-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
10-Mar-2021
ସମ୍ବଲପୁର (ପ୍ରେରଣା ଖବର) :ଓପିଏସି ଦ୍ୱାରା ପରିଚାଳିତ ଓଜେଏସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗଡପୋଷର ଝିଅ ଇର୍ସିତା କେଶରୱାନି ଟପ୍ପର ହୋଇଛନ୍ତି । ଚଳିତବର୍ଷ ମଧ୍ୟ ମହିଳାମାନେ ବାଜିମାତ କରିଥିବା ବେଳେ ପଶ୍ଚିମ ଓଡିଶା ଗ୍ରାମାଂଚଳର ଝିଅ ଟପ୍ପର ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ପରୀକ୍ଷା ଫଳ ପ୍ରକାଶ ପରେ ଘରେ ଉତ୍ସାହର ପରିବେଶ । ଝିଅକୁ ବାପା ମା ମିଠା ଖୁଆଇ ଖୁସି ମନାଇଛନ୍ତି ।