-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME    ଅନ୍ୟାନ୍ୟ

ବର୍ତ୍ତମାନର ମୁଖ୍ୟ ଖବର

22-Oct-2020



୧. ଡିପ୍ରେସନ୍‌ ପ୍ରଭାବରେ ପ୍ରବଳ ବର୍ଷିବ, ଓଡ଼ିଶାର ୪ ଜିଲ୍ଲା ପାଇଁ ରେଡ୍‌ ଓ୍ଵାର୍ଣ୍ଣିଂ ।

 

୨.୨ବର୍ଷ ପରେ ପରଦାକୁ ଫେରିବେ ଶାହରୁଖ, ନଭେମ୍ବରରୁ ଫିଲ୍ମ ‘ପଠାନ’ର କରିବେ ସୁଟିଂ ।

 

୩.ଭିଡ଼ କମାଇବା ପାଇଁ ଓ ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ଅଭଡ଼ା ପାଇପାରିବେ ସେଥି ସକାଶେ ପୁରୀ ଜଗନ୍ନାଥ ମନ୍ଦିର ନିକଟରେ ଦୁଇଟି କାଉଣ୍ଟର ଖୋଲାଯିବ।କାର୍ତ୍ତିକ ମାସ ଭିଡ଼ ଓ ହବିଷ ରଖୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

 

୪.ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ-‘ହାତରେ ହାତ ଧରି ମୋଦି ସରକାର ।

 

୫.ବଢ଼ିବ ସେନାର ବଳ – ଖୁବଶୀଘ୍ର ସ୍ଥଳସେନାରେ ସାମିଲ ହେବ ଆଣ୍ଟି ଟ୍ୟାଙ୍କ ମିସାଇଲ ‘ନାଗ’ ।

 

୬.ଆଜି ସବୁଠାରୁ ଅଧିକ ବର୍ଷା ସହ କୋହଲା ପବନ ଲାଗି ରହିବ। ହେଲେ ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର!

 

 ୫.ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ୨୧ ହଜାର ୪୮୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାସ୍‌ କଲେ ୧୫ ହଜାର ୨୪୪ ପରୀକ୍ଷାର୍ଥୀ, A1 ଗ୍ରେଡ୍‌ରେ କୌଣସି ପରୀକ୍ଷାର୍ଥୀ ପାସ୍‌ କରିନାହାନ୍ତି!

 

 ୬.A2 ଗ୍ରେଡ୍‌ରେ ୧୦ ଜଣ ଓ B1 ଗ୍ରେଡ୍‌ରେ ୧୯୫ ଜଣ ପାସ୍‌, B2 ଗ୍ରେଡ୍‌ରେ ୯୩୦, C ଗ୍ରେଡ୍‌ରେ ୧୯୦୨ ପିଲା ପାସ୍‌, D ଗ୍ରେଡ୍‌ରେ ୩୧୪୦ ଓ E ଗ୍ରେଡ୍‌ରେ ୯୦୬୭ ପିଲା ଅଛନ୍ତି!

 

 ୭.ଜମ୍ମୁ କଶ୍ମୀରରେ ବଦଳିଲା ପଞ୍ଚାୟତ ରାଜ୍ ଆଇନ୍, କେନ୍ଦ୍ର କହିଲା ଏବେ ଲୋକଙ୍କ ହାତରେ କ୍ଷମତା!

 

 ୮.କୋଭିଡ୍ ସମୀକ୍ଷା ବୈଠକରେ ଅର୍ଥନୈତିକ କାରବାର ଜାରି ରଖିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ!

 

 ୯.କୋଭିଡରୁ ସୁସ୍ଥ ହେବା ପରେ କେମିତି ନେବେ ଯତ୍ନ : ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ, ତିନିମାସ ପର୍ଯ୍ୟନ୍ତ ରହିବାକୁ ପଡିବ ସତର୍କ।

 

 ୧୦.ପିଆଜ ଦର ହ୍ରାସ କରିବା ଲାଗି ଯୋଜନା କଲେ କେନ୍ଦ୍ର ସରକାର, ନେଲେ ପଦକ୍ଷେପ!

