-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||     

HOME   ଅପରାଧ

ଭୁଷୁଡୁଛି ଆଇନ ଶୃଙ୍ଖଳା, ବଲାଙ୍ଗୀରରେ ପୁଣିି ନିଶା ମାଫିଆଙ୍କ ଉତ୍ପାତ, ପୋଲିସକୁ ସୂଚନା ଦେଉଥିବା ଅଭିଯୋଗରେ ଯୁବକକୁ ଅପହରଣ ଓ ହତ୍ୟା ଉଦ୍ୟମ-ସାନ ନେଗୀ,ପ୍ରଶାନ୍ତ କ୍ଷେତୀ ସମେତ ୫ଜଣ ଗିରଫ 

30-Mar-2021



ବଲାଙ୍ଗିର,(ପ୍ରେରଣା ଖବର) :ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମ ଓଡିଶାର କଫସିରଫ ସିଣ୍ଡିକେଟକୁ ପରିଚାଳିତ କରୁଥିବା ନିଶାମାଫିଆ ସାନ ନେଗୀ ଓ ପ୍ରଶାନ୍ତ କ୍ଷେତୀ ପୁଣି ଉତ୍ପାତ ଆରମ୍ଭ କରିଛନ୍ତି । ଗତ କିଛିମାସ ପୂର୍ବରୁ ଜେଲରୁ ଫେରି ସାନ ନେଗୀ ତାର କଳାକାରନାମା ଆରମ୍ଭ କରିଛି । ଏଥର ଖୋଲମଖୁଲ୍ଲା ଦିନବେଳା ଜଣେ ଯୁବକକୁ କଲେଜଛକରୁ ଅପହରଣ କରି ଫାସଡକୁ ନେଇ ସେଠାରେ ପ୍ରବଳମାଡ ମାରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଯୁବକଜଣକ ବଲାଙ୍ଗୀର ସହରର ରୁଗୁଡିପଡାର ପ୍ରଫୁଲ୍ଲ ନନ୍ଦଙ୍କ ପୁଅ ଅମିତ ନନ୍ଦ ବୋଲି ଜଣାଯାଇଛି । ଘଟଣା ପରେ ପ୍ରଫୁଲ୍ଲଙ୍କ ଅଭିଯୋଗ ପରେ କୌଣସି ପ୍ରକାରେ ପୋଲିସ ଅମିତକୁ ଉଦ୍ଧାର କରିଛି । ସେହି ଅଭିଯୋଗକୁ ଆଧାର କରି ଟାଉନଥାନାରେ କେସ ନଂ-୨୧୨/୨୦୨୧ ତା.୨୯.୩.୨୦୨୧ଦଫା-୩୯୫,୨୯୪,୩୨୪,୩୪୧,୩୬୫,୫୦୬ ଆଇପିସିରେ ମାମଲା ରୁଜୁ କରିଛି । ପୋଲିସ ଗତକାଲି ରାତିରେ ସାନ ନେଗୀ,ପ୍ରଶାନ୍ତ କ୍ଷେତୀ ସମେତ ୫ଜଣ ଅପହରଣକାରୀଙ୍କୁ ଗିରଫ କରିଛି । ଏନେଇ ଆଦର୍ଶଥାନାରେ ଏକ ମାମଲା ରୁଜୁ ହୋଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ପ୍ରଫୁଲ୍ଲ ନନ୍ଦ ଥାନାରେ କରିଥିବା ଅଭିଯୋଗରୁ ଜଣାଯାଇଛି ଯେ,ଗତକାଲି ତାଙ୍କ ପୁଅ ଅମିତ ନନ୍ଦ କଲେଜଛକରେ  ଅନ୍ୟ ସାଙ୍ଗମାନଙ୍କ ସହିତ ରଙ୍ଗ ଖେଳି ଲିବୁ ଘରେ ଥିଲା । ସେଠାକୁ ନିଶା ମାଫିଆ ସାନ ନେଗୀ,ପ୍ରଶାନ୍ତ କ୍ଷେତୀ ସମେତ ୫ଜଣ ପହଞ୍ଚି ପୋଲିସକୁ ତାଙ୍କ ବିଷୟରେ ସୂଚନା ଦେଉଛୁ ବୋଲି କହି ଗାଳିଗୁଲଜ କରିବା ସହିତ ଜବରଦସ୍ତ ଗାଡିରେ ବସାଇ ଫାସଡକୁ ନେଇଯାଇଥିଲେ । ସେଠାରେ ମଧ୍ୟ ଅମିତକୁ ପ୍ରବଳମାଡ ମାରିବା ସହିତ ଅମିତ ନିଜେ ନିଶାକାରବାର କରୁଛି ବୋଲି ସ୍ୱୀକାର କରୁଥିବାର ଏକ ଭିଡିଓ ସୁଟିଂ କରିଥିବା ଅଭିଯୋଗ ହୋଇଛି । ପୋଲିସରେ କିମ୍ବା କାହାପାଖରେ ଏବିଷୟରେ କହିଲେ ଆଗକୁ ଜୀବନରେ ମାରିଦେବେ ବୋଲି ଧମକ ଦିଆଯାଇଥିବା ଅଭିଯୋଗ କରାଯାଇଛି । ପୋଲିସ ଏହି ଘଟଣାର ଅଭିଯୋଗ ପାଇଲାପରେ ରାତିରେ ସାନ ନେଗୀ,ପ୍ରଶାନ୍ତ କ୍ଷେତୀ,କାହ୍ନା ମିଶ୍ର,ସୁଧିର ପଟେଲ ଓ ଶିବ ବାଗକୁ ଗିରଫ କରିଛି ।ଏହି ଅପହରଣରେ ବ୍ୟବହୃତ ଏକ ସ୍କର୍ପିଓ(ଓଆର-୦୨-ବିଡବ୍ଲୁ-୦୨୩୪) ଓ ଦୁଇଟି ସକବରଡକୁ ଜବତ କରାଯାଇଛି ବୋଲି ଆଇଆଇସି ସଂଗ୍ରାମକେସରୀ ପଟ୍ଟନାୟକ କହିଛନ୍ତି । ଆହତ ଅମିତକୁ ଭୀମଭୋଇ ମେଡିକାଲକଲେଜ ହସପିଟାଲରେ ଚିକିତ୍ସିତ କରାଯାଉଛି । ପ୍ରକାଶ୍ୟ ଯେ,ଗତ ୫ବର୍ଷ ହେଲା ସାନ ନେଗୀ ଓ ପ୍ରଶାନ୍ତ କଫସିରଫ ବେପାରରେ ରହି ବଲାଙ୍ଗୀରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସିଣ୍ଡିକେଟକୁ ପରିଚାଳିତ କରୁଛନ୍ତି । ଏହା ପୂର୍ବରୁ ସାନ ନେଗୀ ନାମରେ ଅନେକଗୁଡିଏ ମାମଲା ହୋଇ ୩ଥର ଜେଲ ଗଲାଣି । ସେହିପରି ଖବର ପ୍ରକାଶନ ପରେ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ତଥା ତାଙ୍କ କାର୍ଯ୍ୟାଳୟକୁ ଯାଇ ଧମକ ଦେବା ଭଳି ସଂଗୀନ ଅଭିଯୋଗ ମଧ୍ୟ ରହିଛି । ଏବେ ଗତକାଲିର ଘଟଣାକୁ ଦେଖିଲେ ଅପରାଧି ଗୋଷ୍ଠୀର ପୋଲିସ ପ୍ରତୀ ଭୟ ନଥିବା ଜଣାପଡୁଛି । ସହରରେ ଆଇନଶୃଙ୍ଖଳା ଭୁଷୁଡି ପଡୁଥିବା ଅଭିଯୋଗ ହେଉଛି । ଏସପି ତୁରନ୍ତ ଏହି ଘଟଣାକୁ ଧ୍ୟାନ ଦେବାକୁ ଜନସାଧାରଣରେ ଦାବି ହେଉଛି ।  


News Comment




Photo in News

Advertisment
Lastest News
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026

You Might Also Like