-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
06-Apr-2021
ଗଞ୍ଜାମ(ପ୍ରେରଣା ଖବର) :ଗଞ୍ଜାମ ଜିଲ୍ଲା ର ବଡଗଡ ଥାନା ଅଧିନସ୍ଥ ଗୌଡଗୋଠ ଗ୍ରାମର ରାସ୍ତାର ହରଭଗିଂ କେନାଲ ରୋଡରେ ଏକ ଟ୍ରକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୌଡଗୋଠ ବାଲିପଦର ଅଂଞ୍ଚଳର ପ୍ରାୟ କୋଡିଏ ରୁ ଅଧିକ ଲୋକ ଆହତ ହୋଇ ବଡଗଡ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । କିଛି ଲୋକଙ୍କୁ ଧରି ଟ୍ରକ ଟି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବଡଗଡ ପୋଲିସ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।