-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ବିକଳ କରୁଛି କୋଇଡା ଚିତ୍ର: ଖଣି ତଳେ ବିକାଶର ନଗ୍ନ ଚିତ୍ର-ଭୋକ ପାଇଁ ପତ୍ର ଚାଟୁଛି ଶିଶୁ

09-Apr-2021



ଟେନସା, (ସମୀର ପାଢିଙ୍କ ରିପୋର୍ଟ): ସରକାର ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହି ଡିମଡିମ ପିଟୁଥିବା ବେଳେ କିନ୍ତୁ ଯେଉଁଠି କୁବେରର ଗନ୍ତାଘର କୁହାଯାଉଥିବା ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଳକ ଅନ୍ତର୍ଗତ ମାଲଦା ପଞ୍ଚାୟତ ଗଣୁଆ ଗ୍ରାମ ସୁନାପଶି ଡାଡୁଗୋଠ ସାହିର ଏକ ଶିଶୁ ପୁତ୍ର ଅଇଁଠା ଖଲିରୁ ଖାଦ୍ୟ ସଂଗ୍ରହର କରି ଖାଉଥିବା ଭିଡିଓ ଟି ଦୁଇଦିନ ହେବ ବେଶ ଭାଇରାଲ ହେବାରେ ଲାଗିଛି। ଯାହା ଫଳରେ ଘଟଣା ସତ୍ୟା ସତ୍ୟ ଜାଣିବା ପାଇଁ ଫୋନ ଦ୍ବାରା ଯୋଗା ଯୋଗ କରି ଏହାର ସତ୍ୟତା ଉପରେ ତଦାରଖ କରିବାକୁ ଆମେ  ପହଞ୍ଚି ଥିଲୁ

