-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
କଟକ, କିଶନନଗର: କୋଭିଡ୍ କଟକଣା ଉଲଘଂନ କରି କଟକ ଜିଲ୍ଲା କିଶନନଗର ବ୍ଲକ ସ୍ଥିତ ସାପ୍ତାହିକ ହାଟରେ 1000 ରୁ ଉର୍ଦ୍ଧ୍ବ ଲୋକ ସମାଗମ ହୋଇ ପାରିବ କିଣୁଥିବା ବେଳେ କିଶନନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହାଟ ଟିକୁ ସମ୍ପୂର୍ଣ ରୂପେ ବନ୍ଦ କଲେ।ଆଗାମୀ 19 ତାରିଖ ପର୍ଯ୍ୟନ୍ତ ଏଠାରେ କୌଣସି ହାଟ ବସିପାରିବ ନାହିଁ ବୋଲି ପୋଲିସ ସୂଚନା ଦେଇଥିଲେ।ସେପଟେ ପୋଲିସ ର ଏଭଳି କାର୍ଯ୍ୟକୁ ନେଇ ଚାଷୀ ଓ ବେପାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।( ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)