-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
01-Apr-2021
ପୁରୀ(ପ୍ରେରଣା ଖବର) : ପ୍ରେସର ଦେବା ବେଳେ ଫାଟିଗଲା ଟ୍ରାକ୍ଟର ଚକା । ଘଟଣାସ୍ଥଳରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ପୁରୀ ଅଠରନଳାର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଅଠରନଳାର ନିକଟରେ ଟ୍ରାକ୍ଟର ଚକା ଫାଟି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ପ୍ରେସର ଦେବା ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସଦର ଥାନା କୃପାସାଗରପଟଣା ଅଞ୍ଚଳର ଅକ୍ଷୟ ଜେନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।