 

 ୧୧.ଚୀନ ବିରୋଧରେ ତାଇୱାନକୁ ମଜବୁତ କରୁଛି ଆମେରିକା, ଦେବ ୧୩୫ ମିସାଇଲ!

 

 ୧୨.ପାଲଘରରେ ସାଧୁଙ୍କୁ ହତ୍ୟା ମାମଲା, ଆଉ ୨୪ ଅଭିଯୁକ୍ତଙ୍କୁ ଗିରଫ କଲା ସିଆଇଡି!

 

 ୧୩.୫୬ ବର୍ଷ ବୟସରେ ପଦାର୍ପଣ କଲେ ଅମିତ ଶାହ, ମୋଦି ଜଣାଇଲେ ଜନ୍ମଦିନର ଶୁଭେଚ୍ଛା!

 

 ୧୪.ଆସୁଛି ୫ଜି ନେଟୱାର୍କ, ଚୀନ ବଦଳରେ ଆମେରିକା ସହ ହାତ ମିଳାଇଛି ଭାରତ!

 

 ୧୫.ଏଥର ଦଶହରାରେ ଚୀନ୍‌ ସୀମାରେ ଅସ୍ତ୍ରଶସ୍ତ୍ର ପୂଜା କରିବେ ରାଜନାଥ ସିଂ, ଚୀନ୍‌କୁ ଦେଇ ପାରନ୍ତି କଡା ସନ୍ଦେଶ!

 

 ୧୬.କୋଭିଡ୍ ପରିଚାଳନା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୂଜାରେ ନିୟମ କଡାକଡି ପାଳନ ପାଇଁ ପରାମର୍ଶ।

 

୧୭.ପରଦା ପଛରେ ମା’ଙ୍କ ପୂଜା । ମଣ୍ଡପରେ ଷଷ୍ଠୀ ପୂଜା ପାଇଁ ମଣ୍ଡପରେ ପଡ଼ିଲା ପରଦା, ପରଦା ଆଢ଼ୁଆଳରେ ହେବ ଜଗତଜନନୀଙ୍କ ପୂଜା । କୋଭିଡ୍ ଯୋଗୁଁ ଶ୍ରଦ୍ଧାଳୁ କରିପାରିବେ ନାହିଁ ଦର୍ଶନ ।

 

୧୮. ଆଜି ଅନୁଷ୍ଠିତ ହେବ ସ୍ୱତନ୍ତ୍ର OJEE।9-11,12-2.30,ଓ ତୃତୀୟ ସିଟିଂ ୪ରୁ-୬ଟା।

 

୧୯. ଭୁବନେଶ୍ୱର:ନିଟ୍ ରେ କିସ୍ ର ୬ ଛାତ୍ରଛାତ୍ରୀଙ୍କ ସଫଳତା, ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ କାମନା କଲେ ସେମାନଙ୍କର ଉଜ୍ବଳ ଭବିଷ୍ୟତ।

 

୨୦.ଚର୍ଚ୍ଚାରେ ବାଲେଶ୍ୱରର ସ୍ୱାଧୀନ ପ୍ରାର୍ଥୀ : ୯୧ ବର୍ଷୀୟ ଗରିବ ପ୍ରାର୍ଥୀ ବେଣୁଧର ବାରିକ, ସାଇକେଲରେ କରୁଛନ୍ତି ପ୍ରଚାର ; କହିଲେ, ଲୋକଙ୍କ ଭଲ ପାଇବା ବଡ ପୁଞ୍ଜି।

 

୨୧. କେନ୍ଦ୍ର କର୍ମଚାରୀଙ୍କୁ ପୂଜା ଭେଟି।ଅଣଗେଜେଟେଡ କର୍ମଚାରୀଙ୍କୁ ମିଳିବ ୩୭୩୭ କୋଟି ବୋନସ।

 

୨୨.ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୧୦୬୪ ପ୍ରାର୍ଥୀଙ୍କ ମଧ୍ୟରୁ ୩୧% ଦାଗୀ ନେତା, ୨୩%ଙ୍କ ବିରୋଧ​‌ରେ ଗୁରୁତର ମାମଲା।

 

୨୩.ଆଜି ନୌସେନାରେ ସାମିଲ ହେବ ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କଭରାତି।

 

