-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
ନୂଆପଡା(ପ୍ରେରଣା ଖବର) : କରୋନା ମହାମାରୀ ବର୍ତମାନ ସହରାଞ୍ଚଳ ରୁ ଯାଇ ଗ୍ରାମାଞ୍ଚଳ ର ଗଲିକନ୍ଦି କୁ ବ୍ୟାପିବାରେ ଲାଗିଲାଣି l ସବୁଠାରୁ ଚିନ୍ତାର ବିଷୟ ପାଲଟିଛି କୋମଳମତି ଶିଶୁ ମାନଙ୍କ ଉପରେ କରୋନାର ଦ୍ଵିତୀୟ ଲହରୀ ର କୁପ୍ରଭାବ l
ଅଭିଯୋଗରୁ ପ୍ରକାଶ ଯେ, ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ଦୁଇ ଗୋଟି ଅନାଥା ଆଶ୍ରମ କୁ ଛୁଇଲା କରୋନା
ଦୁଇ ଆଶ୍ରମ ର ୩୪ ଜଣ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହୋଈଥିବା ଜଣାପଡିଛି l
ଆଶ୍ରମରେ ସ୍ୱତନ୍ତ୍ର କୋଠରୀ ରେ ଶିଶୁ ଙ୍କ ଚାଲିଛି ଚିକିତ୍ସା