ୟକ୍ତି ଯିଏ ଏହି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏହି ଅବସରରେ ନବ ମନୋନୀତ ସଭ୍ୟ ଶ୍ରୀ ଅଗ୍ରୱାଲଙ୍କୁ କଣ୍ଟାବାଞ୍ଜିର ବିଭିନ୍ନ ସଂଗଠନ ଶୁଭେଚ୍ଛା ଜଣାଇଛନ୍ତି ।