-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଆସନ୍ତା ଶିଶୁ ଦିବସ, ୧୪ ନଭେମ୍ବର ଠାରୁ  ଓଡିଶା ଗାନ୍ଧୀ-ନେହେରୁ-ମଧୁସୂଦନ ପ୍ରାଥମିକ ବିଦ୍ୟାଳୟ ବଂଚାଅ ପଦଯାତ୍ରା

19-Oct-2020



ବଲାଙ୍ଗିର: ୧୯.୧୦(ସନ୍ତୋଷ ଠାକୁର)- ଆଜି ଓଡିଶାର ପ୍ରାଥମିକ ବିଦ୍ୟାଳୟ ବନ୍ଦ ଏବଂ ମିଶ୍ରଣ ବିରୁଦ୍ଧରେ ଓଡିଶା ବନ୍ଦ ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଓ ଆଗଲପୁର ବ୍ଲକରେ ସଫଳ ରହିଛି । ଝଡଟୁପାଲି ଅଭିଭାବକ ଏବଂ ଗ୍ରାମବାସୀ ପାଟଣାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସ୍କୁଲ ବନ୍ଦ କରିବା ବିରୁଦ୍ଧରେ ର‌୍ୟାଲି ସହ ବିକ୍ଷୋଭ କରି ଦୋକାନ ବଜାର ଓ ଅଫିସ ଗୁଡିକ ବନ୍ଦକରିଛନ୍ତି । ସେହିଭଳି ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ ଅଭିଭାବକ ଓ ଗ୍ରାମବାସୀ ଆଗଲପୁର ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରି ଦୋକାନ ବଜାର ବନ୍ଦ କରିଛନ୍ତି ।  ସଇଁନ୍ତଳା  ବ୍ଲକରେ ସିନାଖମନ ପ୍ରାଥମିକ ବିଦ୍ୟାଳୟ,  ଦେଓଗାଁ ବ୍ଲକରେ ଚିପାକାନୀ ପ୍ରାଥମିକ ବିଦ୍ୟାଳୟ, ଲୋଇସିଂହା ବ୍ଲକରେ ଜଟିପାଲି ପ୍ରାଥମିକ ବିଦ୍ୟାଳୟ ଅଭିଭାବକ ଏବଂ ଗ୍ରାମବାସୀ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।  ସର୍ବ ଶିକ୍ଷା ଅଭିଯାନ ତଥା ମୁକ୍ତ ଓ ବାଧ୍ୟତାମୂଳକ ସମ୍ବିଧାନିକ ମୌଳିକ ଶିକ୍ଷା ଅଧିକାର ବିରୁଦ୍ଧରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନାମରେ ବଲାଙ୍ଗିର ଜିଲ୍ଲାର ୨୯୬ ବିଦ୍ୟାଳୟ ସମେତ ବୌଦ୍ଧ, ନବରଙ୍ଗପୁର, ଗଜପତି, ବରଗଡ, ଢେଙ୍କାନାଳ ଜିଲ୍ଲର ହଜାର ହଜାର ବିଦ୍ୟାଳୟଗୁଡିକୁ ବନ୍ଦ କରିବାକୁ ଗଣ ଏବଂ ସ୍କୁଲ ଶିକ୍ଷା ବିଭାଗ ନିଷ୍ପତି ନେଇଥିବା ବିରୁଦ୍ଧରେ  ବଲାଙ୍ଗିର ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ତଥା ଗାଁ ମାନଙ୍କରେ ଅଭିଭାବକ ବନ୍ଦ ଡାକରାକୁ ସଫଳ କରାଇଛନ୍ତି । ଭାରତ ସରକାରଙ୍କ ନୀତି ଆୟୋଗଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟର ମିଶ୍ରଣ କାର୍ଯ୍ୟକ୍ରମ ରେ ଓଡିଶାର ଗ୍ରାମୀଣ ଏବଂ ସ୍ଥାନୀୟ ବିଦ୍ୟାଳୟ ବନ୍ଦ ହୋଇଯାଉଛି । ପ୍ରଥମ କ୍ଲାସ ରୁ ୫ମ ପର୍ଯ୍ୟନ୍ତ କୁନୀ କୁନୀ ଛାତ୍ର ଛାତ୍ରୀ ଅନ୍ୟ ଗାଁ ସ୍କୁଲକୁ ଯାଇ ପାରିବେ ନାହିଁ । ବିଶେଷତଃ ଗାଁ ଲୋକେ ଚାଷୀ, ମୂଳିଆ ଓ ଶ୍ରମିକ ଶ୍ରେଣୀର ହୋଇଥିବାରୁ ନିଜ ଛୋଟ ପିଲାଙ୍କୁ ଅନ୍ୟତ୍ର ଗାଁକୁ ନେବା ଆଣିବା ପାଇଁ ବହୁ ଅସୁବିଧା ହେବ । ଯାହାଦ୍ୱାରା ଛାତ୍ର ଛାତ୍ରୀ ଶିକ୍ଷାର ମୌଳିକ ଅଧିକାର ରୁ ବଂଚିତ ହୋଇ ରହିଯିବେ । ଓଡିଶା ସରକାରଙ୍କ ଘୋଷିତ ଯାତାୟତ ଖର୍ଚ୍ଚ ବାବଦକୁ ୫୦୦ଟଙ୍କାର କୌଣସି ମୂଲ୍ୟ ନାହିଁ ।  ନିଜ ଗାଁ ରୁ ଅନ୍ୟ ଗାଁ ସ୍କୁଲ ର ଦୂରତା ୨-୫ କି.ମି ରାସ୍ତାଜନିତ ଆପଦ ଯେପରି ପଶୁ ଆକ୍ରମଣ (ଗାଇ-ଗୋରୁ, ଭାଲୁ, ବାଘ, ଗଧିଆ, ମାଙ୍କଡ) ଛୁଆଚୋର ସହ ରସ୍ତାଜନିତ ଦୂର୍ଘଟଣା ଭଳି ବିପଦସଙ୍କୁଳ ଅଟେ । ଦୀର୍ଘ ବର୍ଷ ବର୍ଷ ଧରି ନିଜ ଗାଁ ର ଚାଟଶାଳି କୁ ବନ୍ଦ କରିବା ତଥା ସେହି ସ୍ଥାନରେ ଘରୋଇ ବିଦ୍ୟାଳୟର ସ୍ଥାପନାକୁ ପ୍ରୋତ୍ସ୍ନାହନ ଦେବା ଗରୀବ ଶ୍ରେଣୀର ଜନ ସାଧାରଣଙ୍କ ପିଲାଙ୍କର ନୀତି ଓଡିଶା/ଭାରତ ସରକାର ବନାଇଛନ୍ତି । ଆଜିର ଓଡିଶା ବନ୍ଦ କାର୍ଯ୍ୟକ୍ରମରେ  ଭିଲେଜର୍ସ ଇଣ୍ଡିଆ ପାର୍ଟି ଓଡିଶା କନିଷ୍ଠ ଆଶାୟୀ ଶିକ୍ଷକ ସଂଘ, ଓଡିଶା ପ୍ରାଥମିକ ବିଦ୍ୟାଳୟ ବଂଚାଅ ସମିତି, ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଧାରଣା ଏବଂ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଆସନ୍ତା ଶିଶୁ ଦିବସ, ୧୪ ନଭେମ୍ବର ,୨୦୨୦ ଠାରୁ ଉକ୍ତ ସଂଗଠନ ସହ ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ଗାନ୍ଧୀ-ନେହେରୁ-ମଧୁସୂଦନ ଓଡିଶା ପ୍ରାଥମିକ ବଂଚାଅ ପଦଯାତ୍ରା ଆରମ୍ଭକରି ପ୍ରତ୍ୟେକ ବନ୍ଦ ହେବାକୁ ଥିବା ୩୦ଗୋଟି ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ପଦଯାତ୍ର ପହଂଚାଇ ଭୁବନେଶ୍ୱର ରାଜଧାନୀରେ ପ୍ରାଥମିକ ବିଦ୍ୟାଳୟ ବଂଚାଅ ତଥା ବିଦ୍ୟାଳୟ ବନ୍ଦ କରିବା ନିଷ୍ପତି କୁ ଫେରେଇନେବା ପାଇଁ ଏକ ବିରାଟ ର‌୍ୟାଲିର ନିଷ୍ପତି ନିଆଯାଇଛି । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like