-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
19-Oct-2020
ରାଉରକେଲା :୨୪ ଲଷ ଟଙ୍କା ଲୁଟ ଉଦ୍ୟମ ଵିଫଳ। ତାରିଣୀ ମନ୍ଦିର ନିକଟରେ ଯୁବକକୁ ଆକ୍ରମଣ କରି ଲୁଟ ଉଦ୍ୟମ ବିଫଳ। ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁଁ ଲୁଟ ବିଫଳ। ଦୁଇଜଣ ଦୁର୍ବୃତ୍ତ ଜଣେ ଯୁବକକୁ ମାରଣାସ୍ତ୍ର ରେ ଆକ୍ରମଣ କରି ଟଙ୍କା ଲୁଟି ନେବାକୁ ଉଦ୍ୟମ କରିଥିଲେ। ଆକ୍ରମଣରେ ଆହତ ଯୁବକ ସରକାରୀ ଚିକିତ୍ସାଳୟ ରେ ଭର୍ତ୍ତି। ରଘୁନାଥପାଲି ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ।