-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
16-May-2021
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗୀର କଂସାରୀ ପଡା ନିବାସୀ ଅବସରପ୍ରାପ୍ତ ଜୀବନ ବୀମା କମ୍ପାନୀର ଡି. ଓ ଶ୍ରୀ ଗୋପାଳ ଚନ୍ଦ୍ର ଗୁରୁଙ୍କ ଧର୍ମପତ୍ନୀ ଶ୍ରୀମନ୍ତନୀ ଗୁରୁ ଙ୍କ ଆଜି ଦେହାନ୍ତ ହୋଇଯାଇଛି। ଶ୍ରୀମତୀ ଗୁରୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ l ସେ ଜଣେ ମିଷ୍ଟଭାଷୀ ଓ ଧର୍ମପରାୟଣା ମହିଳା ଭବରେ ପରିଚିତ ଥିଲେ l ମୃତ୍ୟୁ ଖବର ପ୍ରଚାର ହେବା ପରେ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପାଞ୍ଚ ଟି ଝିଅ ଅଞ୍ଜଲି, କିରଣ, ଟିନା, ମୁକୁଲ ଓ ପାରୁଲ ସମସ୍ତେ ବିବାହିତ। ପାଞ୍ଚଟି ଝିଅ ମଧ୍ୟରେ ନାମକରା କବୟତ୍ରୀ ଭବରେ ମୁକୁଲ୍ ମିଶ୍ର ବେଶ୍ ଜଣାଶୁଣା ଅଟନ୍ତି ।