-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର- ସୋନପୁର ରାସ୍ତାର ପ୍ରସ୍ତାବିତ ଟୋଲ ଗେଟ ଫି କୁ ମିଳିତ ଭାବେ ବିରୋଧ କଲା ବଲାଙ୍ଗିର ଜିଲା ଘରୋଇ ବସ୍ ମାଲିକ ସଂଘ, ଜିଲ୍ଲାର ବହୁ ସଂଗଠନ ବିରୋଧ ସାମିଲ୍ ହେଲେ

30-Mar-2021



ବଲାଙ୍ଗୀର-(ପ୍ରେରଣା ଖବର) - ଆଜି ବଲାଙ୍ଗୀର ସହରର ବିଭିନ୍ନ ପ୍ରମୁଖ ଅନୁଷ୍ଠାନ ମାନଙ୍କୁ ନେଇ ସ୍ଥାନୀୟ ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ବଲାଙ୍ଗୀର- ସୋନପୁର ରାସ୍ତାର ପ୍ରସ୍ତାବିତ ଟୋଲ ଗେଟ ଫି କୁ ମିଳିତ ଭାବେ ବିରୋଧ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବଲାଙ୍ଗୀର ସୁବର୍ଣ୍ଣପୁର ରାସ୍ତାରେ ବଲାଙ୍ଗୀର ଜିଲ୍ଲାର ଜନ ସାଧାରଣ ବାରମ୍ଵାର ଯିବା ଆସିବା କରିଥାନ୍ତି କାରଣ ରାଜ୍ୟ ରାଜଧାନୀକୁ ଯିବା ପାଇଁ ଏହି ରାସ୍ତା ଏକ ମୁଖ୍ୟ ସଂଯୋଗ ପଥ । ଉଚ୍ଚ ଶିକ୍ଷା ପ୍ରାପ୍ତି, କୋର୍ଟ କଚେରୀ କାମ ଓ ସ୍ୱାସ୍ଥ୍ୟଗତ ସମସ୍ୟା  ସହ ଅନେକ କାମ ନେଇ ବଲାଙ୍ଗୀର ଜନ  ସାଧାରଣ ବାରମ୍ଵାର ରାଜଧାନୀ ଭୁବନେଶ୍ଵର ଓ କଟକ  ଯିବାକୁ ବାଧ୍ଯ ହୋଇଥାନ୍ତି । ଅର୍ଥନୈତିକ ଦୃଷ୍ଟି କୋଣରୁ ପଛୁଆ ବଲାଙ୍ଗୀରର ଜନ ସାଧାରଣଙ୍କୁ ଏହି ଟୋଲ ଗେଟ ବୋଝ ଉପରେ ନଳିତା ବିଡା ସଦୃଶ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ରାସ୍ତା ନିର୍ମାଣ ମଧ୍ୟ ଠିକ୍ ଭାବରେ କରାଯାଇ ନଥିବାରୁ  ଏକ ଦୁର୍ଘଟଣା ପ୍ରବଣ ରାସ୍ତାର ପରିଚୟ ସୃଷ୍ଟି କରିଛି । ବରଗଡ଼ ଠାରେ ସ୍ଥାପନ କରାଯାଇଥିବା ଟୋଲ ଗେଟ ରେ ବରଗଡ଼ ର ସ୍ଥାନୀୟ ବାସିନ୍ଦାଙ୍କ ଯାନ ବାହାନ କୁ ଟୋଲ ଗେଟ ଫି ମୁକ୍ତ କରାଯାଇଥିବା ବେଳେ ବଲାଙ୍ଗୀରରେ ମଧ୍ୟ ଏହି ଟୋଲ ଗେଟରେ ସ୍ଥାନୀୟ ଜନ ସାଧାରଣଙ୍କ ପାଇଁ ଫି ମୁକ୍ତ କରିବାକୁ ଦୃଢ ଦାବୀ ଉପସ୍ଥାପିତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ବଲାଙ୍ଗୀର ଟୋଲ ଗେଟ ୟୁଜର୍ସ କମିଟୀ ଗଠନ କରାଯାଇଛି ଏବଂ ଉକ୍ତ କମିଟୀର ଆବାହକ ଭାବେ ଜିଲ୍ଲା ଓକିଲ ସଂଘର ସଭାପତି ପ୍ରବୀଣ ମିଶ୍ରଙ୍କୁ ଆବାହକ କରାଯାଇଥିବା ପ୍ରସ୍ତାବ ଗ୍ରହଣ କରାଯାଇଛି । ଯୁଗ୍ମ ଆବାହକ ଭାବେ ବସ୍ ମାଲିକ ସଂଘ ସଭାପତି ହେମନ୍ତ ପଣ୍ଡା , ଟ୍ରକ ମାଲିକ ସଂଘ ସଭାପତି ବୀରେନ୍ଦ୍ର ମିଶ୍ର , ବ୍ୟବସାୟୀ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ, ଟ୍ୟାକ୍ସି ଚାଳକ ସଂଘ ସଭାପତି ସତ୍ୟାନନ୍ଦ ପଧାନ ଓ ଟ୍ରାକ୍ଟର ମାଲିକ ସଂଘ ସଭାପତି ପ୍ରଭାସ ପାଣିଗ୍ରାହୀ ରହିଥିବା ବେଳେ କାର୍ଯ୍ୟନିର୍ବାହୀ କମିଟୀ ସଭ୍ୟ ଭାବେ ନାଗରିକ କମିଟୀ ସଭାପତି ବିକ୍ରମାନନ୍ଦ ବହିଦାର, ସିଭିଲ ସୋସାଇଟି ସଭାପତି ନିଳମଣି ମିଶ୍ର, ବିଙ୍ଗ ହ୍ୟୁମାନ ସଭାପତି ସୋମନାଥ ମିଶ୍ର ଓ ବିବେକା ପଟେଲ, ବଲାଙ୍ଗୀର ଯୁବ ଆକ୍ସନ କମିଟୀ ସଭାପତି ବିନୋଦ କାଲସାଏ, ମାହେଶ୍ଵରୀ ସଂଗଠନର ଅଙ୍କୁଶ ପାଣ୍ଡିଆ, ସମଲେଶ୍ଵରୀ ଟ୍ୟାକ୍ସି ଷ୍ଟାଣ୍ଡ   ସଭାପତି ଅବନୀ ପ୍ରକାଶ ମିଶ୍ର ଏବଂ ପୂର୍ବ ସୈନିକ ସଂଘ ସଭାପତି ପ୍ରତାପ ରଥ ରହିଛନ୍ତି । ଏହି ବୈଠକରେ ଓକିଲ ସଂଘ ସମ୍ପାଦକ ଅମନ ନାଗ, ବସ୍ ମାଲିକ ସଂଘ ସମ୍ପାଦକ ପ୍ରଦ୍ୟୁତ ମିଶ୍ର, ଟ୍ରକ ମାଲିକ ସଂଘ ସମ୍ପାଦକ ଆଶ୍ଵିନୀ ପଟ୍ଟନାୟକ, ଟ୍ରାକ୍ଟର ମାଲିକ ସଂଘ ସମ୍ପାଦକ ବୁଲୁ ଘଡେଇଙ୍କ ସମେତ ବହୁ ସଂଗଠନର  ବରିଷ୍ଠ କର୍ମବର୍ତ୍ତ। ଯୋଗ ଦେଇଥିଲେ । ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା ପୂର୍ବକ ଦାବୀ ପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ଆବଶ୍ୟକ ସ୍ଥଳେ  ଏହି ସଂଗଠନ ମାନେ  ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026

You Might Also Like