-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
03-May-2021
ଭୁବନେଶ୍ବର (ଶୁଭାଶିଷ ନାୟକ) ପଶ୍ଚିମବଙ୍ଗରେ ଫଳାଫଳ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା: କହିଲେ- ଆଶାନୁରୂପ ଫଳ ମିଳିନଥିଲେ ମଧ୍ୟ ସନ୍ତୋଷଜନକ ପ୍ରଦର୍ଶନ କରିଛୁ, ଆସନ ସଂଖ୍ୟା ବଢ଼ିଛି, ଓଡ଼ିଶାକୁ ଫୋକସ କରାଯାଇଛି, ଓଡ଼ିଶା ପାଇଁ କେନ୍ଦ୍ରୀୟ ନେତୃତ୍ୱ ରଣନୀତି ତିଆରି କରୁଛନ୍ତି.