-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||     

HOME   ଜିଲ୍ଲା

ଶୋକାକୂଳ ପରିବେଶରେ ଚୁମକି ବାଗର ଅନ୍ତିମ ସଂସ୍କାର (ପରିବାରକୁ ୨୦ଲକ୍ଷ ଟଙ୍କା ସହାୟତା ଏବଂ ଶ୍ରମ ଅଧିକାରୀଙ୍କ ନିଳମ୍ବନ ଦାବି)

24-Apr-2021



ବଲାଙ୍ଗିର,(ପ୍ରେରଣା ଖବର) ଭୋକର ଦାଉରୁ ବଂଚିବା ପାଇଁ ଚୁମକି ବାଗ ନିଜର ଦୁଇଟି ଛୋଟ ଝିଅ ଏବଂ ପେଟରେ ଏକ ପିଲା ଧରି ସ୍ୱାମୀ, ଶାଶୁ ସହ ଇଟାକାମ ପାଇଁ ସୁଦୁର ହାଇଦ୍ରାବାଦ ଯାଇଥିଲା । ପ୍ରସବ ସମୟ ହେବାରୁ ମୁରିବାହାଲ ବ୍ଲକର ନିଜ ଗାଁ ବାରବନ୍ଧକୁ ଫେରୁଥିଲା । ବାଟରେ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ବିଶାଖାପାଟଣାର ଏକ ନସିଂହୋମରେ ଭର୍ତ୍ତି ହୋଇଥିଲା । ସେଠାରେ ଚୁମକିର ମୃତ୍ୟୁ ଘଟିଥିଲା । ନସିଂହୋମର ପ୍ରାପ୍ୟ ଘରକୁ ଚୁମକିର ଶବକୁ ଆଣିବା ପାଇଁ ସ୍ୱାମୀ ପାଖରେ ଅର୍ଥ ନ ଥିଲା । ସାମାଜିକ କର୍ମୀ ସୁଷମା ବଏଙ୍କ ଠାରୁ ଖବର ପାଇ ଗଣ୍ଡାବଜା ଚୁମକିର ଶବ ଗାଁକୁ ଆଣିବା ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶାସନ, ବିଭାଗୀୟ ମନ୍ତ୍ରୀଙ୍କ ଜଣାଇଥିଲା । କିଛି ସୁଫଳ ମିଳିନଥିଲା । ଗଣ୍ଡାବଜାର ଅନୁରୋଧ କ୍ରମେ ସାମାଜିକ କର୍ମୀ ଯୁଗଲାଲ ନନ୍ଦ, ଭାରତୀୟ ରାଷ୍ଟ୍ରୀୟ ଦଳିତ ସଭାର ସଭାପତି ମିଳନ ଦାସଙ୍କୁ ଘଟଣାଟି ଅବଗତ କରାଇଥିଲେ । ମିଳନ ଦାସ ସାମାଜିକ କର୍ମୀ ଷ୍ଟାଲିନଙ୍କ ସହ ଯୋଗାଯୋଗ କରିଥିଲେ । ସାମାଜିକ କର୍ମୀ ଷ୍ଟାଲିନ୍ ଆମ୍ବୁଲାନ୍ସ ଭଡା ବାବଦକୁ ୨୪ହଜାର ଏବଂ ବାଟଖର୍ଚ୍ଚ ବାବଦକୁ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଫଳରେ ଚୁମକିର ଶବ ଗାଁକୁ ଆସିପାରିଥିଲା । ବାପା, ମାଆଙ୍କ ଏକମାତ୍ର ଝିଅ ଚୁମକି ଦୁଇଟି ଛୋଟ ଛୁଆକୁ ଛାଡି ଯାଇଛି । ଶୋକାକୂଳ ପରିବେଶରେ ଚୁମକିର ଶବ ସତ୍କାର କରାଯାଇଛି । ବିନା ପଞ୍ଜିକରଣରେ ଦାଦନ ଯାଇଥିବାରୁ ଅନେକ ସରକାରୀ ସୁବିଧାରୁ ବଂଚିତ ହେବେ ଚୁମକି ର ପରିବାର । ଅସେଚନ ଦାଦନକୁ ସଚେତନ କରି ପଞ୍ଜିକରଣ ମାଧ୍ୟମରେ ଦାଦନ ଚାଲାନ ନିୟମ ଥିଲେ ମଧ୍ୟ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଦଲାଲ ସାଜି ଥିବାରୁ ସମ୍ଭବ ହେଉନାହିଁ । ଚୁମକି ପରି ଅତିତରେ ଅନେକ ଲୋକର ଜିବନ ଯାଇଥିଲେ ମଧ୍ୟ ଶ୍ରମ ବିଭାଗର ଚେତା ପଶୁ ନାହିଁ । ଚୁମକିର ମୃତ୍ୟୁ ପାଇଁ ପରୋକ୍ଷରେ ଜିଲ୍ଲା ଶ୍ରମ ଅଧିକାରୀ ମଧ୍ୟ ଦାୟୀ । ଏଣୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ତୁରନ୍ତ ଚାକିରିରୁ ନିଳମ୍ବନ କରିବାକୁ ‘ଗଣ୍ଡାବଜା’ ପତ୍ରିକାର ସଂପାଦକ ତ୍ରିଲୋଚନ ନନ୍ଦ ଦାବି କରିଛନ୍ତି । ‘ଗଣ୍ଡାବଜା’ ବିକଳାଙ୍ଗ ହିମାଦ୍ରୀ ସୁନା ର ଦୁଷ୍କର୍ମ ଗର୍ଭବତୀ ଘଟଣା, ସ୍ନେହଲତା ଦୁଷ୍କର୍ମ ହତ୍ୟା ଘଟଣା, ଚୁମକିର ମୃତ୍ୟୁ ଘଟଣା ଓ ଜିଲ୍ଲାରେ ନିସ୍ପେଷିତଙ୍କ ସ୍ୱର ଭାବରେ ଠିଆ ହେବାକୁ ପ୍ରୟାସ ଜାରି ରଖିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026

You Might Also Like