-+91-9937148622 |

prerana_bgr@rediffmail.com |

  Friday 26th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ    (25-Jun-2026)       ||      ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   (25-Jun-2026)       ||      ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି   (25-Jun-2026)       ||      ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ    (25-Jun-2026)       ||      ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   (25-Jun-2026)       ||      ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   (25-Jun-2026)       ||      ୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ    (25-Jun-2026)       ||      ଫଟାବାହାଲ ସ୍କୁଲ ପଡାରେ ବିଜୁଳି ସମସ୍ୟା♦️ ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ   (25-Jun-2026)       ||      ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର    (25-Jun-2026)       ||      ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ   (25-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ   (25-Jun-2026)       ||      କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର    (25-Jun-2026)       ||      ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ    (25-Jun-2026)       ||      ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||     

HOME   ଜିଲ୍ଲା

ପାଣି ପାଇଁ ଲଟେରୀ ଉଠାଣ: ଭାଗ୍ୟ ଟାଣ ଥିଲେ ମିଳିବ, ନଚେତ କାନମୁଣ୍ଡା ଆଉଁସି ଫେରିବାକୁ ହେବ

15-Mar-2021



ବ୍ରହ୍ମପୁର (ପ୍ରେରଣା ଖବର) : ମାର୍ଚ୍ଚ ଅଧା ନହେଉଣୁ ଜଳ ପାଇଁ ଯନ୍ତ୍ରଣା ବଢ଼ିଲାଣି ।  କେଉଁଠି ପିଇବା ପାଣି ନାଁରେ କାଦୁଅମିଶା ପାଣି ଲୋକଙ୍କ ଶୋଷ ମେଣ୍ଟାଉଛି ତ ଆଉ କେଉଁଠି ମାଇଲ ମାଇଲ ଚାଲିବାକୁ ପଡ଼ୁଛି ।  ହେଲେ ଗଞ୍ଜାମ ଛତ୍ରପୁର ଷ୍ଟେସନ ରୋଡରେ ଭାଗ୍ୟଟାଣ ଥିଲେ ପିଇବା ପାଣି ମିଳିବ ନ ହେଲେ କାଦୁଅ ପାଣି ତ ଦୂରର କଥା । ପାଣିର ଦର୍ଶନ ବି ମିଳୁନି । ଲଟେରୀରେ  ନାଁ ଉଠିଲା ତ ପାଣି ମିଳିବ । ନେହେଲେ ପାଣି କଥା ଭାବି ଶୋଷ ମେଣ୍ଟାଇବା ସାର । ସେହି ଗଞ୍ଜାମରେ ପାଣି ଡିମାଣ୍ଡରେ ଆଉ କେଉଁଠି ହୋହଲ୍ଲା ବି ହୋଇଛି । ଗରା, ବାଲଟି ଧରି ଲୋକେ ଟାୟାର ଜାଳି ପାଣି ମୁନ୍ଦାଏ ପାଇଁ ରାସ୍ତାରେ ବସିଛନ୍ତି ।

ବୃହସ୍ପତି ଟାଣ ଅଛି ତ ପାଣି ଗରାଏ ମିଳିବ । ନହେଲେ ଜଳ ନାଁରେ ଯମ ଯନ୍ତ୍ରଣା। ଯେମିତି ଶୂନ୍ୟହସ୍ତରେ ଆସିଥିବ ସେମିତି ହିଁ ଲେଉଟିବ । ଗଞ୍ଜାମ ଛତ୍ରପୁର ଷ୍ଟେସନ ରୋଡ୍‌ ସାହିରୁ ଆସିଛି ଏମିତି ବିଚଳିତ କରିଦେବା ଭଳି ଚିତ୍ର । ପାନୀୟ ଜଳର ଘୋର ସମସ୍ୟାରେ ସନ୍ତୁଳି ହେଉଥିବା ଏହି ଅଞ୍ଚଳବାସୀଙ୍କୁ ପାଣି ମିଳିବ କି ନାଁ ତାହା ନିର୍ଦ୍ଧାରଣ କରୁଛି ଲଟେରୀ ।  ୧୫ ମିନିଟ ପାଇଁ ପାଇପରେ ପାଣି ଆସେ । ସାମ୍ନାରେ ଲମ୍ବା ଲାଇନ୍‌ ।  ଗଣ୍ଡଗୋଳ ଏଡ଼ାଇବାକୁ ଲଟେରୀ ଉଠାଣ ହୁଏ । ୧ ନମ୍ବର ଟୋକନ୍‌ ଯିଏ ପାଏ ସିଏ ପ୍ରଥମେ ପାଣି ଗରା ନିଏ। କ୍ରମାନ୍ବୟରେ ଧାଡ଼ି ଆଗକୁ ବଢ଼େ । ୧୫ ମିନିଟ ପରେ ପାଇପରେ ପାଣି ବନ୍ଦ। ବାକି ଲୋକ କାନମୁଣ୍ଡା ଆଉଁସି ଫେରନ୍ତି। 

