-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
02-Apr-2021
ଗଞ୍ଜାମ (ଉମା ମହାରଣା) ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ର 10ନମ୍ବର ୱାର୍ଡର କୋଠାଘର ଉଦଘାଟନ କଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବହୁତ ଦିନ ଧରି ସ୍ଥାନୀୟ ସାହି ବାସିନ୍ଧା ବହୁତ ଅସୁବିଧା ର ସମ୍ମୁଖୀନ ହୋଉଥିଲେ ତାହାକୁ ନଜରରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉନ୍ନତି ଯୋଜନା ଏଇ କୋଠଘର ନିର୍ମିତ ହୋଇଥିଲା ଆଜି ବିଧାୟିକା ଏହି କଠୋଘର କୁ ଉଦ୍ଧଘାଟନ କରିଥିଲେ ଏଇ ସମୟରେ କୋଦଳା ଏନ ଏ ସି ର ନଗର ବିଜେଡି ସଭାପତି ସଂଜୀବ କୁମାର ସାହୁ, କୈଳାଶ ପଣ୍ଡା ଗୋପାଳ କୃଷ୍ଣ ସାହୁ, ମହିଳା ବିଜେଡି ସଭାନେତ୍ରୀ ସୁଜାତା ପ୍ରଧାନ, ରଂଜିତ କୁମାର ପଳତା, ମଞ୍ଜୁଶ୍ରୀ ପଳତା, ଅଭୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