-+91-9937148622 |

prerana_bgr@rediffmail.com |

  Thursday 19th March 2026 |

| | | |

R.N.I. Regd No. ODIODI/2010/46693

Breaking News

*ଅସହାୟ ବୃଦ୍ଧ ଦମ୍ପତ୍ତି ଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ*- *ତଳେ ବସି ସମସ୍ୟା ବୁଝିଲେ*-   (19-Mar-2026)       ||      ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ   (19-Mar-2026)       ||      ଓଡ଼ିଶାର ସଫଳ ‘ଧାନ କ୍ରୟ ମଡେଲ’ ଅନୁଧ୍ୟାନ କରିଛନ୍ତି ଛତିଶଗଡ଼ ପ୍ରତିନିଧି ଦଳ   (18-Mar-2026)       ||      ଗଣ୍ଡ ସମାଜ ବଲାଙ୍ଗୀର ଜିଲ୍ଲା ସଡ଼ବଂଶୀ ବିକାଶ ପରିଷଦ ର ନୂତନ କମିଟି ଗଠନ   (18-Mar-2026)       ||      ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ,ଜଣେ ଆହତ l   (18-Mar-2026)       ||      ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ   (18-Mar-2026)       ||      ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟା : ସମବେତ ଓଡ଼ିଶୀ ସଙ୍ଗୀତ ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ    (18-Mar-2026)       ||      କଟକ ଏସ୍ ସି ବି ଅଗ୍ନି କାଣ୍ଡ ରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳା ର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି ମଣ୍ଡଳୀ*   (18-Mar-2026)       ||      ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   (18-Mar-2026)       ||      ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   (18-Mar-2026)       ||      ଡୁମଛାଲି ଜଙ୍ଗଲରେ ଦୁର୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର    (18-Mar-2026)       ||      ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ   (18-Mar-2026)       ||      ଡାହାଣୀଖିଆ ଗ୍ରାମରେ ବାଲି ମାଫିଆଙ୍କ ଦବଙ୍ଗଗିରି ଓ ବାଲି ଚାଲାଣ   (18-Mar-2026)       ||      ମା ମଙ୍ଗଳାଙ୍କ ପୀଠରେ ୨ୟ ପାଳି ପବିତ୍ର ଚୈତ୍ର ଝାମୁଯାତ୍ରା କାକଟପୁରରେ ଭକ୍ତିମୟ ପରିବେଶ, ହଜାର ହଜାର ଭକ୍ତଙ୍କ ସମାଗମ   (18-Mar-2026)       ||      ଧୋବାତୋଟା ମେଳଣ ଉତ୍ସବ   (18-Mar-2026)       ||      ବଲାଙ୍ଗୀର ର ବୋହୂ ସଂଗୀତାଙ୍କୁ ମାଟି ଲଗ୍ନା ସେବାରତ୍ନ ସମ୍ମାନ    (18-Mar-2026)       ||      ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ   (18-Mar-2026)       ||      ଖଣି ଖନନ ନିଲାମକୁ ଦୃଢ଼ ବିରୋଧ - ରତାଖଣ୍ଡିରେ ଵିଶାଲ ସମାବେଶ    (18-Mar-2026)       ||      ଝିଅ ଆଉ ଗଛ ମଣିଷ ସମାଜ ପାଇଁ ଅତି ଆବଶ୍ୟକ - ଜିଲ୍ଲାପାଳ   (18-Mar-2026)       ||      *ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା*- *   (18-Mar-2026)       ||     

HOME   ଜିଲ୍ଲା

ନଦୀ କୂଳରେ ମୃତଦେହ ପଡ଼ିଥିବା ଖବର ପାଇ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। ସୂଚନାଥାଉ କି, ଗତ ୧୫ ତାରିଖ ଦିନ ଗୁଡଭେଲା ଗାଁର ବ୍ୟବସାୟୀ ରାମତୋର ଅଗ୍ରଓ୍ୱାଲଙ୍କ ଦୁଇ ଝିଅ ଅନମୋଲ୍‌ ଓ ଆଞ୍ଚଲ୍‌ ନିଖୋଜ ହୋଇଯାଇଥିଲେ। ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖି ଦୁଇ ଭଉଣୀକୁ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଥିଲା। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କର କୌଣସି ଖୋଜ ଖବର ପାଇନଥିଲେ। ଆଜି ୨ ଦିନ ପରେ ବଡତେଣ୍ଡା ଗାଁ ନିକଟସ୍ଥ ନଦୀ କୂଳରୁ ସାନ ଭଉଣୀର ମୃତଦେହ ଠାବ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବଡ଼ ଭଉଣୀର କୌଣସି ପତ୍ତା ମିଳିପାରି ନାହିଁ!