୨୪.ସିରାଜଙ୍କ ବୋଲିଂରେ ଘାଇଲା କୋଲକାତା ନାଇଟ୍ ରାଇଡର୍ସ, ୮ ଓ୍ଵିକେଟ୍‌ରେ ଜିତି ପଏଣ୍ଟ ଟେବୁଲର ଦ୍ଵିତୀୟରେ ପହଞ୍ଚିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।

 

୨୫.ପାକିସ୍ଥାନରେ ଗୃହ ଯୁଦ୍ଧ ସ୍ଥିତି, ତେଜିଲା ଇମ୍ରାନଙ୍କ ବହିସ୍କାର ଦାବି।

 

 ୨୬.ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପାଇଁ ସମସ୍ୟା ବଢିଛି। ମୁମ୍ବାଇ ପୋଲିସ୍ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରିଛି।

 

 ୨୬.ଲକ୍‌ଡାଉନ୍‌ ଯୋଗୁଁ କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା! ଏପ୍ରିଲ ମାସରେ ୭୪% କମିଥିବା ବେଳେ ମେ ମାସରେ ୪୨%, ଜୁନ୍‌ରେ ୧୮%  ଏବଂ ଜୁଲାଇରେ ୧୯%  ଖସିଛି*

 

 ୨୭.ପୂର୍ବତନ ବିଧାୟକ, କଟକ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଗୁରୁପଦ ନଦଙ୍କର ଆତ୍ମାର ସଦ୍ଗତି କାମନା କାମନା କରିବା ସହ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତାଙ୍କର ଅମର ଆତ୍ମାକୁ ଶାନ୍ତି ମିଳୁ।

 

 ୨୮.ପୁଣି ଭାଇରାଲ ହେଲା ବରୁଣ ଗାନ୍ଧିଙ୍କ ଅଡିଓ କ୍ଲିପ୍, ନିଜ ଦଳର ନେତାଙ୍କୁ କହୁଛନ୍ତି ଅସଭ୍ୟ ଭାଷା!

 

 ୨୯.ଦୁର୍ଗା ପୂଜା ପେଣ୍ଡାଲରେ ଲାଗିଲା ଅଭିନେତା ସୋନୁ ସୁଦଙ୍କ ମୂର୍ତ୍ତି, ଜାଣନ୍ତୁ ଟ୍ବିଟ୍‌ କରି କ’ଣ କହିଲେ। ସେ କହିଛନ୍ତି ଏବେ ସୁଦ୍ଧା ଏହା ତାଙ୍କ ପାଇଁ ସବୁଠୁ ବଡ଼ ପୁରସ୍କାର।

 

 ୩୦.ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ସହକାରୀ ଯନ୍ତ୍ରୀ : ୧ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ ; ଯନ୍ତ୍ରୀଙ୍କ ନାଁରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ୧୯ ଟି ପ୍ଲଟ୍*

 

 ୩୧. ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପଞ୍ଚମୁଖୀ ଛକରେ ଥିବା ପୋଷ୍ଟ ଅଫିସର ଏଟିଏମରୁ ଟଙ୍କା କାଢିଲା ବେଳେ ଲୋକେ ଏକ ପାଞ୍ଚ ଫୁଟ ଲମ୍ବର ନାଗ ସାପ ଥିବାର ଦେଖିଲେ।

 

 ୩୨. ଘର ନିର୍ମାଣ ବେଳେ ଖସି ପଡି ଜୀବନ ହାରିଲେ ରାଜମିସ୍ତ୍ରୀ । ଏଭଳି ଦୁଃଖଦ ଘଟଣା ଘଟିଛି ସାଲେଭଟା ଫାଣ୍ଡି ଲୁହୂରାମୁଣ୍ଡା ଗାଁରେ I ମୃତ ବ୍ୟକ୍ତି ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଶୁଖା ଗାଁର ସୁରେନ୍ଦ୍ର ନାଏକ (୪୮ )।

 

 ୩୩.ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ତେଜୁଛି ଆନ୍ଦୋଳନ।  ଆଜି ସଂଧ୍ୟା ୬ଟାରୁ ୧୫ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ପ୍ରତିବାଦ ଜଣାଇବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like