-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||     

HOME   ଜିଲ୍ଲା

ଜଙ୍ଗଲ ଜମିରେ ଇଟାଭାଟି; ଜଙ୍ଗଲ ବିଭାଗ ନୀରବ, ବଲାଙ୍ଗିରର ଦକ୍ଷ ଜିଲ୍ଲାପାଳ ଦୃଷ୍ଟି ଦେବେ କି ?

22-May-2021



ବଲାଙ୍ଗୀର  (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ଝାଙ୍କର ପାଲି ପଞ୍ଚାୟତ ଅନ୍ତର୍ଗତ କୁଟୁମଡୁଲା ଗ୍ରାମରେ ଅନେକ ଇଟାଭାଟି ପୋଡ଼ା ଚାଲିଛି । ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ତେଲେନପାଲି ଗ୍ରାମର କେଶବ ନାମକ ଏକ ବ୍ୟକ୍ତି କୁଟୁମ୍ ଡୋଳା ଗ୍ରାମର ଆଲୋକ ସେଠ୍ ସହ ମିଶି ଜଙ୍ଗଲ ଜମି ଉପରେ ଦୁଇ ଲକ୍ଷ ରୁ ଉର୍ଦ୍ଧ୍ବ ର ଏକ ଇଟାଭାଟି କରିଛନ୍ତି । ଜଙ୍ଗଲ ରେ ଥିବା ନିମ୍ବ , କ , ଗଛ କୁ କାଟି ୧୦ ଟ୍ରାକ୍ଟର ରୁ  ଉର୍ଦ୍ଧ୍ବ କାଠ ଏହି ଇଟାଭାଟି ରେ ବ୍ୟବହାର କରି ଜଙ୍ଗଲ ଧ୍ବଂସ କରୁଥିବା ଭିଡିଓ ବଲାଙ୍ଗୀର ଡି ଏଫ୍ ଓ ଙ୍କୁ ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଫରେଷ୍ଟର ରାମଚନ୍ଦ୍ର ନାଏକ ଏବଂ ଜଣେ ଗାର୍ଡ ଉକ୍ତ ଇଟାଭାଟିକୁ ଯାଇ ସିଯର ଲିଷ୍ଟ ରେ ଇଟାଭାଟି ମାଲିକ କେଶବ ଏବଂ ଆଲୋକ ର ଦସ୍ତଖତ ନେଇ ଚାଲି ଆସିଥିଲେ । ସେହିଦିନ ସନ୍ଧ୍ୟା ରେ ଆଲୋକ ଏବଂ କେଶବ କୁ ବଲାଙ୍ଗୀର ରେଞ୍ଜ ଅଫିସ କୁ ଡକାଇ ଛାଡ଼ି ଦେଇଥିଲେ । ତେବେ ଚର୍ଚ୍ଚା ହୁଏ ଏମାନଙ୍କ ସହ ଫରେଷ୍ଟର ସଲାସୁତୁରା ହୋଇ ଛାଡ଼ି ଦେଇଥିଲେ । ଏହି ଡିଲ ରେ କୁଆଡେ ଜଙ୍ଗଲ ବିଭାଗ ର ବଡ଼ବଡ଼ିଆଙ୍କ ମଧ୍ୟ ଭାଗ ଥିବା ଫୁସୂର୍ ଫାସୂର୍ ଶୁଣିବାକୁ ମିଳେ । ଲକ୍ଷାଧିକ ଟଙ୍କାର ଗଛ କୁ ଶାଗ ଭାଜି ଦରରେ ବିକ୍ରୀ କରି ଜଙ୍ଗଲ ବିଭାଗ ମାଲେମାଲ ହେଉଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଗୋଟିଏ ବି ଇଟାଭାଟି ମାଲିକଙ୍କ ବିରୋଧରେ କେସ ରୁଜୁ ହୋଇ ନାହିଁ । ଇଟାଭାଟି ପାଇଁ ଗଛ କାଟୁଥିବା ଗଛ ଚୋର ମାନଙ୍କ ନାମରେ କେସ କରିବାପାଇଁ ଡି ଏଫ୍ ଓ ଙ୍କୁ କହିଥିଲେ ମଧ୍ୟ କେଊ କାରଣ ରୁ ଏମାନଙ୍କୁ ସୁରକ୍ଷା ଦେଉଛନ୍ତି ଏକ ପ୍ରଶ୍ନବାଚୀ । ଅନ୍ୟପକ୍ଷେ ବଲାଙ୍ଗୀର ରେଞ୍ଜର ବିଜୟ ଖୁଣ୍ଟିଆ ଗଛ କଟା ବାବଦକୁ ୨୨ ଲକ୍ଷ ରୁ ଉର୍ଦ୍ଧ୍ବ ଫାଇନ ଆଦାୟ କରି ବାହା ବାହା ନେଉଛନ୍ତି । ବୃକ୍ଷ କୁ ସୁରକ୍ଷା ଦେବା ପରିବର୍ତେ ବୃକ୍ଷ କଟାଳି ଠାରୁ ଫାଇନ ଆଦାୟ କରି ଜଙ୍ଗଲ ଧ୍ବଂସ ପାଇଁ ପ୍ରଶ୍ରୟ ଦେଉଥିବା ପରିଲକ୍ଷିତ ହୁଏ । ବଲାଙ୍ଗୀର ଡି ଏଫ୍ ଓ ସମୀର ଶତପଥୀଙ୍କୁ ବାରମ୍ବାର ଏ ସମ୍ପର୍କରେ ଅବଗତ କଲେ ମଧ୍ୟ ସେ କୌଣସି ପଦକ୍ଷେପ ନ ନେଇ ଚୁପ୍ ରହୁଥିବା ଦୁଃଖର ବିଷୟ । 

ତେବେ  ଜିଲ୍ଲାରେ ଛତୁ ଫୁଟିଲା ପରି ଗଢି ଉଠିଥିବା ଏପରି ବେଆଇନ ଇଟା ଭାଟି ଯୋଗୁଁ ଜିଲ୍ଲାର ଜଙ୍ଗଲ ସମ୍ପଦ ଧ୍ଵଂସ ହେବା ସହ ତାପମାତ୍ରା ବୃଦ୍ଧି ପାଉଛି l  ଏଥି ଯୋଗୁଁ ଜଙ୍ଗଳର ଜୀବଜନ୍ତୁ ସହର ମୁହାଁ ହେଉଛନ୍ତି lବଲାଙ୍ଗିର ଜିଲ୍ଲାର ଦକ୍ଷ ଜିଲ୍ଲାପାଳ ଯାହାଙ୍କୁ ନେଇ ବଲାଙ୍ଗିର ଜିଲ୍ଲାର ବିକାଶ ଅନେକାଂଶରେ ଗତିଶୀଳ, ସେ ସ୍ଵତନ୍ତ୍ର ଭାବେ ଏପରି କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବା ଆବଶ୍ୟକ l


News Comment




Photo in News

Advertisment
Lastest News
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026

You Might Also Like