-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME    ଅନ୍ୟାନ୍ୟ

ବର୍ତ୍ତମାନର ମୁଖ୍ୟ ଖବର

17-Oct-2020



୧.ଦେଶବାସୀଙ୍କୁ ନବରାତ୍ରୀ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ – ମାତା ଜଗଦମ୍ବା, ସମସ୍ତଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧତି ସଞ୍ଚାର କରନ୍ତୁ ।

 

 ୨.ସୀମା ବିବାଦ ଶେଷ ପାଇଁ ଚୀନ ରଖିଲା ସର୍ତ୍ତ, ଭାରତ କହିଲା- ଦୁଇ ଦେଶର ସେନା ଏକାସାଙ୍ଗରେ ପଛକୁ ହଟନ୍ତୁ ।

 

 ୩.ଲଦାଖରେ ଅତ୍ୟଧିକ ଥଣ୍ଡାକୁ ଦୃଷ୍ଟିରେ ରଖି ଭାରତର ପ୍ରସ୍ତୁତି, ଯବାନଙ୍କ ପାଇଁ କିଣାଯାଉଛି ସ୍ବତନ୍ତ୍ର ପୋଷାକ ।

 

 ୪.ଓଟିଭି’ ବିରୋଧରେ ଓଡ଼ିଶା ସରକାର ଏବଂ ପୁଲିସର ଆକ୍ରୋଶମୂଳକ ପଦକ୍ଷେପକୁ ନିନ୍ଦା କଲା ‘ଏଡିଟରସ ଗିଲ୍ଡ’।

 

 ୫.ଫେସବୁକ ହେଲା କାଳ : ଲୋଭରେ ଫସିଲେ ବୃଦ୍ଧା ; କୋଡ଼ିଏ ଲକ୍ଷ ଟଙ୍କା ଠକାମିର ଶିକାର ।

 

 ୬.ମିଥୁନ ଚକ୍ରବର୍ତ୍ତୀଙ୍କର ପତ୍ନୀ ଯୋଗୀତା ବାଲି ଏବଂ ପୁଅ ମହାକ୍ଷୟଙ୍କ ବିରୁଦ୍ଧରେ ଦୁଷ୍କର୍ମ, ପ୍ରତାରଣା ଏବଂ ବଳପୂର୍ବକ ଗର୍ଭପାତ କରାଇବା ଅଭିଯୋଗରେ ମୁମ୍ବାଇର ଓସିୱାରା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

 

 ୭.ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ରୁ ୨୧ ଯାଏଁ ପ୍ରବଳ ବର୍ଷା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

 

 ୮.ଆକାଶରୁ ଖସିଲା କ୍ୟାମେରା ଲଗିଥିବା ଯନ୍ତ୍ରାଂଶ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ତେଲିପାଳ ଅଞ୍ଚଳରେ ଆକାଶରୁ ଏକ ଅଜଣା ଯନ୍ତ୍ରାଂଶ ଖସିଥିବା ଜଣାପଡିଛି ।

 

 ୯.ରାଉରକେଲା:ଜାତୀୟ ସ୍ତରରେ ଓଡିଶାର ଗୈାରବ,ସୋଏବ ଅଫତାବ ନିଟ୍ ଟପର।

 

୧୦.ଚାକିରି ଗଲେ ୩ ମାସ ପର୍ଯ୍ୟନ୍ତ ସରକାର ଦେବେ ୫୦% ସହାୟତା,ଏଥିପାଇଁ ଚାକିରି ହରାଇଥିବା କର୍ମଚାରୀଙ୍କୁ ରାଜ୍ୟ ବୀମା ନିଗମ (ଇଏସଆଇସି) ସହ ସଂଯୁକ୍ତ ହେବାକୁ ପଡ଼ିବ‌।

 

୧୧.ସିଆଇଏଲ୍ କର୍ମଚାରୀଙ୍କୁ ୬୮,୫୦୦ ଓ ସେଲ୍ କର୍ମଚାରୀଙ୍କୁ ୧୬,୫୦୦ ଟଙ୍କା ବୋନସ।

 

୧୨.ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲା; ଆପୋସ ସମାଧାନ ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ୱ।

 

