-+91-9937148622 |

prerana_bgr@rediffmail.com |

  Monday 11th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା   (11-May-2026)       ||      ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ୧୩ରୁ   (11-May-2026)       ||      ପ୍ରଭାତଙ୍କ ବିରୋଧୀ ଅଣନିଶ୍ୱାସୀ, ଦଳରେ ନଥାଇ ମଧ୍ୟ ଜନ ମନରେ ପ୍ରଭାତ, ବିଜେଡି ଛାଡି ପ୍ରଭାତଙ୍କ ସାଥିରେ ହଜାର ହଜାର କର୍ମୀ    (11-May-2026)       ||      ରାଜ୍ୟରେ ବଢ଼ିଚାଲିଥିବା ଭିଡ଼ ହିଂସା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   (11-May-2026)       ||      ଯୁବୋଦୟ ଲିଡ୍ ସ୍କୁଲର ପାଞ୍ଚ ଦିନିଆ ଗ୍ରୀଷ୍ମକାଳୀନ କର୍ମଶାଳା   (11-May-2026)       ||      ୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (11-May-2026)       ||      ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ତୃତ ଆଲୋଚନା    (11-May-2026)       ||      ଅଭିଯୁକ୍ତକୁ ଅଟକରଖି ପୋଲିସକୁ ଦେଇଥିଲେ ଜିମା, ମୋଟୁ ପୋଲିସ ର ଅଧିକ ତଦନ୍ତ ଜାରି   (11-May-2026)       ||      କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   (11-May-2026)       ||      ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   (10-May-2026)       ||      ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   (10-May-2026)       ||      ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (10-May-2026)       ||      ଆମ ଢେଙ୍କାନାଳ- ଆମ ଗୌରବ   (10-May-2026)       ||      ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   (10-May-2026)       ||      ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   (10-May-2026)       ||      ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ    (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   (10-May-2026)       ||      ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   (10-May-2026)       ||      *ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   (10-May-2026)       ||     

HOME   ଜିଲ୍ଲା

ଧଣ୍ଡାମାଲ, ରାମଚନ୍ଦ୍ରପୁର ପଞ୍ଚାୟତରେ ପଇବା ପାଣୀ ପ୍ରକଳ୍ପ ଭିତ୍ତିପ୍ରସ୍ତର ଦେଲେ ନରସିଂହ-     ପ୍ରତ୍ୟେକ ଅଂଚଳରେ ପାଇପ ପାଣି ,ବିଜୁଳି ଓ ରାସ୍ତା ସୁନିଶ୍ଚିତ କରାଯିବ 

