-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ମହାନଗର

ଗୁଗଲରେ ଭୁଲରେ ବି ସର୍ଚ୍ଚ କରନ୍ତୁନି ଏହି ୫ଟି ଜିନିଷ: ଖାଲି ହୋଇଯିବ ଆକାଉଣ୍ଟ

22-Mar-2021



ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) : ଗୁଗଲ୍ ଆଜିକା ସମୟରେ ଆମ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। କିଛି ବି ତଥ୍ୟ ହେଉ ବା ସୂଚନା ହେଉ ଜାଣିବାକୁ ଆମେ ଗୁଗଲ୍ ସର୍ଚ୍ଚ ଇଞ୍ଜିନ ଉପରେ ନିର୍ଭର କରିଥାଉ। କିଛି ଜାଣିବାକୁ ହେଲେ ମନକୁ ପ୍ରଥମେ ଗୁଗଲ୍ ହିଁ ଆସିଥାଏ। କିନ୍ତୁ ବେଳେବେଳେ ଆମେ ଗୁଗଲ ସର୍ଚ୍ଚ ଜରିଆରେ ଏମିତି କିଛି ସର୍ଚ୍ଚ କରିଦେଉ ଯେଉଁଥିପାଇଁ ଆମର କ୍ଷତି ହୋଇଥାଏ। ଜାଣନ୍ତୁ ଏମିତି କିଛି ବିଷୟ ସମ୍ପର୍କରେ ଯାହାକୁ ଆପଣ ଭୁଲରେ ବି ଗୁଗଲରେ ସର୍ଚ୍ଚ କରିବା ଉଚିତ ନୁହେଁ। ଏମିତି ୫ଟି ଜିନିଷ ଯାହା ସମ୍ପର୍କରେ ଆପଣ ସତର୍କ ହେବା ଆବଶ୍ୟକ।

୧. କଷ୍ଟମର୍ କେୟାର୍ ନମ୍ବର – ଗୁଗଲ୍ ସର୍ଚ୍ଚକୁ ଯାଇ କେବେ ବି କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିବେନି। କୌଣସି କମ୍ପାନୀର କଷ୍ଟମର୍ କେୟାର୍ ନମ୍ବର୍ ଗୁଗଲରେ ସର୍ଚ୍ଚ କରିବା ଉଚିତ ନୁହେଁ। ସାଇବର ଅପରାଧୀ ଲୋକଙ୍କ ଏହି ଅଭ୍ୟାସର ଫାଇଦା ଉଠାଇବାକୁ ଚେଷ୍ଟା କରିଥାନ୍ତି। ସାଇବର ଅପରାଧୀ ନକଲି କମ୍ପାନୀ ତିଆରି କରି କଷ୍ଟମର କେୟାର ନମ୍ବର ବ୍ୟବହାର କରି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିଥାନ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନେଇ ଆପଣଙ୍କୁ ଚୁନା ଲଗାଇପାରନ୍ତି।

୨. ବ୍ୟାଙ୍କ ୱେବସାଇଟ୍ – ଆଜିକାଲି ଅନଲାଇନ ବ୍ୟାଙ୍କିଙ୍ଗ ସିଷ୍ଟମ ଚାଲିଛି। ଏଥିପାଇଁ ଲୋକେ ସାଧାରଣତଃ ଗୁଗଲର ସାହାରା ନେଇଥାନ୍ତି। ଯଦି ଆପଣ ଗୁଗଲ ସର୍ଚ୍ଚକୁ ଯାଇ ବ୍ୟାଙ୍କ ୱେବସାଇଟ ସର୍ଚ୍ଚ କରୁଛନ୍ତି ତାହେଲେ ସତର୍କ ହୋଇଯାଆନ୍ତୁ। ଏହା କୌଣସି ବିପଦ ଠାରୁ କମ୍ ନୁହେଁ। ସାଇବର ଅପରାଧୀ ବ୍ୟାଙ୍କର ନକଲି ୱେବସାଇଟ ତିଆରି କରି ବ୍ୟାଙ୍କର ଅଫିସିଆଲ ୱେବସାଇଟ ଭଳି URL ମଧ୍ୟ ରଖିଥାନ୍ତି। ଯାହାଫଳରେ ୟୁଜର୍ସ ଦ୍ବନ୍ଦ୍ବରେ ପଡି ହ୍ୟାକର୍ସଙ୍କ ଜାଲରେ ଫସି ଯାଆନ୍ତି ଓ ନିଜର କ୍ଷତି କରିଥାନ୍ତି। ଅନଲାଇନ ବ୍ୟାଙ୍କିଙ୍ଗ ପାଇଁ ବ୍ୟାଙ୍କ ୱେବସାଇଟର URL ଟାଇପ୍ କରନ୍ତୁ।

୩. ଆପ୍, ଫାଇଲ୍ ଓ ସଫ୍ଟୱେୟାର୍ – ଯଦି ଆପଣ ନିଜ ଫୋନରେ କୌଣସି ଆପ କିମ୍ବା ସଫ୍ଟୱେୟାର୍ ଚାହୁଁଛନ୍ତି ତାହେଲେ ସବୁବେଳେ ପ୍ଲେଷ୍ଟୋରରୁ ହିଁ ଡାଉନଲୋଡ୍ କରନ୍ତୁ। ଅଧିକାଂଶ ଲୋକ ପ୍ଲେଷ୍ଟୋରରୁ ଆପ୍ ଡାଉନଲୋଡ୍ କରିଥାନ୍ତି ଯାହା ଗୁଗଲରୁ ମିଳିନଥାଏ। ଏହା ହାନିକାରକ ହୋଇପାରେ। କୌଣସି ଭୁଲ୍ ଲିଙ୍କ୍ ଓପନ୍ କଲେ କମ୍ପ୍ୟୁଟର୍ କିମ୍ବା ଲାପଟପରେ ଭାଇରସ୍ ଆସିପାରେ। ଏହି ଭାଇରସ୍ ଆପଣଙ୍କ ବ୍ୟକ୍ତିଗତ ଡାଟା ସଂଗ୍ରହ କରିବା ସହ ପିସିରେ ଥିବା ଫାଇଲକୁ ମଧ୍ୟ ପ୍ରଭାବିତ କରିପାରନ୍ତି।

୪. ନିବେଶ ଓ ଟଙ୍କା ରୋଜଗାର ତରିକା – ପ୍ରତ୍ୟେକ ବ୍ୟକ୍ତି ଭଲ ଲାଇଫଷ୍ଟାଇଲ ପାଇଁ ଟଙ୍କା ରୋଜଗାର କରିବାକୁ ଚାହେଁ। ଏଥିପାଇଁ ଲୋକେ ଗୁଗଲରେ ବିଭିନ୍ନ ତରିକା ସର୍ଚ୍ଚ କରନ୍ତି। ଗୁଗଲ ସର୍ଚ୍ଚରେ କେବେ ବି ଇନଭେଷ୍ଟମେଣ୍ଟ କିମ୍ବା ଟଙ୍କା ରୋଜଗାର ତରିକା ସର୍ଚ୍ଚ କରନ୍ତୁନି। ଏହିଭଳି ଲୋକଙ୍କୁ ସାଇବର ଅପରାଧୀ ସବୁବେଳେ ଟାର୍ଗେଟ୍ କରିଥାନ୍ତି। ଏଥିପାଇଁ ସେମାନେ ନକଲି କମ୍ପାନୀ ଓ ୱେବସାଇଟ ତିଆରି କରି ଲୋକଙ୍କୁ ନିଜ ଜଳରେ ଫସାଇଥାନ୍ତି।

୫. ମେଡିକାଲ ସମ୍ପର୍କୀୟ ସର୍ଚ୍ଚ – କିଛି ଲୋକେ ନିଜ ରୋଗର ଚିକିତ୍ସା ଓ ଔଷଧ ପାଇଁ ଗୁଗଲର ସାହାରା ନେଇଥାନ୍ତି। ଗୁଗଲରେ ଦର୍ଶାଯାଇଥିବା ଔଷଧ ଓ ଚିକିତ୍ସା ସବୁବେଳେ ଠିକ ହୋଇନଥାଏ। ଗୁଗଲ ସର୍ଚ୍ଚରେ କୌଣସି ରୋଗ ବା ଚିକିତ୍ସା ସମ୍ପର୍କରେ ସର୍ଚ୍ଚ ନ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଭୁଲ ପରାମର୍ଶ ଦିଆଯାଇପାରେ ଏବଂ ଏହାର ସେବନ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like