୧୩.୧୯ରୁ ଖୋଲିବ ଭିତରକନିକା। ଭିଜିଲାନ୍ସ ଜାଲରେ ବେଗୁନିଆ ଫରେଷ୍ଟର।

 

୧୪.ଭୁବନେଶ୍ୱର:ଗଢାହେଲା ଆଣ୍ଟି -ଏକ୍ସଟର୍ସନ ଟାସ୍କ ଫୋର୍ସ:ବଟି ମାଗିଲେ ଲୋକାଲ ଦାଦା ବନ୍ଧା ହେବେ।

 

୧୫.ଆଇପିଏଲ-୨୦୨୦ : ମୁମ୍ବାଇର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା।

 

୧୬.ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଖୁବ୍ ଶିଘ୍ର ସ୍ଥିର ହେବ ଝିଅଙ୍କ ବିବାହ ବୟସ।

 

୧୭.ବାଲେଶ୍ୱର:ପୃଥ୍ବୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀଆଣବିକ କ୍ଷମତା ସମ୍ପନ୍ନ ପୃଥ୍ୱୀ-୨ର କ୍ଷେପଣାସ୍ତ୍ରର ରାତ୍ରୀକାଳିନ ପରୀକ୍ଷା।

 

୧୮.ଗୁରୁତର କରୋନା ରୋଗୀଙ୍କ ମୃତ୍ୟୁ ରୋକିବାରେ ରିମେଡ଼ିସିଭର ଅସଫଳ: ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ।

 

 ୧୯.ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ସରଗରମ ରାଜନୀତି । ପ୍ରାର୍ଥୀ ପ୍ରସ୍ତୁତ, ମୈଦାନ ପ୍ରସ୍ତୁତ। ଗତକାଲି ନାମାଙ୍କନ ଦାଖଲ ଶେଷ ପରେ ଜମିବ ଜୋରଦାର ପ୍ରଚାର। ଉଭୟ ବିଜେଡି ଓ ବିଜେପି ଜାରି କରିଛନ୍ତି, ନିଜର ଷ୍ଟାର କ୍ୟାମ୍ପେନର ତାଲିକା।

 

 ୨୦.କମିଲା ସୁନା ଦର। ଗତକାଲି ତୁଳନାରେ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୯,୫୩୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦,୫୩୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି।

 

 ୨୧.ଆଜି ପେଟ୍ରୋଲ ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା 94 ପଇସା ଥିବା ଜଣାଯାଇଛି । କିନ୍ତୁ ସେପଟେ ଡିଜେଲ ଦରରେ ସେପରି କୌଣସି ପରିବର୍ତ୍ତନ ଆସିନାହିଁ |

 

 ୨୨.କଟକ ତେଲେଙ୍ଗାପେଣ୍ଠରେ କେନାଲ ଭିତରକୁ ପଶିଗଲା କାର୍ : ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଯିବାରୁ ୩ ଜଣଙ୍କ ମୃତ୍ୟୁ ; ମୃତକଙ୍କ ପରିଚୟ ମିଳିପାରିନି, ସଦର ଥାନା ପୋଲିସର ଛାନଭିନ୍ ।

 

 ୨୩.କୋଣାର୍କକୁ ବିଶ୍ୱସ୍ତରୀୟ ସହର ଭାବେ ଗଢିତୋଳିବାକୁ ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ୍ । ମାର୍ଚ୍ଚରୁ ସୌରଶକ୍ତି ଆଲୋକରେ ଝଲସିବ ବ୍ଲାକ୍ ପାଗୋଡା ୨୦୨୧ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବ ପ୍ରକଳ୍ପ ।

 

 ୨୪.ପୁରୀ ଟ୍ରେନ୍ ପୋଡି ଘଟଣାରେ ଆସିଲା ସିଜେଏମ୍ କୋର୍ଟଙ୍କ ରାୟ : ଜଣେ ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ, ୭୫ ହଜାର ୫୦୦ ଟଙ୍କା ଜରିମାନା ; ୨୦୧୫ ମସିହାରେ ଷ୍ଟେସନରେ ଟ୍ରେନରେ ଅଭିଯୁକ୍ତ ଲଗାଇଥିଲା ନିଆଁ ।

 

 ୨୫.ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁ ପଡ଼ି ନିଖୋଜ ଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।

 

 ୨୬.ରାଉରକେଲାରୁ ୩ କୁଖ୍ୟାତ ଡକାୟତ ଗିରଫ । ଦୁଇଟି ଲୁଟ୍ ମାମଲାରେ କାବୁ କଲା ପ୍ଳାଣ୍ଟ ସାଇଟ୍‌ ପୋଲିସ । ସେମାନଙ୍କ ପାଖରୁ ଗୋଟିଏ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି ଓ ନଗଦ ଟଙ୍କା ଜବତ!!

