-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଝିଅ ବି କମ୍ ନୁହନ୍ତି ଗରିବ ଲୋକଙ୍କର ଶବ ସତ୍କାର ପାଇଁ ଆଗେଇ ଆସିଲେ ସ୍ଵେଚ୍ଛାସେବୀ ବିନୀତା ଦାଶ

19-Oct-2020



କଳାହାଣ୍ଡି /ଭବାନୀପାଟଣା(ତ୍ରିନାଥ ବେଶ୍ରା) - ଝିଅମାନେ ପୁଅଙ୍କ ଠାରୁ କୋଣସି ଗୁଣରେ କମ୍ ନୁହଁନ୍ତି । ମହାମାରୀ ବେଳେ ଅଣ କୋଭିଡ଼ ମୃତ୍ୟୁ ହେଲେ ବି ପୁରୁଷମାନେ ଶବ ସତ୍କାର କରିବା ପାଇଁ ବାହାରୁ ନାହାନ୍ତି । ଏଭଳି ସମୟରେ ଜଣେ ସ୍ଵେଚ୍ଛାସେବୀ ଝିଅ ଜଣେ ଗରିବ ଲୋକଙ୍କର ସତ୍କାର ପାଇଁ ଆଗେଇ ଆସିିବା ଘଟଣା ଚର୍ଚ୍ଛାର ବିଷୟ ହୋଇଛି । ମାନବିକତା ମରିନାହିଁ ମହାମାରୀ କରୋନା ଢେଣା ମେଲାଇ ମାନବ ସମାଜକୁ ଗ୍ରାସକରିଚାଲିଛି । ଘରୁ ପଦାକୁ ବାହାରିବା ପାଇଁ ଲଷ୍ମଣ ରେଖା ଟାଣି ଦେଇଛି । ହେଲେ ସୁଧା ମାନବିକତା କୁ କରୋନା ମାରି ପାରିନାହିଁ । ଏହାର ଉଦାହରଣ ଆଜି ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସ୍ଥୀତ ରାମସାଗର ପଡ଼ା ୫ ନଂ ୱାର୍ଡ ର ବାସକରୁଥିବା ମିନିକେତନ ମାଝୀ ଙ୍କ ୭୫ ବର୍ଷ ଏବଂ ତାଙ୍କ ପୁଅ କୁ ୨୫ ବର୍ଷ ସେ ମାନସୀକ ବିକୃତି ରୋଗୀ । ଏମାନେ ବାପା ପୁଅ ଙ୍କୁ ଛାଡି ଦେଲେ ତାଙ୍କର କିଏ ନାହାନ୍ତି ।

ହଠାତ ତା ୧୭-୧୦-୨୦୨୦ରିଖ ରାତିରେ ମିନିକେତନ ମାଝୀ ଙ୍କ ମୃତ୍ୟୁ ହୋଇଥିଲା ସକାଳୁ ଘଟଣା ଜଣାପଡ଼ିବା ପରେ ବାହାଦୂର ବଗିଚାପଡ଼ା ୱାର୍ଡ ନଂ ୫ ରହୁଥିବା ନାରୀ ନେତ୍ରୀ ସ୍ଵେଚ୍ଚା ସେବୀ ତଥା ଭବାନୀପାଟଣା ସଖୀ ସଖା ପରିଚାଳକ ସୁଶ୍ରୀ ବୀନୀତା ଦାଶ ସେ ସ୍ଥାନରେ ପହଞ୍ଚି ଶବ ସତକାର କରିବା ପାଇଁ ସମସ୍ତ ପ୍ରକାରର ସାହାର୍ଯ୍ୟ ସହଯୋଗ କରିବା ସହ ଶବ ନେଇ ଭବାନୀପାଟଣା ସହରରେ ଉପଖଣ୍ଡରେ ଥିବା ମସାଣୀ କୁଯାଇ । କାର୍ଯ୍ୟ ସମାପନ ପର୍ଯ୍ୟନ୍ତ ରହିଥିଲେ । ଜଣେ ନାରୀ ହୋଇ ରହିଏକ ମଣିଷ ପଣିଆ କରିଥିବାରୁ ପଡ଼ା ତଥା ସହରର ବୁଦ୍ଧୀଜୀବି ମହଲରୁ ପ୍ରଶଂସାର କରାଯାଇଛି । ସେଇ ପରି ଘଟଣା ଜାଣିବା ପରେ ସ୍ଵେଚ୍ଚା ସେବୀ ଜଗନ୍ନାଥ ନାଏକ . ବିକାଶ ନାୟକ . ଶଂଗ୍ରାମ କେଶରୀ ପାତ୍ର . ଲକ୍ଷ୍ମୀ ବାଗ . ମଧୁସୂଦନ ମହାପାତ୍ର ,ଚୈତନ୍ୟ ନାଏକ ତାଙ୍କର ସହଯୋଗୀ ସହ ପହଞ୍ଚି ଅନ୍ତେଷ୍ଠ କ୍ରିୟା ସମାପନ ରେ ସହଯୋଗ କରିଥିଲେ ।।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like