ସେହି ଗଞ୍ଜାମ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁରର ଏ ଦୃଶ୍ୟ ଉପରେ ମଧ୍ୟ ନଜର ପକାନ୍ତୁ । ପାଣି ପାଇଁ ରାସ୍ତା ଉପରେ ଶହଶହ ଲୋକେ । ଜାନିବିଲି ଜଳଯୋଗାଣ ପ୍ରକଳ୍ପ ଥିଲେ ବି ଲୋକଙ୍କୁ ମିଳୁନି ପାଣି । ବାରମ୍ବାର ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବାକୁ ପ୍ରୟାସ ପରେ ବିଫଳ ହେବାରୁ ବାଧ୍ୟ ହୋଇ ପ୍ରତିବାଦକୁ ଓହ୍ଲାଇଛନ୍ତି ଲୋକେ ।ତେବେ  ଖବର ପାଇ କୁକୁଡ଼ାଖଣ୍ଡି ବିଡିଓ ଓ ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ସ୍ପଟ୍‌ରେ ପହଞ୍ଚି ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି ଦେବା ପରେ ପ୍ରଶମିତ ହୋଇଛି ଆନ୍ଦୋଳନ ।

ମୟୂରଭଞ୍ଜ କପ୍ତିପଦା ସରଙ୍ଗର ଦୃଶ୍ୟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ  । କୋଦାଳ ଧରି ଯୁବକ ଜଣକ କାମରେ ଲାଗିଛନ୍ତି । ପାଣି ପାଇଁ ଏହି ସଂଗ୍ରାମ। ଦେଖନ୍ତୁ କେମିତି ଓ କେତିକି ପାଣି ବାହାରୁଛି। ଏଇଥିରେ ହିଁ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ମେଣ୍ଟିଥାଏ।  ସମସ୍ୟା ନେଇ ଅନେକ ଥର ବଡ଼ ଅଧିକାରୀ ଦୁଆର ବାଡ଼େଇଛନ୍ତି । ହେଲେ ଏମାନଙ୍କ ସମସ୍ୟା ଶୁଣିବାକୁ ସେମାନଙ୍କୁ ତର ନାହିଁ ।

ଏଯାଏ ଏପ୍ରିଲ ହୋଇନି । ରାଜ୍ୟ ସାରା କିନ୍ତୁ ଜଳାଭାବର ମେଞ୍ଚମେଞ୍ଚା ଚିତ୍ର ସାମ୍ନାକୁ ଆସିଲାଣି । ତେଣୁ ବେଳ ଥାଉଥାଉ ବନ୍ଧ ନବାନ୍ଧିଲେ ମେ, ଜୁନ୍‌ରେ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇନପାରେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ   25-Jun-2026
  ଜିଲ୍ଲା  
ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   25-Jun-2026
  ଜିଲ୍ଲା  
ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି   25-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   25-Jun-2026
  ଜିଲ୍ଲା  
ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   25-Jun-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   25-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   25-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   25-Jun-2026
  ରାଜ୍ୟ  
ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   25-Jun-2026

You Might Also Like