ସେହି ପଡାକୁ ଯାହା ଆଖିକୁ ବିଶ୍ୱାସ କରି ପାରି ନଥିଲୁ ସତେ ଯେମିତି ଖଣିଖାଦାନଭରା ଅଞ୍ଚଳ ମଧ୍ୟ ନଗଡାର ଆଉ ଏକ ନଗ୍ନ ଚିତ୍ର। ସେହି ପଡାରେ ମୁଣ୍ଡା  ସମ୍ପ୍ରଦାୟର ୧୦/୧୨ ବାର ଘର ର୫୦ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି। ଆମେ କହୁଛୁ ତାଡୁଗୋଠ  ପଡାରେ ବସବାସ କରୁଥିବା ରାବଣ ମୁଣ୍ଡାଙ୍କ ତିନି ଛୁଆ  ରାଜନ ମୁଣ୍ଡା(୭ )ମାଳତୀ ମୁଣ୍ଡା (୫) ମନୋରଞ୍ଜନ ମୁଣ୍ଡା( ୨.୫)ଙ୍କୁ ନେଇ ତେଲଲୁଣ ର ସଂସାର।  ଖାଦ୍ୟ ଅଭାବ ଅନାଟନ ଯୋଗୁ ଓଳିଏ ଖାଇବାକୁ ନ ପାଇ ଅପପୁଷ୍ଟିର ଶିକାର ହେଉଛନ୍ତି ସେମାନେ ନା ଅଛି ଘର ଭଙ୍ଗା ଘର ବସବାସ କରନ୍ତି । ସୁଚନାରୁ ପ୍ରକାଶ ଯେ ଗତ କିଛି ମାସ ହେବ ରାବଣ ସ୍ତ୍ରୀ ଆତ୍ମହତ୍ୟା କରି ଆରପାରିକୁ ଚାଲି ଯାଇଥିବା ବେଳେ ଛୁଆ ମାନଙ୍କ ବୋଝ ରାବଣ ଉପରେ ,ଏପଟେ ନ ଖଟିଲେ ନ ଚଳେ। ଛୁଆଙ୍କୁ ଛାଡି କାମ ଧନ୍ଦା କରିବା ଯିବା ପରେ ଛୁଆଙ୍କ କଥା ବୁଝି ନ ପାରି ବାରୁ କିଛିଦିନ ତଳେ ସେହି ଗ୍ରାମ ର ଏକ ବାହାଘର ଭୋଜି ରେ ପଡି ଥିବା ଅଇଁଠା ଖଲି, ରାବଣ ର ସାନ ପୁଅ ମନୋରଞ୍ଜନ ମୁଣ୍ଡା ୨.୫ ଭୋକ ସମ୍ଭାଳି ନ ପାରି ଅଇଁଠା ଖଲି ରେ ଲାଗିଥିବା ଖାଦ୍ୟ ଚାଟି ଚାଟି ଖାଉଥିବା ଦୃଶ୍ଯ ଏବେ ଫେସବୁକ ରେ ଏକ କେନ୍ଦ୍ର ବିନ୍ଦୁ ପାଲଟିଛି। ଏ ବିଷୟରେ ଛୁଆର ବାପା ରାବଣ କୁ ପଚାରିବାରୁ ଛୁଆଙ୍କୁ ଛାଡି କାମ କରିବାକୁ ଗଲେ ଏପଟେ ସେପଟେ ବୁଲୁଛନ୍ତି ତେଣୁ କାମ ଧନ୍ଦା ଛାଡି ଛୁଆ ମାନଙ୍କୁ ଜଗି ରହିଛି। ପଞ୍ଚାୟତ ରୁ ମିଳୁଥିବା ଚାଉଳ ଏବଂ ଜାଳେଣି କାଠ ବିକ୍ର କରି ପରିବାର ପ୍ରତିପୋଷଣ କରନ୍ତି। ସେହି ପଡାର ଉପର  ଭାଗରେ ବଡ ବଡ ଲୁହାପଥର ଖଣି ଥାଇ ମଧ୍ୟ କୌଣସି ସୁବିଧା ନ ଥିବାରୁ ସେହି ପଡା ରେ ବସବାସ କରୁଥିବା ମହିଳା ସମେତ ଛୁଆ ମାନଙ୍କ ର ମଧ୍ୟ ସ୍ବାସ୍ଥ୍ୟ ବସ୍ତା ଭଲ ନଥିବା ଦେଖିବାକୁ ମିଳିଛି। ସେହି ବସ୍ତି ର ମହିଳା ମାନେ ଅଭିଯୋଗ କରିଛନ୍ତି ଯେ ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଦୁଇରୁ ତିନି ମାସ ବ୍ୟବଧାନରେ ମିଳୁଛି ବୋଲି ଅଭିଯୋଗ କରିଛନ୍ତି। ଏ ବିଷୟରେ ଅଙ୍ଗନୱାଡି କର୍ମୀ କୁ ପଚାରିବାରୁ ସେ କହିଛନ୍ତି ପ୍ରତ୍ୟେକ ମାସ ରେ ଆସୁଥିବା ସରକାରୀ ସହାୟତା ତଥା ଛତୁଆ ଅଣ୍ଡା,ଲଡୁ  ବିଭିନ୍ନ ସୁବିଧା ତାଙ୍କ ପାଖରେ ପହଞ୍ଚାଇବା ସହିତ ବଳକା ରୋଷେଇ ଖାଦ୍ୟ ରାବଣର ଛୁଆ ମାନଙ୍କୁ ଦେଇଥାନ୍ତି । କୋଇଡା ରୁ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରୁଛି ରାଜ୍ୟ ସରକାର ।ସ୍ୱାଧୀନତା ୭୪ ବିତି ଯାଇଥିଲେ ମଧ୍ୟ କୋଇଡା ଅବସ୍ଥା ଯିଏ ଦେଖିବ ସ୍ବାଧୀନତା କ'ଣ ଅର୍ଥ ସେହି ହିଁ ବୁଝିପାରିବ ।କୋଇଡା ରେ ସବୁ ଥାଇ ମଧ୍ୟ ଆଜି କୋଇଡା ଆଦିବାସୀ ଅଧ୍ୟୁଷିତ ଲୋକମାନେ ଭୋକ ଉପାସରେ ଦିନ କାଟୁଛନ୍ତି ।
 


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like