-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||     

HOME   ଜିଲ୍ଲା

ଛତୁ ଚାଷକରି ପରମାନନ୍ଦପୁର ମହିଳା ଗୋଷ୍ଠୀ ସ୍ୱାବଲମ୍ବନଶୀଳ ହୋଇପାରିଛନ୍ତି

19-Mar-2021



କଳାହାଣ୍ଡି(ତ୍ରିନାଥ ବେଶ୍ରାଙ୍କ ସହ ସଂଜୀବ ଦାସ): କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମେଦିନୀପୁର ଗ୍ରାମ ରହିଛି । ପରମାନନ୍ଦପୁର ଗ୍ରାମ  ବେହେରା ପଡ଼ାର ମାଁ ବୃନ୍ଦାବତୀ ଛତୁ ଉତ୍ପାଦନକାରୀ ଗୋଷ୍ଠୀ ଆଜି ଚର୍ଚ୍ଚିତ । ୨୦୦୨ - ୨୦୦୩ ମସିହାରେ ବସ୍ତିର ମହିଳା ମାନେ ମିଶି ସ୍ୱୟଂସହାୟକ ଗୋଷ୍ଠି ଗଠନ କରିଥିଲେ । ସେହି ଦିନଠାରୁ ସେମାନେ ସଞ୍ଚୟ ଓ ଛୋଟ ଛୋଟ ବ୍ୟାଙ୍କ ଋଣ ନେଇ ବ୍ୟକ୍ତିଗତ ଭାବରେ ନିଜ ନିଜ ବ୍ୟବସାୟ କରି ନିଜ ଘରରେ ଆର୍ଥିକ ସ୍ଥିତ ସୁଧାରିବା ପାଇଁ ପ୍ରୟାସ ଜାରୀ ରଖିଥିଲେ । ଦୀର୍ଘ ୧୭ ବର୍ଷ ପ୍ରାୟ ହେବ ଦଳକୁ ସଂଗଠିତ କରି ଗ୍ରାମର ଉନ୍ନତି ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆସୁଛନ୍ତି । ବିଗତ ଜାନୁୟାରୀ ମାସଠାରୁ ଏକତାପରିଷଦର ସଂଗଠନର ପରାମର୍ଶରେ ଓ ସାହାଯ୍ୟରେ ସିପେଡ଼ ନାମକ ସଂସ୍ଥା ଦ୍ୱାରା ଛତୁ ଚାଷ କରିବା ପାଇଁ ତାମିଲ ନେବା ସହ ସେମାନଙ୍କୁ ଚାଷ ପାଇଁ ବିହନ ଓ ବିଭିନ୍ନ  ଉପକରଣ ଯୋଗାଇ ଦେବା ଫଳରେ ସେମାନେ ଡ଼ିଙ୍ଗିରି ଛତୁ ଚାଷ ଆରମ୍ଭ କରିଥିଲେ ।

ଛତୁ ଗୁଡ଼ିକୁ ସ୍ଥାନୀୟ ବଜାରରେ ବିକ୍ରୟ କରି ସିପେଡ଼ ସଂସ୍ଥା ଦ୍ୱାରା ଗୋଲଡେନସିସ୍ ନାମକ କମ୍ପାନୀ କୁ କିଗ୍ରା ପ୍ରତି ୧୦୦ ଟଙ୍କା ଓ ଶୁଖିଲା କିଗ୍ରା ପ୍ରତି ୭୦୦ ଟଙ୍କା ଦରରେ ଦେବା ପାଇଁ ଚୁକ୍ତିବଦ୍ଧ ହୋଇଥିଲା । ଯାହାଫଳରେ ମହିଳାମାନେ ଉସ୍ୱାହିତ ହୋଇ ଚାଷ ପାଇଁ ଆଗଭର ହୋଇଥିଲେ । ପ୍ରଥମ ପର୍ଯ୍ୟାୟ ଚାଷରେ ସଫଳ ହେବାପରେ ଗ୍ରାମର ଅନ୍ୟାନ୍ୟ ମହିଳା ଗୋଷ୍ଠୀ ର ସଦସ୍ୟ ମାନେ ଚାଷପ୍ରତି ଆକୃଷ୍ଟ ହୋଇଥିଲେ । ଏକତା ପରିଷଦର ଓ ସିପେଡ଼ ସଂସ୍ଥାର ସଂଯୋଜକ ସରୋଜ ବାଗ ଓ ମୁଖ୍ୟ ଇନ୍ଦ୍ରସାହୁ ଙ୍କ ପରାମର୍ଶ କ୍ରମେ ଗ୍ରାମର ଅନ୍ୟାନ୍ୟ  ଗୋଷ୍ଠିର ୩୨ ଜଣ ମହିଳା ମିଶି ମାଁ ବୃନ୍ଦାବତୀ ମହିଳା ଗୋଷ୍ଠୀ ସଂଗଠନ କରି ସାମୁହିକଭାବେ ଏକ ଜମି ଲିଜ୍ ନେଇ ସେଠାରେ "ଛତୁ ଚାଷ" ଆରମ୍ଭ କରିଛନ୍ତି । ସିପେଡ ଅନୁଷ୍ଠାନର ଟେକିନିକାଲ୍    ଏକ୍ସପୋର୍ଟ ଗରୁଡ଼ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକତାପରିଷର କର୍ମକର୍ତ୍ତା ଚିନ୍ମୟୀ ବେହେରା ,ଏବଂ ମନ୍ଦାକିନି ବାଣୁଆ ସହଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଓରମାସ୍ ସଂସ୍ଥାର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀଯୁକ୍ତ ଯର୍ଜ କେର୍କେଟାଙ୍କ ପ୍ରଚେଷ୍ଟାରେ ମହିଳା ଗୋଷ୍ଠୀକୁ କର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଅଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରଜେକ୍ଟ ଡ଼ାଇରେକ୍ଟର, ହର୍ଟିକଲଚର, ଓ କୃଷିବିଜ୍ଞାନ  କେନ୍ଦ୍ରର  ବୈଜ୍ଞାନିକମାନେ ମଧ୍ୟ ପରିଦର୍ଶନ କରି ମହିଳା ମାନଙ୍କୁ ପରାମର୍ଶ ଦେବାସହ  ଉତ୍ସଦିତ କରିଅଛନ୍ତି । ମାଁ ବୃନ୍ଦାବତୀ ପ୍ରଡ୍ୟୁସର ଗ୍ରୁପର ସଭାନେତ୍ରୀ ଗୌରୀ ପୁଲେଇ ଓ ସମ୍ପାଦିକା ଯମୁନା ଗଉଡ଼ ଦୁହେଁ ମିଶି ଗୋଷ୍ଠିକୁ ଆଗେଇ ନେବାରେ ପ୍ରୟାସ ଜାରି ରଖିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026

You Might Also Like