-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ବେଗୁନିଆପଡା (ଉମା ମହାରଣା) :ଗଞ୍ଜାମ ଜିଲ୍ଲା ର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଏସ.ଛଚିନା ଗ୍ରାମରେ କରୋନା ର ଭୟାବହ ସ୍ଥିତିକୁ ନେଈ ଗ୍ରାମଦେବିଙ୍କ ପୀଠରେ ଆଜି ଏସ ଛଚିନା ଗ୍ରାମର ସମସ୍ତ ଜନସାଧାରଣ ତଥା ବାହାର ଗ୍ରାମର ମଧ୍ୟ କିଛି ଲୋକ ଏହି ପୂଜାରେ ଅଂଶ ଗ୍ରହଣ କରିଛନ୍ତୀ ା
ଯାହା ବି ହେଉ ଗ୍ରାମବାସିଙ୍କର ଏଭଳି ଜଗତର କଲ୍ୟାଣ ପାଇଁ ଗ୍ରାମବାସି ଙ୍କୁ ଧନ୍ୟ ବାଦ୍ ଜେତେ ଦେଲେ ମଧ୍ୟ ତାହା କମ୍ ହେବ ା କିନ୍ତୁ କୁ ସାନ୍ତି କରିବା ପାଈଁ ଗ୍ରାମ ଦେବତି ଙ୍କ ପାଖରେ ପୂଜା କରାଯାଉଛି ନା କରୋନା ମହାମାରି ନିଜ ଗ୍ରାମରେ ଭୟାବହ ସୂଷ୍ଟି କରିବାକୁ ନିମନ୍ତ୍ରଣ କରାଯାଉଛୀ । ପୁରା ଯାକ ଜକମର ସହକାରେ ପ୍ରାତଃରୁ ଗଜା ମୁଆ, ପଣା ,ମାଟି ପ୍ରତିମା ଧରି ଗ୍ରାମ ପରିକ୍ରମା କରିଥିଲେ । ଠାକୁରାଣୀ ଙ୍କ ପୀଠରେ ବିଭିନ୍ନ ଦେବଦେବୀ ଙ୍କୁ ଆଵାହନ କରାଯାଇ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲ। ଏହି ପୂଜା ଦେଖିବା ପାଈଁ ଆଖପାଖ ଗ୍ରାମର ରୁ ମଧ୍ୟ ଲୋକ ଙ୍କ ଭିଡ ଜୁମିଥିଲା । ଏଭଳି ସମ୍ପ୍ରତିକ ପରିସ୍ଥିତି ରେ କରୋନା ମହାମାରୀ ଭଳି ବିପତ୍ତିରୁ ଜଗତବାସୀ ଙ୍କୁ ଉଦ୍ଧାର କରିବା ସହ ଜଗତର କଲ୍ୟାଣ ପାଇଁ ଏହି ଯଜ୍ଞ ଅନୁଷ୍ଠିତ କରାଯାଈଛୀ । କୋଭିଡ ସମୟରେ ଗାଇଡ଼ ଲାଇନ ପାଳନ ନକରି ଏଭଳି କାର୍ଯ୍ୟ କରିଥିବାରୁ ଏହା ସାଧାରଣରେ ଏକ ମନରେ ଛନକା ସୂଷ୍ଟି ହେଉଛି ା କାଳେ କୁଆଡେ ଜଗତ ବାସି କରୋନା ଜାଲରେ ଛନ୍ଦି ହେଉନାହାନ୍ତି ତ ତାହାହେଲେ ଏଠିକାର ସ୍ଥାନିୟ ପ୍ରଶାସନ କରୁଛି କଣ ା ନା ସ୍ଥାନିୟ ପ୍ରଶାସନ କିଛି ହାତଗୁଞ୍ଜା ପାଈ ନିରବତା ସାଜି ବସିଥିବା ଏହା ସାଧାରଣରେ ସନ୍ଦେହ ଉପୁଜୁଛି ା
ଏଭଳି କରୋନା ମହାମାରି ର ବିପତି ସମୟରେ ପ୍ରଶାସନ ପକ୍ଷରୁ କରାଯାଈଥିବା କଡା କଟକଣା ମଧ୍ୟରେ ପୁରା ନିଅାରା ଢଙ୍ଗ ରେ ସହସହ ଲୋକଙ୍କ ଦ୍ୱାରା କରା ଯାଉଥିବା ଯଜ୍ଞ କର୍ମ କୁ ମଧ୍ୟ ଯେତିକି ପ୍ରସଂସା କରିବା କଥା ତାଠାରୁ ଅଧିକ ନିନ୍ଦା କରାଯାଉଛି ା ଏଭଳି କରୋନା ର ପରିସ୍ଥିତିରେ ସାମାଜିକ ଦୁରତା ଅଛି ନା କାହାରି ମୁହଁରେ ମାସ୍କ ଅଛି ା ଏଠି ସାଧାରଣରେ ପ୍ରଶ୍ନ ଉଠୁଛି କରୋନା ମହାମାରି