-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

ଲୋଇସିଂହା: ରେଳଫାଟକ ବନ୍ଦ କରି ଦିଆଯିବା ଯୋଗୁଁ ଜନଅସନ୍ତୋଷ ବୃଦ୍ଧି, ଏପଟେ ଭୂତଳ ପୋଲ ରେ ଆଲୋକୀକରଣ ନାହିଁ କି ପାଣି ନିଷ୍କାସନର ବ୍ୟବସ୍ଥା ନାହିଁ

08-Mar-2021



ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ବସ୍ତି ରୋଡ଼ରେ ଯାଇଥିବା ରେଳଫାଟକ ବନ୍ଦକରି ଯିବା ଫଳରେ  ଉତ୍ତେଜନା ପ୍ରକାଶ ପାଇଛି l ଲୋଇସିଂହା   ଦେଇ ଯାଉଥିବା ସମ୍ବଲପୁର - ଟିଟିଲାଗଡ଼ ଯେଉଁ ରେଳ ଲାଇନ ଯାଇଛି କିଛି ବର୍ଷ ବସ୍ତି ରାସ୍ତା ତଥା ଲୋଇସିଂହା ଷ୍ଟେସନ ପୂର୍ବ ଫାଟକ ଇଣ୍ଟରଲକଂ କରାଯାଇଥିଲା l ରେଳ ଚେକର ଅଫ ଏବଂ ଡାଉନ ସମୟ ରେ  17 ମିନିଟ ପୂର୍ବରୁ ଫାଟକ ପଡି ଯାଉଥିବାରୁ ଜନସାଧାରଣ ଯାତାୟତ ବେଳେ ଘୋର ଅସୁବିଧା ସମ୍ମୁଖୀନ ହେବାକୁ ପଡିଲା l ସମସ୍ୟା ଦୂର କରିବା ପାଇଁ ରେଳ ବିଭାଗ ପକ୍ଷରୁ ଫାଟକ ଓ ଷ୍ଟେସନ ମଝିରେ ଭୂତଲ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା l ପ୍ରଥମେ ଅସୁବିଧା ନେଇ ଲୋଇସିଂହା ବସ୍ତି ବିରୋଧ କରି ଦାବୀ କରିଥିଲେ ହେଲେ ଏହା ସମ୍ଭବ ନୁହେଁ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା l ପରେ ଅଞ୍ଚଳବାସୀ ଭୁତଳ ପୋଲ କାମରେ  ସହମତି ପ୍ରକାଶ କରିଥିଲେ ତେବେ ଭୁତଳ ପୋଲରାସ୍ତାରେ ସନ୍ଧ୍ୟା ସମୟରେ ଯାତାୟାତ କରୁଥିବା ବେଳେ ଆଲୋକୀକରଣ ଏବଂ ବର୍ଷା ପାଣି ନିଷ୍କ୍ରିୟ ବ୍ୟବସ୍ତା  କରାଯାଇ  ନାହିଁ ବିନା ସୂଚନାରେ ହଟାତ ଫାଟକ ବନ୍ଦ କରିଦେବା ନେଇ ଦିଲୀପ ବେହେରା, ନବକିଶୋର ନାୟକ, ଲୋଇସିଂହା ସରପଞ୍ଚ ସୁନୀଲ କୁମାର ଅଗ୍ରୱାଲ ଏବଂ ଲୋଇସିଂହା ଗ୍ରାମବାସୀ ଘଟଣା ସ୍ଥଳରେ ଉପସ୍ଥିତ ରହି ବିରୋଧ କରିଥିଲେ ଏବଂ ରେଳ ବିଭାଗ ର ଜଣେ ଠିକାଦାର ବିରୋଧ କରୁଥିବା ଗ୍ରାମବାସୀ ଙ୍କୁ ଦୂର ବ୍ୟବହାର କରିବା ନେଇ ଉତେଜନା ପ୍ରକାଶ ପାଇଥିଲା ପରେ ରେଳ ବିଭାଗ ର ଜଣେ ଅଧିକାର ହସ୍ତକ୍ଷେପ କରି 2014 ମସିହା ସୁଦ୍ଧା ଦେଶର ସମସ୍ଥ ଫାଟକ ବନ୍ଦ ହେବାକୁ ଯାଉଥିବା ବେଳେ ଆଜି ଠାରୁ  ଅସ୍ଥାଇ ଭାବେ ବିଦୂତିକରଣ କରାଯିବା ଏବଂ ପମ୍ପ ଲଗାଇ ବର୍ଷା ଦିନେ ପାଣିର ସୁବିଧା କରାଯିବ ବୋଲି କହିବାରୁ ପରିସ୍ଥିତି ନିୟନ୍ତ୍ରଣ ହେଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like