-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||     

HOME    ଅନ୍ୟାନ୍ୟ

ସଂକ୍ଷେପରେ ମୁଖ୍ୟ ଖବର

18-Oct-2020



୧.୧୯ରୁ ପ୍ରବଳ ବର୍ଷା: ବର୍ଷା ଆଣିପାରେ ବିପର୍ଯ୍ୟୟ, ଗଞ୍ଜାମ, ଗଜପତିରେ ବନ୍ୟା ଓ ଅତଡ଼ା ଧସିବା ଆଶଙ୍କା*ବର୍ଷା ଓ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ*

 

 ୨.ଧରାପୃଷ୍ଟରେ ମାଆ ହିଁ ଦୁର୍ଗତିନାସିନୀ ତେଣୁ ମାଆଙ୍କୁ ଦୁର୍ଗାଙ୍କ ପ୍ରତିବିମ୍ବ ଭାବେ ଦେଖାଇବାକୁ ଚେଷ୍ଟା କରାଯାଇଛି। ଏହି ଥିମ୍‌କୁ ନେଇ ଏବେ ସାରା କୋଲକାତାରେ ଚର୍ଚ୍ଚା ହେଉଛି।

 

 ୩. ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ​​ଡେମୋକ୍ରାଟ ପାର୍ଟି ପ୍ରାର୍ଥୀ ହୋଇଥିବା ଜୋ ବିଡେନ ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ କମଲା ହାରିସ ନବରାତ୍ରି ପାଇଁ ଶୁଭେଚ୍ଛା ଜଣାଇଛନ୍ତି |

 

 ୪.ଚୀନକୁ ଶାହଙ୍କ ଚେତାବନୀ, ଚୀନକୁ ଏକ ଇଞ୍ଚେ ଭୂମି ବି ଛାଡିବୁନି, ଯୁଦ୍ଧ ପାଇଁ ସବୁବେଳେ ପ୍ରସ୍ତୁତ ଭାରତୀୟ ସେନା*

 

 ୫. ବାସି କି ପୁରୁଣା ମିଠା ବିକ୍ରି ହୋଇପାରିବନି, ନିୟମ ହେଲା, ହେଲେ ମାନୁଛି କିଏ? ବିନା ଟ୍ୟାଗରେ ଏବେ ବି ବଜାରରେ ଖୁଲମଖୁଲା ବିକ୍ରି ହେଉଛି ମିଠା।

 

 ୬.ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ନେଇ ଅମିତ୍ ଶାହ ଦେଲେ ଏମିତି ମନ୍ତବ୍ୟ!

 

 ୭.କେବେ ନିର୍ମାଣ ହେବ ସିଙ୍ଗାରୀ ନଦୀ ଉପରେ ପୋଲ???? ଆଶା ଓ ଆଶଙ୍କାରେ ୧୫ ପଞ୍ଚାୟତବାସୀ!

 

 ୮.କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ବଜ୍ରକାପ୍ତା ଗ୍ୟାଙ୍ଗ । ସୁବର୍ଣ୍ଣପୁର ଜିଲ୍ଲା ରାଜକୋଟରୁ ଗିରଫ ହେଲେ ୨ ଦଲାଲ , ଗ୍ରାହକ ବେଶରେ ଆସି ଧରିଲା ଏସଟିଏଫ!

 

 ୯.ଏଟିଏମରୁ ୫ ହଜାରରୁ ଅଧିକ ଟଙ୍କା ଉଠାଇଲେ ଦେବାକୁ ପଡ଼ିପାରେ ଅତିରିକ୍ତ ଟଙ୍କା, ୮ ବର୍ଷ ପରେ ବଦଳିବାକୁ ଯାଉଛି ନିୟମ*

 

 ୧୦.ଚେନ୍ନାଇ ହାତରୁ ମ୍ୟାଚ ଛଡାଇନେଲା ଦିଲ୍ଲୀ, ୫ ଓ୍ଵିକେଟରେ ଜିତିଲା ଦିଲ୍ଲୀ*

 

 ୧୧.ଦାଦାବଟି ନ ଦେବାରୁ ଦୋକାନ ଭିତରେ ପଶି ମା’,ପୁଅଙ୍କ ଭଙ୍ଗାରୁଜା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି ଘଟଣା ଦେଖିବାକୁ ମିଳିଛି।

 

 ୧୨.ଆଜି ପେଟ୍ରୋଲ ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ୭୪ ପଇସା ଥିବା ଜଣାଯାଇଛି ।

 

 ୧୩.ମୁଖ୍ୟମନ୍ତ୍ରୀଙ୍କ ‘ଅବଢ଼ା’ ଯୋଜନାର ସମୀକ୍ଷା, ଶ୍ରୀଜଗନ୍ନାଥ ଐତିହ୍ୟ କରିଡରର କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ।‌

୧୪.୧୯ରେ ଆଉ ଏକ ଲଘୁଚାପ : ଅଶାନ୍ତ ରହିବ ସମୁଦ୍ର, ଜୋରରେ ବହିବ ପବନ, ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ। 

 

୧୫.ଭୁବନେଶ୍ୱର:କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ, ୨୪ ଘଣ୍ଟାରେ ୧୬ ମାମଲା।

 

