-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-Oct-2020
ନର୍ଲା (ସଞ୍ଜୀବ ଦାସ) : ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ର ଫଳ ଆଜି ପ୍ରକାଶ ପାଇଛି ।ଏଥିରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ନେହା ଅଗ୍ରବାଲ 671 ନମ୍ବର ରଖି ସର୍ବ ଭାରତୀୟ ସ୍ତରରେ 1126 ରେଙ୍କ୍ ଆଣି ଥିବା ସମୟରେ ଗୁରୁଜି ଗୁରୁମା ପିତା ମାତା କୁ ଶ୍ରୈୟ ଦେଇ ଥିବା ବେଳେ ଭୁବନେଶ୍ୱର ଜୁପିଟର କଲେଜ ରେ ଅଧ୍ୟୟନ କରି ଭୁବନେଶ୍ବର ଆକାଶ ସଂସ୍ଥା ରେ କୋଚିଂ କରୁଥିଲେ । ସେ ଦ୍ୟୈନିକ 07 ରୁ 08 ଘଣ୍ଟା ପରିଶ୍ରମ କରୁଥିଲେ। ପିତା ଅନିଲ ଅଗ୍ରୱାଲ ସାମ୍ବାଦିକ ଥିବା ବେଳେ ମା କିରଣ ଅଗ୍ରବାଲ ଜଣେ ଗ୍ରୁହିଣି ଅଟନ୍ତି। ସେ ମାଟ୍ରିକ ପରୀକ୍ଷା ରେ 90 ପ୍ରତିଶତ ନମ୍ବର ରଖି ଥିବା ବେଳେ ପ୍ଳସ ଟୁ ପରିଖ୍ୟୟା ରେ 92 ପ୍ରତିଶତ ନମ୍ବର ରଖି ଥିଲେ।