-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ବ୍ରହ୍ମପୁର: ଓଡିଶା ବ୍ରାହ୍ମଣ ସମିତି ତଥା ସଂକଳ୍ପ ବ୍ରାହ୍ମଣ ଏକତା ଅଭିଯାନ ମାଧ୍ୟମରେ ଆଜି ବ୍ରହ୍ମପୁର ବେଦ ପାଠଶାଳା ରେ ଝୁପୁଡି ବସ୍ତି ରେ ବାସ କରୁଥିବା ପଚାଶ ପରିବାର କୁ ରାସନ ସାମଗ୍ରୀ ବଣ୍ଟନ କରାଗଲା ସେଥିରେ ଓଡିଶା ବ୍ରାହ୍ମଣ ସମିତି ର ସଭାପତି ସେବାପ୍ରେମୀ ପ୍ରାଚାର୍ଯ୍ଯ ମନୋଜ ପାଣିଗ୍ରାହୀ ଓ କର୍ମକର୍ତ୍ତା ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ପାଢୀ,ଜଗତଜିତ୍ ପାଢୀ,ରାକେଶ କୁମାର ପାଢୀ, ନାରାୟଣ ଶତପଥୀ,ମନୋଜ ମିଶ୍ର, ଓମ୍ ପାଢୀ ପ୍ରମୁଖ ସହାୟତା କରିଥିଲେ । (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)