୧୬.ଭୁବନେଶ୍ୱର: ଯୁକ୍ତ ଦୁଇରେ ଖାଲି ରହିଲା ୧.୨୨ଲକ୍ଷ ସିଟ୍।

 

୧୭.ବ୍ରଜରାଜନଗର ଦମ୍ପତିଙ୍କୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ୨ ପୁତୁରା ଏବଂ ୩ ଝିଆରିଙ୍କୁ ଗିରଫ କଲା ପୁଲିସ୍ । ପାରିବାରିକ କଳହରୁ ହତ୍ୟାକାଣ୍ଡ ନେଇ ପୁଲିସର ସୂଚନା ।

 

୧୮.୨୦୨୧-୨୨ ପାଇଁ ବଜେଟ୍ ପ୍ରସ୍ତୁତି ଆରମ୍ଭ କଲା ଅର୍ଥ ମନ୍ତ୍ରଣାଳୟ, ଆର୍ଥିକ ସଙ୍କଟ ମଧ୍ୟରେ ହେବ ଉପସ୍ଥାପନ।

 

୧୯.ଚୁଡ଼ାନ୍ତ ପର୍ଯ୍ୟାୟରେ ତିନୋଟି ଟିକା; ପଡ଼ୋଶୀ ଦେଶ ସହ ମିଶି ଗବେଷଣା ଚଳାଇଛି ଭାରତ : ପ୍ରଧାନମନ୍ତ୍ରୀ

 

୨୦.କରୋନା ମହାମାରୀ ମଧ୍ୟରେ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଷ୍ଟାଚ୍ୟୁ ଅଫ ୟୁନିଟି। ‌

 

 ୨୧.କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କୋରୁଆ ଢି଼ଅସାହି ନିକଟରେ ଭାସୁଛି ଗଳିତ ଶବ। ପରିଚୟ ମିଳିପାରିନାହିଁ। ସ୍ଥାନୀୟ ଲୋକ ଦେଖି ପୋଲିସ କୁ ଖବର ଦେଇଛନ୍ତି।

 

 ୨୨.କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ପରିବାର ପକ୍ଷରୁ ହତ୍ୟା ଅଭିଯୋଗରେ କୋଦବେରେଣି ଭାପୁର ରାସ୍ତା ଅବରୋଧ*

 

 ୨୩.ଆସିଲା ମାଲକାନଗିରି ସହରର ସେରୋ ସର୍ଭେ ରିପୋର୍ଟ, ୫୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି!

 

 ୨୪.ଦେଶରେ ଟିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, କିନ୍ତୁ ଭୂତାଣୁର ରୂପ ବଦଳିଲେ ଆସିପାରେ ବଡ଼ ସଙ୍କଟ!

 

 ୨୫.ହାଥରସ ପୀଡ଼ିତା ପରିବାରକୁ ଆପ୍‌ ନେତା ସଞ୍ଜୟ ସିଂହ ଅଫର କଲେ ରହିବାକୁ ନିଜ ଘର, କହିଲେ- ଯୋଗୀ ସରକାରଙ୍କ ଭୟରେ ରହିବା କିଛି ଦରକାର ନାହିଁ!

 

 ୨୬.ଅଯୋଧ୍ୟାର ଲକ୍ଷ୍ମଣ କିଲାଠାରେ ରାମଲୀଳା ଆରମ୍ଭ ହୋଇଛି। ଗତ ସନ୍ଧ୍ୟାରୁ ଦୂରଦର୍ଶନ ଏହାର ସିଧା ପ୍ରସାରଣ କରୁଛି।

 

 ୨୭.ଆନ୍ଧ୍ରପ୍ରଦେଶରୁ ଜୟପୁରକୁ ଏକ ନମ୍ବର ନ ଥିବା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ମାଛକୁଣ୍ଡ ପୋଲିସ୍ ଗାଡ଼ିକୁ ପିଛା କରି ସହ ୭ କ୍ୱିଣ୍ଟାଲ୍‌ ୧୨ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି। ତେବେ ଅନ୍ଧାର ରାତି ହୋଇଥିବାରୁ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି!

 

 ୨୮.ଅନୁଗୋଳ ପୋଲିସକୁ ବଡ଼ ସଫଳତା, ନକଲି ମଦ ତିଆରି କାରଖାନା ଠାବ ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ତଳମୂଳ ପାଟଣା ଗାଁ ଗୋଡିସାହିରେ ନକଲି ମଦ ତିଆରି କାରଖାନା ଠାବ କରିଛି ଅନୁଗୋଳ ଜିଲ୍ଲା ପୋଲିସ ।

 

 ୨୯.କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ହେଲିକପ୍ଟର ପଙ୍ଖା ବିମାନ ବନ୍ଦର ବଡ଼ ତାରରେ ମାଡ ହୋଇଛି। ରୋଟର ତାରରେ ବାଜି ଭୀଷଣ ଶବ୍ଦ କରିଥିଲା। ତେବେ ଘଟଣା ବେଳେ ସେଥିରେ କେନ୍ଦ୍ରମନ୍ତ୍ରୀ ନଥିଲେ। ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

 

 ୩୦.ବାଲେଶ୍ବର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ଶେଷ, BJD, କଂଗ୍ରେସ, BJP ସମେତ ୬ ପ୍ରାର୍ଥୀଙ୍କ ନାମାଙ୍କନ କାଏମ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ଓ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026

You Might Also Like