16-Apr-2021



ବଲାଙ୍ଗିର, ସ୍ୱଚ୍ଛ ପିଇବା ପାଣି ପାଇବା ଲୋକଙ୍କ ମୌଳିକ ଅଧିକାର ଏଣୁ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ମ୍ୟୁନିସିପାଲିଟି ତଥା ବ୍ଲକ ଅଂଚଳରେ ଥିବା ପ୍ରତ୍ୟେକ ଘରକୁ ପାଇପ ଯୋଗେ ପଇବା ପାଣି ଯୌାଗାଇବା କାର୍ଯ୍ୟ ହାରକୁ ନିଆଯାଇଛି । ତା ସହିତ ପ୍ରତ୍ୟେକ ଗାଁକୁ ରାସ୍ତା ଓ ଘରକୁ ବିଜୁଳି ଲାଗିବା ମ୍ୟ ସୁନିଶ୍ଚିତ କରାଯିବ ବୋଲି ଆଜି ଦେଓଗାଁ ବ୍ଲକ ସ୍ତିତ ଧଣ୍ଡାମାଲ ଓ ରାମଚନ୍ଦ୍ରପୁର ପଞ୍ଚୟତରେ ପିଇବା ପାଣି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ମାନ୍ୟବର ବଲାଙ୍ଗିର ବିଧୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଜିଲ୍ଲା ଗ୍ରମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିନରେ ଜଳ ଜିବନ ମିଶନ କାର୍ଯ୍ୟକ୍ରମ ଦ୍ୱାରା କରାଯାଇଥରବା ଏହି ଯୋଜନାରେ ଦେଓଗାଁ ବ୍ଲକର ଧଣ୍ଡାମାଲ ଓ ଅନ୍ତର୍ଡା ଠାରେ ୭୯.୬୩ ଲକ୍ଷ ଟଙ୍କା, ରାମଚନ୍ଦ୍ର ପୁର ପଞଚୟତ ର ପରୁଆଭାଡି ଟାରେ ୫୦.୦୯ ଲକ୍ଷ ଟଙ୍କା, ଧଣାଡାମାଲ ପଞ୍ଚାୟତର ଡଙ୍ଗରପଡା ପାଇଁ ୮୮.୨୨ ଲକ୍ଷ ଏବଂ ଏହି ପଞ୍ଚାୟତର ବିଲାସପୁର ଗ୍ରାମରେ ୬୮.୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଲରେ ପ୍ରକଳ୍ପ ତିଆରି ହେବ । ଏସବୁ ପ୍ରକଳ୍ପ ଦ୍ୱାରା ରାମଚନ୍ଦ୍ରପୁର ର ପରୁଆଭାଡି, ଧଣ୍ଡାମାଲ ପଞ୍ଚାୟତର ଧଣ୍ଡାମାଲ ଡଙ୍ଗରପଡା, ଅନ୍ତର୍ଡା ଓ ବିଲାସପୁର ର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପିଇବା ପାଣୀ ଯୋଗାଇ ଦିଆଯିବ । ଆହୁରି ଅନ୍ତର୍ଡା ଗ୍ରାମରେ ଶ୍ରୀ ମିଶ୍ର ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ନିର୍ମିତ ଏକ ଏସ୍‌ଏଚ୍‌ଜି ଗୃହର ଭିତ୍ତିପ୍ରସ୍ତର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିପିନ ଦାଶ, ଉପ ନିର୍ବାହୀ ଯନ୍ତ୍ରୀ ପିକେ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ମୃତ୍ୟୁଞ୍ଜୟ ରାଉତ, ଦେଓଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀ ମୂରଲିଧର ନାଏକ, ସହକାରି ଯନ୍ତ୍ରୀ ମୋହନ ମହାଲିଙ୍ଗ, କନିଷ୍ଠ ଯନ୍ତ୍ରୀ ପ୍ରଭାତ ରଥ, ଗୋଷ୍ଠି ଶିକ୍ଷା ଅଧିକାରୀ ସଂକିର୍ତନ ବାଗ, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରି , ସେବାଦଳ ମୂଖ୍ୟ ଅସିତ ମିଶ୍ର, ପୁର୍ବତନ ଚେଆରମ୍ୟାନ କୈଳାସ ତାଣ୍ଡି, ପପ୍ପୁ ପାତ୍ର, ନରସିଂହ ବେହେରା, ବନମାଲି ବେହେରା, ହରିଶ୍ଚନ୍ଦ୍ର ଦାଶ, ପ୍ରଦ୍ୟୁମ୍ନ ସାହୁ, ଲିଟନ ହୋତା, ପିଣ୍ଟୁ ପୋଢ, ପାଳନସେନ ଭୋଇ, ହିମାଂଶୁ ମହାକୁର, ବୈଷ୍ନବ ମହାକୁର ପ୍ରମୂଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା   11-May-2026
  ରାଜ୍ୟ  
ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ୧୩ରୁ   11-May-2026
  ଜିଲ୍ଲା  
ପ୍ରଭାତଙ୍କ ବିରୋଧୀ ଅଣନିଶ୍ୱାସୀ, ଦଳରେ ନଥାଇ ମଧ୍ୟ ଜନ ମନରେ ପ୍ରଭାତ, ବିଜେଡି ଛାଡି ପ୍ରଭାତଙ୍କ ସାଥିରେ ହଜାର ହଜାର କର୍ମୀ   11-May-2026
  ଜିଲ୍ଲା  
ରାଜ୍ୟରେ ବଢ଼ିଚାଲିଥିବା ଭିଡ଼ ହିଂସା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   11-May-2026
  ଜିଲ୍ଲା  
ଯୁବୋଦୟ ଲିଡ୍ ସ୍କୁଲର ପାଞ୍ଚ ଦିନିଆ ଗ୍ରୀଷ୍ମକାଳୀନ କର୍ମଶାଳା   11-May-2026
  ଜିଲ୍ଲା  
୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    11-May-2026
  ଜିଲ୍ଲା  
ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ତୃତ ଆଲୋଚନା   11-May-2026
  ଜିଲ୍ଲା  
ଅଭିଯୁକ୍ତକୁ ଅଟକରଖି ପୋଲିସକୁ ଦେଇଥିଲେ ଜିମା, ମୋଟୁ ପୋଲିସ ର ଅଧିକ ତଦନ୍ତ ଜାରି   11-May-2026
  ରାଜ୍ୟ  
କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   11-May-2026
  ଜିଲ୍ଲା  
ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   10-May-2026
  ଜିଲ୍ଲା  
ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   10-May-2026
  ରାଜ୍ୟ  
ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   10-May-2026

You Might Also Like