 

 ୨୭.ଯାଜପୁର ମଙ୍ଗଳପୁର ଥାନା ଇଜାପୁର ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଅଶୋକ ଜେନାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ, ରାୟ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌, ୨୦୧୭ ମସିହା ମାର୍ଚ ୩୧ରେ ହୋଇଥିଲା ଦୁଷ୍କର୍ମ ।

 

 ୨୮.ଖୋର୍ଦ୍ଧା ବେଗୁନିଆରେ ୨ ଲାଞ୍ଚୁଆ ବନ କର୍ମଚାରୀ ଗିରଫ, ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ, ବେଗୁନିଆ ଫରେଷ୍ଟର ଅକ୍ଷୟ କୁମାର ମୁଦୁଲି ଗିରଫ, ଫରେଷ୍ଟ ଗାର୍ଡ ଦୁର୍ଗା ପ୍ରସାଦ ପଣ୍ଡା ବି ଭିଜିଲାନ୍ସ ଦ୍ବାରା ଗିରଫ ।

 

 ୨୯.ଉତ୍ତରପ୍ରଦେଶ : ପିଲଭିଟ ପୁରନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବସ୍‍ - ବୋଲେରୋ ମୁହାଁମୁହିଁ ଧକ୍କା ; ୭ ମୃତ, ୩୨ ଗୁରୁତର ।

 

 ୩୦.ଚଳନ୍ତା ଟ୍ରକରୁ ଉଦ୍ଧାର ହେଲା ୬ ଫୁଟର ଅଜଗର : କେନ୍ଦୁଝର ଜିଲ୍ଲା ଘସିପୁର ଜାତୀୟ ରାଜପଥରେ ଟ୍ରକ୍ ଭିତରେ ସାପକୁ ଦେଖି ଡ୍ରାଇଭର ଛାନିଆ; ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ ।

 

 ୩୧.ପୁରୀ ୧୭।୧୦: ପୁଣି ଇସ୍କନ୍ ପକ୍ଷରୁ ଅଦିନିଆ ରଥଯାତ୍ରା ପାଳନ ନେଇ ପୁରୀରେ ଉଠିଛି ବିରୋଧର ସ୍ବର । ନିକଟରେ ଆମେରିକା ମେରିଲ୍ୟାଣ୍ଡର ବାଲ୍ଟିମୋର୍ ଅଞ୍ଚଳରେ ପାଳିତ ହୋଇଥିଲା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା।

 

 ୩୨.ମିଆଁମାରରେ ଚମକିବେ ଓଡ଼ିଆ ଝିଅ ଅନିଶା ମେହେର : ଆସନ୍ତାବର୍ଷ ଏପ୍ରିଲରେ ଆୟୋଜିତ ହେବ ଆନ୍ତର୍ଜାତୀୟ ବିୟୁଟି ପିଜେଂଟ ପ୍ରତିଯୋଗୀତା ; ପ୍ରି-ଟିନ ବିଭାଗରେ ଭାରତକୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଅନୀଶା ।

 

 ୩୩.ସମୟ ଥାଉ ଥାଉ ପଦକ୍ଷେପ ନନେଲେ ବଢିପାରେ କରୋନା ମୃତ୍ୟୁ ସଂଖ୍ୟା, ଚେତାବନୀ ଦେଲେ ବୈଜ୍ଞାନୀକ ଏବଂ ଗବେଷକ ଦିନକୁ ଦିନ ଦିଲ୍ଲୀ ବାୟୁରେ ପ୍ରଦୂଷଣର ମାତ୍ରା ବଢିବଢି ଚାଲିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like