-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
18-Oct-2020
୧-ସରିଲା ଏ ବର୍ଷ ପାଇଁ ଯୁକ୍ତ୨ ନାମଲେଖା, ୧.୨୨ ଲକ୍ଷ ସିଟ୍ ରହିଲା ଖାଲି ।
୨-‘ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମ ଅବଧି ଆଉ ୧୫ ମିନିଟ୍ ବଢ଼ିଲା, ରାଜ୍ୟରେ କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ଏ ଭଳି ନିଷ୍ପତ୍ତି ।
୩-ପୁରୀରେ ‘ଅବଢ଼ା’ ଯୋଜନାର ସମାକ୍ଷା କଲେ ମୁଖ୍ୟମନ୍ତ୍ରୀ,ଶ୍ରୀ ଜଗନାଥ ଐତିହ କରିଡର କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଧେଶ ।
୪-ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ୍ ତରଫରୁ ୱେବିନାର୍ : ଭୁବନେଶ୍ବର ମଧ୍ୟ ଆଇଟି ସହର ହେବା ପାଇଁ ସମର୍ଥ ।
୫-ଭାରତ ଏକ ସଫଳତାର ମାଇଲଖୁଣ୍ଟ ଅତିକ୍ରମ କରିଛି। ପ୍ରଥମ ଥର ପାଇଁ ଗତ ଦେଢ ମାସ ପରେ ଦେଶର କୋରନା ସଂକ୍ରମଣଙ୍କ ସଂଖ୍ୟା ୮ ଲକ୍ଷ ତଳକୁ ଖସିଲା।
୬-ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ବାଲେଶ୍ୱର ଝିଅ ଅରାଧାନଙ୍କ ସଫଳତା ।
୭-କୋଭିଡ୍ ସ୍ଥିତି ଓ ଟିକା ପ୍ରସ୍ତୁତି ସମୀକ୍ଷା କଲେ ମୋଦୀ : ନିର୍ବାଚନୀ ବ୍ୟବସ୍ଥା ଭଳି ତତ୍ପର ହୁଅ, ସଭିଙ୍କ ପାଖରେ ଟିକା ପହଞ୍ଚିବା ଜରୁରୀ ।
୮-ଯୋରନ୍ଦା ମହିମା ଗାଦି ଜମି ମାମଲାରେ ଢେଙ୍କାନାଳ ଜିଲାପାଳଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି।
୯-ଉପ ନିର୍ବାଚନ ପାଇଁ ଖୋଲିଲା ରାଜ୍ୟସ୍ଥରୀୟ ନିୟନ୍ତ୍ରଣ କକ୍ଷ ।
୧୦-କରୋନା ମହାମାରୀ ମଧ୍ୟରେ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଷ୍ଟାଚ୍ୟୁ ଅଫ ୟୁନିଟି ।
୧୧-ଆସନ୍ତା ମାସ ଠାରୁ LPG ସିଲିଣ୍ଡରର ହୋମ୍ ଡେଲିଭରି ପାଇଁ ଦେବାକୁ ପଡ଼ିବ ଓଟିପି ।
୧୨-ଆଇପିଏଲର : ୩୪ ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।