-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
18-May-2021
ବଲାଙ୍ଗୀର(ପ୍ରେରଣା ଖବର) ; ବଲାଙ୍ଗୀର ବିଶିଷ୍ଟ ଚାଷୀ ନେତା ଡ. ସୁଧିର ପରିଚ୍ଚାଙ୍କ ପରଲୋକ । ଚିକିତ୍ସିତ ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ସୂଚନା । ସେ ଦୀର୍ଘ ଦିନ ଧରି ଯକୃତ ରୋଗରେ ପୀଡିତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଜିଲ୍ଲା କୃଷକ ମହାସଂଘର ସଭାପତି ଶ୍ରୀ ପରିଚ୍ଛା ଜିଲ୍ଲାର ଅଗଣିତ ଚାଷୀ ଭାଇ ମାନଙ୍କ ଅଧିକାର ପାଇଁ ଲଢେଇ କରି ଆସୁଥିଲେ l ଚାଷୀ ନେତା ଶ୍ରୀ ପରିଛାଙ୍କ ଅକାଳ ବିୟୋଗ ରେ ବଲାଙ୍ଗିର ଜିଲ୍ଳାରେ ଶୋକର ଛାୟା ଖେଳିଯାଇଛି l