17-Oct-2020



ବଲାଙ୍ଗିର(ସନ୍ତୋଷ କୁମାର ଠାକୁର)ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ତେଲ ନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁ ପଡ଼ି ନିଖୋଜ ଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଦୁଇ ଦିନ ପରେ ଆଜି ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡତେଣ୍ଡା ଗାଁ ନିକଟସ୍ଥ ନଦୀ କୂଳରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ମୃତକ ନିଖୋଜ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲ ବୋଲି ପୋଲିସ୍‌ ସୂଚନା ଦେଇଛି!!*

ନଦୀ କୂଳରେ ମୃତଦେହ ପଡ଼ିଥିବା ଖବର ପାଇ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। ସୂଚନାଥାଉ କି, ଗତ ୧୫ ତାରିଖ ଦିନ ଗୁଡଭେଲା ଗାଁର ବ୍ୟବସାୟୀ ରାମତୋର ଅଗ୍ରଓ୍ୱାଲଙ୍କ ଦୁଇ ଝିଅ ଅନମୋଲ୍‌ ଓ ଆଞ୍ଚଲ୍‌ ନିଖୋଜ ହୋଇଯାଇଥିଲେ। ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖି ଦୁଇ ଭଉଣୀକୁ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଥିଲା। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କର କୌଣସି ଖୋଜ ଖବର ପାଇନଥିଲେ। ଆଜି ୨ ଦିନ ପରେ ବଡତେଣ୍ଡା ଗାଁ ନିକଟସ୍ଥ ନଦୀ କୂଳରୁ ସାନ ଭଉଣୀର ମୃତଦେହ ଠାବ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବଡ଼ ଭଉଣୀର କୌଣସି ପତ୍ତା ମିଳିପାରି ନାହିଁ!!*


News Comment




Photo in News

Advertisment
Lastest News
  ଜିଲ୍ଲା  
*ଅସହାୟ ବୃଦ୍ଧ ଦମ୍ପତ୍ତି ଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ*- *ତଳେ ବସି ସମସ୍ୟା ବୁଝିଲେ*-   19-Mar-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ   19-Mar-2026
  ଜିଲ୍ଲା  
ଓଡ଼ିଶାର ସଫଳ ‘ଧାନ କ୍ରୟ ମଡେଲ’ ଅନୁଧ୍ୟାନ କରିଛନ୍ତି ଛତିଶଗଡ଼ ପ୍ରତିନିଧି ଦଳ   18-Mar-2026
  ଜିଲ୍ଲା  
ଗଣ୍ଡ ସମାଜ ବଲାଙ୍ଗୀର ଜିଲ୍ଲା ସଡ଼ବଂଶୀ ବିକାଶ ପରିଷଦ ର ନୂତନ କମିଟି ଗଠନ   18-Mar-2026
  ଜିଲ୍ଲା  
ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ,ଜଣେ ଆହତ l   18-Mar-2026
  ଜିଲ୍ଲା  
ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ   18-Mar-2026
  ଜିଲ୍ଲା  
ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟା : ସମବେତ ଓଡ଼ିଶୀ ସଙ୍ଗୀତ ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ   18-Mar-2026
  ଜିଲ୍ଲା  
କଟକ ଏସ୍ ସି ବି ଅଗ୍ନି କାଣ୍ଡ ରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳା ର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି ମଣ୍ଡଳୀ*   18-Mar-2026
  ଜିଲ୍ଲା  
ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   18-Mar-2026
  ଜିଲ୍ଲା  
ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   18-Mar-2026
  ଜିଲ୍ଲା  
ଡୁମଛାଲି ଜଙ୍ଗଲରେ ଦୁର୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର   18-Mar-2026
  ଜିଲ୍ଲା  
ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ   18-Mar-2026

You Might Also Like